Daily Archives

January 27, 2022

ଅରୁଣାଚଳ ଯୁବକଙ୍କୁ ଫେରାଇଲା ଚୀନ୍: ଗତ ୧୮ତାରିଖରେ ନିଖୋଜ ହୋଇଯାଇଥିଲେ ୧୯ବର୍ଷୀୟ ମିରାମ ତାରୋନ

କନକ ବ୍ୟୁରୋ: ଦୀର୍ଘ ୧୨ ଦିନ ପରେ ଭାରତ ଫେରିଲେ ଅରୁଣାଚଳ ପ୍ରଦେଶର ୧୭ ବର୍ଷିୟ ଯୁବକ ମିରାମ ଟାରୋନ । ଗତ ୧୮ତାରିଖରେ ଅରୁଣାଚଳ ପ୍ରଦେଶ ସୀମାରୁ ନିଖୋଜ ଥିଲେ ମିରାମ । ଆଜି ଭାରତ-ଚୀନ ଅନ୍ତରାଷ୍ଟ୍ରିୟ ସୀମାରେ ଭାରତକୁ ହସ୍ତାନ୍ତର କଲା ଚାଇନାର ପିପୁଲ ଲିବରେସନ ଆର୍ମି । ମିରାମ ଭାରତ…

ପ୍ରଶାନ୍ତଙ୍କ ପ୍ରେମରେ ସିଂହ ଶାବକ । ଦଣ୍ଡେ ନଦେଖିଲେ ବ୍ୟସ୍ତ ବିବ୍ରତ ହୋଇପଡୁଛି ବର୍ଷା ।

କନକ ବ୍ୟୁରୋ : ନନ୍ଦନକାନନର ସିଂହ ଶାବକ ବର୍ଷା ଓ ପ୍ରଶାନ୍ତଙ୍କ ପ୍ରେମ ଏବେ ସବୁଠି ଚର୍ଚ୍ଚାରେ । ଜନ୍ମରୁ ପ୍ରଶାନ୍ତଙ୍କ ସହ ରହିଥିବା ବର୍ଷା ଧିରେ ଧିରେ ବଡ ହେଉଛି । ଖୁବ ଶୀଘ୍ର ଛୋଟ ଖୁଆଡ ଛାଡି ବଡ ଖୁଆଡକୁ ଯିବ । ନିଜ ପରିବାରକୁ ଭେଟିବ । ଏଥିପାଇଁ ଚାଲିଛି ତାର ପ୍ରଶିକ୍ଷଣ । ତେବେ ଅନ୍ୟ…

ଦିଲ୍ଲୀରେ କଟକଣା କୋହଳ କଲେ କେଜ୍ରିୱାଲ ସରକାର: ହଟିଲା ସପ୍ତାହାନ୍ତ କର୍ଫ୍ୟୁ, ୫୦ ପ୍ରତିଶତ କ୍ଷମତାରେ ଖୋଲିବ ହଲ

କନକ ବ୍ୟୁରୋ: କରୋନା ସଂକ୍ରମଣ ପାଇଁ ରାଜଧାନୀ ଦିଲ୍ଲୀରେ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି । ଦିଲ୍ଲୀରେ ସଂକ୍ରମଣ ହାର କମୁଥିବାରୁ କଟକଣାକୁ କୋହଳ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ବୁଧବାର ଦିଲ୍ଲୀ ଡିଜାଷ୍ଟର ମାନେଜମେଂଟ୍ର ହୋଇଥିବା ବୈଠକରେ ଏହି ନିଷ୍ପତି ହୋଇଛି ।…

୬୯ ବର୍ଷ ପରେ ଟାଟା ହାତକୁ ଫେରିଲା ମହାରାଜା: ଏଣିକି ଏୟାର ଇଣ୍ଡିଆର ଦାୟିତ୍ୱ ନେବ ଟାଟା ସନ୍ସ

କନକ ବ୍ୟୁରୋ: ପ୍ରାୟ ୬୯ ବର୍ଷ ପରେ ଟାଟା ହାତକୁ ଫେରିଛି ମହାରାଜା । ୨୦୨୨ ମସିହା ଜାନୁଆରୀ ୨୭ ତରିଖରେ ଏୟାର ଇଣ୍ଡିଆର ସମସ୍ତ ଦାୟିତ୍ୱ ଟାଟା ସନ୍ସ ହାତକୁ ପ୍ରଦାନ କରାଯାଇଛି । ବିଦ୍ଧିବଦ୍ଧ ଭାବରେ ରହିଥିବା ଦସ୍ତାବିଜ ହସ୍ତାନ୍ତର ସହ କାର୍ଯ୍ୟଭାର ପାଇଛି ଟାଟା । ଏତେ ସବୁ ପରେ ବି…

ପାଖେଇ ଆସୁଛି ନିର୍ବାଚନ: ଉତରପ୍ରଦେଶରେ ପହଁଚି ନିର୍ବାଚନ ପ୍ରଚାର କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କନକ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ଜୋର୍ ହେବାରେ ଲାଗିଛି ପ୍ରଚାର । କରୋନା ପାଇଁ ର୍ୟାଲି ଓ ସଭା ଉପରେ ନିର୍ବାଚନ କମିଶନ୍ଙ୍କ କଟକଣା ପରେ ଏବେ ଭୋଟରଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରୁଛନ୍ତି ନେତା, ମନ୍ତ୍ରୀ । ଖୁବଶୀଘ୍ର ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ହେବ…