Monthly Archives

January 2022

ପୁଣି ଘାତକ ମିଶାଇଲ୍ ପରୀକ୍ଷଣ କଲା ଉତର କୋରିଆ: ଆତଙ୍କରେ ଦକ୍ଷିଣ କୋରିଆ, ଜାପାନ

କନକ ବ୍ୟୁରୋ: ଲଗାତାର ଘାତକ କ୍ଷେପଣାସ୍ତ୍ରର ପରିକ୍ଷଣ କରିଚାଲୁଛି ନର୍ଥ କୋରିଆ । ଗତ ରବିବାର ଟେଷ୍ଟ ହୋଇଥିବା ଏକ ମିଶାଇଲ ୨୦୧୭ ପରେ ସବୁଠୁ ଘାତକ ବୋଲି କୁହାଯାଉଛି । ଚୀନ ଓ ଉତ୍ତର କୋରିଆରରେ ମିଶାଇଲର ପରିକ୍ଷଣ ଯୋଗୁଁ ଦକ୍ଷିଣ କୋରିଆ, ଅମେରିକା ସମେତ ଜାପାନ କୁ ବଡ ପ୍ରଭାବ ପକାଇପାରେ…

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ଜାରି ହେଲା ଏସଓପି: ସକାଳ ୬ଟାରୁ ରାତି ୯ଟା ଯାଏଁ ଖୋଲା ରହିବ ମନ୍ଦିର

କନକ ବ୍ୟୁରୋ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ଜାରି ହେଲା ନୂଆ ଏସଓପି । ସକାଳ ୬ଟାରୁ ରାତି ୯ଟା ଯାଏଁ ଭକ୍ତଙ୍କ ପାଇଁ ଖୋଲା ରହିବ ମନ୍ଦିର । ରବିବାର ଶ୍ରୀମନ୍ଦିର ବିଶୋଧନ ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆରଟିପିସିଆର ନେଗେଟିଭ କିମ୍ବା ସମ୍ପୂର୍ଣ୍ଣ ଟିକାକରଣ ରିପୋର୍ଟ…

ମର୍ସିଡିଜ ଭାଙ୍ଗିଦେଲା ପ୍ରେମ ସମ୍ପର୍କ ! ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ପ୍ରେମିକ ।  

କନକ ବ୍ୟୁରୋ : ନନ୍ଦନ ବିହାର ଅଞ୍ଚଳରେ ରହୁଥିବା ଜଣେ ମଡେଲ ତଥା କାଫେ ମାଲିକ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଖବର ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ବେଶ ଖୁସିରେ ରହୁଥିବା ଜଣେ ଯୁବକ ଏମିତି ଚରମ ପଦକ୍ଷେପ କାହିଁକି ନେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।…

ଧକ୍କା ଦେଲା ଟ୍ରାକ୍ଟର, ରାଗିଗଲା ଷଣ୍ଢ । ରାସ୍ତା ଉପରେ ଅଢେଇ ଘଣ୍ଟା କାଳ ଗାଡିକୁ ଅଟକ ରଖିଲା ପଶୁ ।

କନକ ବ୍ୟୁରୋ: ପ୍ରତିଶୋଧ... ପ୍ରତିଶୋଧ... ପ୍ରତିଶୋଧ... । ଖାଲି ମଣିଷ ନିଏନି ପ୍ରତିଶୋଧ ବରଂ ପଶୁମାନେ ବି କେବେ କେବେ ଭୟଙ୍କର ପ୍ରତିଶୋଧ ନିଅନ୍ତି । ରାଗର ଚରମ ସୀମା ଟପି ମଣିଷକୁ ଡରେଇ ଡରେଇ ରଖନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଆସିଛି ବାଲେଶ୍ୱର ଜିଲ୍ଲା ସୋର ସହରରୁ । ଯେଉଁଠି ଗୋଟେ…

ରାଜ୍ୟପାଳ ଜଗଦିପ ଧନକରଙ୍କୁ ଟ୍ୱିଟରରେ ବ୍ଲକ କଲେ ମମତା ବାନାର୍ଜୀ: ଲଗାଇଲେ ଏମିତି ଅଭିଯୋଗ 

କନକ ବ୍ୟୁରୋ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦିପ ଧନକରଙ୍କ ଟୁଇଟର ଆକାଉଂଟକୁ ବ୍ଲକ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟପାଳ ଜଗଦିପ ଧନକର, ରାଜ୍ୟ ଗଣତନ୍ତ୍ରର ଏକ ଗ୍ୟାସ ଚାମ୍ବର ହୋଇଗଲାଣି ବୋଲି କହିବାର ଦିନକ ପରେ ଏଭଳି କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟପାଳ ମୋତେ ଓ ମୋ…

ପ୍ରଧାନମନ୍ତ୍ରୀ ଆବାସକୁ ନେଇ ପୁଣି ବିଜେପି-ବିଜେଡି ମୁହାଁମୁହିଁ । ଘର ନମିଳିବା ପାଇଁ ଦାୟୀ କିଏ ?

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ, ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିବା ପରେ, କାହା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଘର ମିଳିଲା ନାହିଁ । ଏଥିପାଇଁ ପୁଣି ଥରେ ଆରମ୍ଭ ହୋଇଛି କେନ୍ଦ୍ର-ରାଜ୍ୟ କଳି । କେନ୍ଦ୍ରକୁ ପଞ୍ଚାୟତିରାଜ ମନ୍ତ୍ରୀ ଚିଠି ଲେଖିବା ପରେ ଏହି ବିବାଦ ବଢ଼ିଛି ।…