Daily Archives

January 24, 2022

ସାଲୁଜା କହିଲେ, ସତ୍ୟବାଦୀ ପାଇଁ ଟିକେଟ ଦିଆଯାଇଥିଲା, ନେଇନଥିଲେ ପ୍ରସାଦ । ସୁର କହିଲେ… । 

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ବଳ କଷୁଥିବା ବେଳେ କଂଗ୍ରେସର ନିଜ ଘରେ କନ୍ଦଳ ବଢିଚାଲିଛି । ପଂଚାୟତ ନିର୍ବାଚନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅନୁପସ୍ଥିତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ସୁର ଓ ସାଲୁଜା । ପଞ୍ଚାୟତ…

ସଇତାନର ପାପ କର୍ମ: କଟକ ବଡ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି କୁନିଝିଅ, ଚାଞ୍ଚଲ୍ୟ ଖେଳାଇ ଦେଲା ପୁରୀ ଦୁଷ୍କର୍ମ…

କନକ ବ୍ୟୁରୋ: ସଇତାନର ପାପକର୍ମ । ମୃତ୍ୟୁ ସହ ସଂଗ୍ରାମ କରୁଛି ୫ ବର୍ଷର କୁନିଝିଅ । ଏହା ଏପରି ଘଟଣା, ଯାହାକୁ ଶୁଣିଲେ ଯେକେହି ବିଚଳିତ ହୋଇପଡିବେ । ପୁରୀରେ ଜଣେ ୫ ବର୍ଷର କୁନିଝିଅ ଦୁଷ୍କର୍ମର ଶିକାର ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଅଭିଯୁକ୍ତ ମହେଶ ମହାନ୍ତି ନିଶାସକ୍ତ…

ଦେଶରେ ଫାଇଭ୍-ଜି ନେଟୱର୍କ ପାଇଁ ଜୋରଦାର ପ୍ରସ୍ତୁତି: ହେଲେ, ଓଡିଶାର ହଜାର ହଜାର ଗାଁରେ ଲାଗୁନି ଫୋନ

କନକ ବ୍ୟୁରୋ: ଦେଶରେ ହାଇସ୍ପିଡ ୫-ଜି ନେଟୱାର୍କ ଆରମ୍ଭ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏଥିପାଇଁ ଟେଲି-କମ୍ୟୁନିକେସନର ଭିତିଭୂମି ସୁଦୃଢ କରିବା ଉପରେ ଜୋର ଦେଉଛନ୍ତି କେନ୍ଦ୍ର ସରକାରା ୫-ଜି ନେଟୱାର୍କ ପାଇଁ ଦେଶରେ ଫାଇବର ଅପଟିକାଲ୍ସ ବିଛା ଯିବା ସହ ପ୍ରାୟ ୮ଲକ୍ଷ ମୋବାଇଲ ଟାୱାର…

କୋରାପୁଟ : ବିଜେଡିରେ ଯାହା, କଂଗ୍ରେସରେ ତାହା! ଗଳାବାଟ ଖୋଜୁଛି ବିଜେପି!

କନକ ବ୍ୟୁରୋ : ୨୦୧୭ ପଞ୍ଚାୟତ ନିର୍ବାଚନ, ୨୦୧୯ ନିର୍ବାର୍ଚନ,  ରାଜ୍ୟର ରାଜନୀତି ସମୀକରଣକୁ ବଦଳାଇଥିଲା । ବିଜେଡି ନିଜ ଆସନରେ ସ୍ଥିର ରହିଥିବା ବେଳେ ବିଜେପି ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଥିଲା, ଆଉ କଂଗ୍ରେସ ୩ ନମ୍ବର ସ୍ଥାନକୁ ଖସିଥିଲା । ରାଜ୍ୟ ରାଜନୀତିରେ ଯେଉଁ ଫଳାଫଳ ଦେଖିବାକୁ…

ରାଜନୀତିରେ ସବୁ ସମ୍ଭବ! ପରିବାରରେ ଏକାଠି, ରାଜନୀତିରେ ପ୍ରତିଦ୍ୱନ୍ଦ୍ୱୀ । ସରପଞ୍ଚ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି…

କନକ ବ୍ୟୁରୋ : କୁହାଯାଏ ପ୍ରେମ ଓ ରାଜନୀତିରେ ସବୁ କିଛି ସମ୍ଭବ । ଏହି ଉକ୍ତିର ସତ୍ୟତା ଏବେ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳୁଛି । ରାଜନୀତିର ପଶାପାଲିରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।  ସମ୍ବଲପୁରର ଯୁଯୁମରାରା ଲିପିଣ୍ଡା ପଂଚାୟତରେ ସରପଞ୍ଚ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି…

ଆଇପିଏଲ ୨୦୨୨: ଟିମ ନାଁ ଘୋଷଣା କଲା ଲକ୍ଷ୍ନୌ, ଜାଣନ୍ତୁ କଣ ରହିଲା ଏହି ନୂଆ ଟିମର ନାଁ ?

କନକ ବ୍ୟୁରୋ: ଆଇପିଏଲ ୨୦୨୨ରେ ପ୍ରଥମ ଥର ପାଇଁ ଦଳରେ ଭାଗ ନେଉଥିବା ଲକ୍ଷ୍ନୌ ଦଳ ନିଜ ନାଁ ଘୋଷଣା କରିଛି । ସଞ୍ଜିବ ଗୋୟନକା ଗ୍ରୁପର ଏହି ଟିମର ନାଁ ଲକ୍ଷ୍ନୌ ସୁପର ଜାଏଣ୍ଟ ଦିଆଯାଇଛି । ଆଜି ନିଜ ଟ୍ୱିଟରର ହ୍ୟାଣ୍ଡେଲରେ ଏହି ନାଁର ଘୋଷଣା କରିଛି ଦଳ । ଆସନ୍ତା ଆଇପିଏଲ ୨୦୨୨ରେ ଦଳ ପ୍ରଥମ…