Daily Archives

January 27, 2022

ଓମିକ୍ରନର ସବ ଭାରିଆଣ୍ଟ ବି.ଏ. ୨କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା: କହିଲା ଭାରତରେ ଅଧିକ ସଂଖ୍ୟାରେ ରହିଛି ଏହି…

କନକ ବ୍ୟୁରୋ: ଦେଶରେ ବଢୁଛି କରୋନା ସଂକ୍ରମଣ । ଏନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ର ସରକାର । ଦେଶରେ ଓମିକ୍ରନ ସଂକ୍ରମଣ ଏବେବି ଚିନ୍ତା ଜନକ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲଭ ଅଗୱାଲ ସୁଚନା ଦେଇଛନ୍ତି । ଓମିକ୍ରନ ଭୁତାଣୁର ସବ ଭାରିଆଂଟ ବି.ଏ.୨ ଭାରତରେ ଅଧିକ ସଂଖ୍ୟାରେ ରହିଛି…

ଗରାଖ ବେଶରେ ଆସୁଥିଲେ ଲୁଟେରା । ଚୋରି କରିବା ପୂର୍ବରୁ ଠାକୁରଙ୍କୁ ଲଗାଉଥିଲେ ରସଗୋଲା ଭୋଗ ।

କନକ ବ୍ୟୁରୋ : ରାଜଧାନୀରେ ଔଷଧ ଦୋକାନରୁ ଲୁଟ୍ ଘଟଣାର ପର୍ଦାଫାଶ ହୋଇଛି । ଘଟଣାରେ ଜଡିତ ୪ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପଶ୍ଚିମବଙ୍ଗରେ ଚୋରି କରି ବାରମ୍ବାର ଗିରଫ ହେବା ପରେ ପଡୋଶୀ ଓଡିଶାକୁ ଟାର୍ଗେଟ କରିଥିଲେ ଏମାନେ । ଆଉ ତାପରେ ସହରରୁ ସହର ବୁଲି ଲୁଟି…

ସଲାସୁତୁରା କରି ମଇଦାନରୁ ଓହରିଗଲେ ପ୍ରାର୍ଥୀ ! ନେତାଙ୍କ ଉପରେ ସନ୍ଦେହ କଲେ ଜନତା ।

କନକ ବ୍ୟୁରୋ : ସରପଞ୍ଚ ପଦ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଆରମ୍ଭ ହୋଇଛି ବିବାଦ । ବରଗଡ ରେମନ୍ତା ପଞ୍ଚାୟତରେ ୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି ୪ ପ୍ରାର୍ଥୀ । ଫଳରେ ଆଉ ଜଣେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।…

କାହିଁକି ରାଜପରିବାରରେ ଲାଗିଲା ରକ୍ତ ଛିଟା ? ମାନସିକ ଚାପ ପୁଅକୁ ସଜାଇ ଦେଲା ମା’ର ହତ୍ୟାକାରୀ ?

କନକ ବ୍ୟୁରୋ : କନିକା ରାଜପରିବାର ହତ୍ୟାକାଣ୍ଡ ଘଟଣା ଚାରିଆଡେ ଚର୍ଚ୍ଚାରେ ବିଷୟ ହୋଇଥିଲା । ହେଲେ ଯେଉଁ ରାଜପରିବାରର ଏବେ ବି ଅଚଳାଚଳ ସମ୍ପତି ରହିଛି, ସେହି ପରିବାରରେ କାହିଁକି ହତ୍ୟାକାଣ୍ଡ ଘଟିଲା, ତାହା ସମସ୍ତଙ୍କୁ ଚକିତ କରିଥିଲା । ସମ୍ପତି ପାଇଁ ହତ୍ୟାକାଣ୍ଡ ନା ଆଉ କିଛି କାରଣ…

ପ୍ରେସମିଟରେ କାନ୍ଦିଲେ ପ୍ରସାଦ । କହିଲେ, ଲଢିବେନି ୨୦୨୪ ନିର୍ବାଚନ, ଶୀର୍ଷ ନେତୃତ୍ୱ ଉପରେ ଉଠାଇଲେ ପ୍ରଶ୍ନ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ଜୋରଦାର ରଣନୀତି ପ୍ରସ୍ତୁତ କରୁଛନ୍ତି । ଅପରପକ୍ଷରେ କିନ୍ତୁ ଦଳୀୟ କନ୍ଦଳରେ ଘାଣ୍ଟି ହେଉଛି କଂଗ୍ରେସ । ପୁରୀର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ କୌଣସି ପ୍ରାର୍ଥୀ ନିର୍ବାଚନ ନ ଲଢିବା ନେଇ ମୁହଁ ଖୋଲିଛନ୍ତି ପୂର୍ବତନ…

ଓଡ଼ିଶାରେ ‘ପିକ୍’ ଛୁଇଁ ସାରିଲାଣି ସଂକ୍ରମଣ ! କମୁଛି ଦୈନିକ ସଂକ୍ରମଣ, ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ।

କନକ ବ୍ୟୁରୋ : ଦେଶରେ ଏବେ କରୋନା ସ୍ଥିତି ପ୍ଲାଟ୍ୟୁ ବା ସ୍ଥିର ସ୍ଥିତିକୁ ଆସିଯାଇଥିବାର ସଙ୍କେତ ମିଳୁଛି ବୋଲି କହିଛନ୍ତି କେନ୍ଦ୍ର ସରକାର । ଅର୍ଥାତ୍ ତୃତୀୟ ଲହରର ଶୀର୍ଷ ବା ପିକ୍ ଅତିକ୍ରମ କରିଯାଇଛି ବୋଲି ଆକଳନ କରାଯାଉଛି । ମହାରାଷ୍ଟ୍ର, ଉତର ପ୍ରଦେଶ, ଦିଲ୍ଲୀ, ହରିୟାଣା,…