Daily Archives

January 20, 2022

ସିବିଜିଇ ଓ ସିଆଇଆରଟିଡି ଦ୍ୱାରା ୧୦ ହଜାର ବିଦ୍ୟାର୍ଥୀଙ୍କୁ ଆଦର୍ଶ ଶିକ୍ଷା ପଢାଇଲେ ସୋମ ରୟ ।

କନକ ବ୍ୟୁରୋ : ସାମ୍ପ୍ରତିକ ସ୍ଥିତି ଓ ଵିଧିବ୍ୟବସ୍ଥା ଭିତରେ ବ୍ୟକ୍ତି ଚରିତ୍ରକୁ ସୁସ୍ଥ ଓ ସୁନ୍ଦର କରିବା ସହିତ ପରିବର୍ତ୍ତିତ ପରିସ୍ଥିତିରେ ଖାପ ଖୁଆଇ ଚଳିବା ପାଇଁ ଆମ ସଂସ୍କୃତି ପରମ୍ପରା ଯେ କେତେ ଗୁରୁତ୍ୱ ବହନ କରେ ତାହାର ଏକ ଝଲକ ମିଳେ ସୋମ ରୟଙ୍କ ଠାରୁ। ବିଦ୍ୟାର୍ଥୀ ମାନଙ୍କ ଠାରୁ…

କଳାହାଣ୍ଡି ପଞ୍ଚାୟତ ଭୋଟରେ କ’ଣ ରହିବ ମମିତା ପ୍ରସଙ୍ଗର ପ୍ରଭାବ? ବିଜେଡି ଓ ଦିବ୍ୟଶଙ୍କରଙ୍କ ପାଇଁ ନିର୍ବାଚନ ହେବ…

କନକ ବ୍ୟୁରୋ: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା ସାରା ରାଜ୍ୟରେ ଚହଳ ପକାଇଥିଲା । ହେଲେ ଏହି ହତ୍ୟାକାଣ୍ଡ କଳାହାଣ୍ଡିରେ ଘଟିଥିବାରୁ ପଞ୍ଚାୟତ ନିର୍ବାଚନକୁ ଏହି ଘଟଣା କେମିତି ପ୍ରଭାବିତ କରିବ ତା ଉପରେ ଏବେ ରହିଛି ସମସ୍ତଙ୍କ ନଜର । ସେହିପରି ପଞ୍ଚାୟତ ନିର୍ବାଚନରେ…

କାହିଁକି ୬୭ ବର୍ଷ ଧରି ଗାଧୋଇ ନାହାଁନ୍ତି ଏହି ବୃଦ୍ଧ, ପିଉଛନ୍ତି ନାଳ ପାଣି ଓ ଖାଉଛନ୍ତି ………

କନକ ବ୍ୟୁରୋ : ଆମେମାନେ ଗୋଟିଏ ଦିନ ଅଗାଧୁଆ ରହିଲେ ତାହା ଆମକୁ ଦିନଟି ଭଲ ଲାଗି ନଥାଏ । ଏନେଇ ଡାକ୍ତରମାନେ କହିଥାନ୍ତି କି ଦୈନିକ ଗାଧୋଇବା ସ୍ୱାସ୍ଥ୍ୟପ୍ରତି ହିତକର । ହେଲେ ଆମେ ଏମିତି ଜଣେ ବୃଦ୍ଧଙ୍କ କଥା କହିବାକୁ ଯାଉଛୁ, ଯେ କି ଦୀର୍ଘ ୬୭ ବର୍ଷ ଧରି ଗାଧୋଇ ନାହାଁନ୍ତି । କେବଳ…

ଫେସବୁକ୍ ବ୍ୟବହାରକାରୀ ସାବଧାନ୍ । ନ୍ୟୁଡ୍ ଭିଡ଼ିଓ କଲର ଜାଲ ବିଛାଉଛି ସାଇବର ଠକ, ବ୍ଲାକମେଲିଂ କରି ଲୁଟିନେଉଛନ୍ତି…

କନକ ବ୍ୟୁରୋ : ଠକିବାର ନୂଆ ଉପାୟ ବାହାର କରିଛନ୍ତି ସାଇବର ଠକ । ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ବନ୍ଧୁତା ବଢାଉଛନ୍ତି । ଟଙ୍କା ଲୁଟିବା ପାଇଁ ସାଇବର ଠକ ବିଛାଉଛନ୍ତି ନ୍ୟୁଡ୍ ଭିଡିଓ କଲର ଜାଲ । ଫେସବୁକରେ ଯୋଗାଯୋଗ ପରେ ହ୍ୱାଟ୍ସଆପରେ ସମ୍ପର୍କ ବଢାଉଛନ୍ତି । ଆଉ ତାପରେ ଆସୁଛି ନ୍ୟୁଡ…

ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗରେ ‘ସୁପ୍ରିମ’ ରାୟ । ୫୦ ପ୍ରତିଶତ ଟପି ପାରିବନି ସଂରକ୍ଷଣ ସୀମା

କନକ ବ୍ୟୁରୋ: ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ଆସୁଛନ୍ତି ବିରୋଧୀ । ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା ରାଜ୍ୟ ବିଜେପି ନେତାମାନେ କହିବା ସହ କେନ୍ଦ୍ରମନ୍ତ୍ରୀ ବି କହିଥିଲେ । ଏହି…

ଝଡ ଉଠିବ ଝାରସୁଗୁଡାରେ  : କିଶୋରଙ୍କ ପରଲୋକ ବିଜେଡିର ରଣନୀତିକୁ କଲା ଓଲଟପାଲଟ,  ନବଙ୍କ ଗଡ ଭାଙ୍ଗିବାକୁ ଟଙ୍କଧରଙ୍କ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନର କୋଳାହଳ ଏବେ ଝାରସୁଗଡାକୁ ମଧ୍ୟ ଡେଇଁଛି । ୨୦୧୯ ନିର୍ବାଚନ ପରେ ନୀରବ ପଡି ଯାଇଥିବା ଝାରସୁଗୁଡା ରାଜନୀତିରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଲାଣି । ଯାହା ଚଳିତ ନିର୍ବାଚନରେ ବିଜେଡି ପାଇଁ ବିପଦ ସୃଷ୍ଟି କରିବାକୁ ଥିବା ବେଳେ ବିଜେପିକୁ ବେଶ ସୁହାଇବ…