Daily Archives

April 2, 2022

ଶର୍ମିଷ୍ଠାଙ୍କ ପରେ ସତ ମାନିଲେ ନିରଞ୍ଜନ । ସମ୍ପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ନେଇ ଅଧିକ ତଥ୍ୟ ଆଦାୟ କଲା…

କନକ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଶର୍ମିଷ୍ଠା ରାଉତ ସତ ମାନିସାରିଥିବା ବେଳେ ଏବେ ସତ ମାନିଛନ୍ତି ନିରଞ୍ଜନ ସେଠୀ । ମାନସ ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ସ୍ୱୀକାର କଲେ ନିରଞ୍ଜନ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ସୂଚନା ଅନୁସାରେ ନିରଞ୍ଜନ…

ଅନୁପ ସାଏଙ୍କୁ ମିଳିଲା ଶାସ୍ତି । କଳ୍ପନା ଦାଶ ଓ ଝିଅ ବବଲି ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡ ।

କନକ ବ୍ୟୁରୋ: ପ୍ରାୟ ସାଢ଼େ ୫ ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ଝିଅ ବବଲି ହତ୍ୟା ମାମଲାରେ ରାୟ ଆସିଛି । ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ । ତେବେ ପ୍ରମାଣ ଅଭାବରୁ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ…

ରାଜନୀତିର ହାଇଡ୍ରାମାରେ ପଡିଲା ପୂର୍ଣ୍ଣଛେଦ । ଛତ୍ରପୁର ବ୍ଲକ ଚେୟାରମ୍ୟାନ ନିର୍ବାଚନରେ ବିଜୟୀ ହେଲେ ବିଦ୍ରୋହୀ…

କନକ ବ୍ୟୁରୋ: କଳ ବଳ କୌଶଳ ସବୁ ଫେଲ ମାରିଲା । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନାଟକରେ ଯବନୀକା ପଡିଲା । ପ୍ରଥମେ କରୋନାର ଆଳ ଦେଖାଇ, ନିର୍ବାଚନକୁ ଘୁଞ୍ଚାଇବାର କାରସାଦୀ ହୋଇଥିଲା ଆଉ ପରେ ନିର୍ବାଚିତ ସମିତି ସଭ୍ୟଙ୍କୁ ବନ୍ଦୀ କରି ରଖିବାର ଷଡଯନ୍ତ୍ର । ଏ ସବୁଥିରେ ପ୍ରଶାସନିକ କଳ ବିରୋଧରେ…

ଅଭିଯୋଗ ଶୁଣିଲେନି ବୋଲି… ତହସିଲଦାରଙ୍କୁ ମାଡ ମାରିଲେ ଗ୍ରାମବାସୀ 

କନକ ବ୍ୟୁରୋ: ଅଫିସ ଭିତରେ ପଶି ତହସିଲଦାରଙ୍କୁ ମାଡ ଅଭିଯୋଗ । ରାଜନଗର ପଟ୍ଟାମୁଣ୍ଡାଇ ବ୍ଲକ କଣିପାଳ ଗାଁର ଘଟଣା । ଇଟାଭାଟିକୁ ବିରୋଧ କରି ଧାରଣା ଦେଇଥିଲେ ଗ୍ରାମବାସୀ । ୩ଦିନ ହେବ ତହସିଲ ଅଫିସରେ ଧାରଣା ଦେଇଥିଲେ । ଅଭିଯୋଗ ନଶୁଣିବାରୁ ତହସିଲଦାରଙ୍କୁ ମାଡ ମାରିଲେ ଗ୍ରାମବାସୀ ।…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ସତ ମାନିଲେ ନିରଞ୍ଜନ, ପଢନ୍ତୁ କଣ କହିଲେ?

କନକ ବ୍ୟୁରୋ: ମାନସ ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ସ୍ୱୀକାର କଲେ ନିରଞ୍ଜନ ସେଠୀ । ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ପଞ୍ଚମ ଦିନର ଜେରା ଶେଷ । ଦୟାଲ ଆଶ୍ରମକୁ ରିତିମତ ଯାଉଥିବା କଥା ମାନିଛନ୍ତି ନିରଞ୍ଜନ । ଜେରା ବେଳେ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ସତ ମାନିଲେ ନିରଞ୍ଜନ ।…

ଗୁଜରାଟ ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା । କହିଲେ, ଦୁଷ୍କର୍ମ ବଢିବା ପଛରେ ମୋବାଇଲ ହିଁ ଦାୟୀ ।

କନକ ବ୍ୟୁରୋ: ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଘବୀଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ବଢିଛି । ତାଙ୍କ କହିବା କଥା ହେଲା, ମୋବାଇଲ୍ ଫୋନରେ ସହଜରେ ଉପଲବ୍ଧ ହେଉଥିବା ଅଶ୍ଲୀଳ ଭିଡିଓ ହିଁ ସମାଜରେ ଦୁଷ୍କର୍ମ ବଢିବାର ମୁଖ୍ୟ କାରଣ । ଖାଲି ସେତିକି ନୁହେଁ, ଦୁଷ୍କର୍ମ ବଢିବାର ଆଉ ଏକ କାରଣ ହେଉଛି…