Daily Archives

January 13, 2022

ହସପିଟାଲ ପାଇଁ ଗାଇଡ୍ ଲାଇନ୍ ଜାରି କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ: ଆବଶ୍ୟକ ନଥିଲେ ଡାକ୍ତରଖାନାରେ ଆଡମିସନ୍ ମନା

କନକ ବ୍ୟୁରୋ: ବଢୁଥିବା ସଂକ୍ରମଣକୁ ଦେଖି ହସପିଟାଲ ପାଇଁ ଗାଇଡ୍ ଲାଇନ୍ ଜାରି କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  ।  ଆବଶ୍ୟକ ନଥିଲେ ଡାକ୍ତରଖାନାରେ ଆଡମିସନ୍ ମନା । କରୋନା କଟକଣା ଭିତରେ ହୋଇପାରିବ ଅତି ଜରୁରୀ ଅସ୍ତ୍ରୋପଚାର । ଗୁରୁତର ରୋଗୀଙ୍କ ପାଖରେ ରହିପାରିବେ ମାତ୍ର ଜଣେ ଆଟେଣ୍ଡାଂଟ…

ନିୟମ ମାନିଲେନି ନେତା । ଥଣ୍ଡା, ଜ୍ୱର ସତ୍ୱେ ବିଧାୟକ କଲେ ବୈଠକ ।

କନକ ବ୍ୟୁରୋ : ନିୟମ ମାନିଲେନି ନେତା । ଥଣ୍ଡା, ଜ୍ୱର ସତ୍ୱେ ବିଧାୟକ କଲେ ବୈଠକ । ପୋଲସରା ଚିରିକିପଡା ଶାସନ ଛକରେ ବୁଧବାର ଆୟୋଜିତ ହୋଇଥିଲା ଏହି ବୈଠକ । ବୈଠକରେ ସାମିଲ ହୋଇଥିବା ବିଧାୟକ ଓ କର୍ମୀ ସରକାରଙ୍କ ଗାଇଡଲାଇନକୁ ଖୋଲାଖୋଲି ଉଲଂଘନ କରିଛନ୍ତି । ସବୁଠାରୁ ବଡ କଥା ହେଉଛି, ବିଧାୟକ…

କେମିତି ହେଲା ସୁରେଖାଙ୍କ ମୃତ୍ୟୁ ? ସବୁ ସତ ସାମ୍ନାକୁ ଆଣିଲା ପୋଲିସ ।

କନକ ବ୍ୟୁରୋ : ଭୁବନେଶ୍ୱର ଭରତପୁର ବସ୍ତିର ଯୁବତୀ ସୁରେଖା ପଲେଇଙ୍କ ମୃତ୍ୟୁ ପଛର ରହସ୍ୟ ଏବେ ପଦାକୁ ଆସିଛି । ହ୍ୱାଟ୍ସଆପ୍ ଚାଟରୁ ମିଳିଛି ମୃତ୍ୟୁ ପୂର୍ବରୁ ସେ ତାଙ୍କ ପୁରୁଷ ବନ୍ଧୁଙ୍କୁ କଣ ମେସେଜ୍ ଦେଇଥିଲେ । ଏଥିସହ ଅଭିଯୁକ୍ତମାନଙ୍କୁ ନୟାଗଡରୁ ଧରିବା ସହ ପ୍ରମାଣ ନଷ୍ଟ କରିବା…

ଟିକା ନେଉନଥିଲେ ସାବଧାନ: ମୁମ୍ବାଇ ହସ୍ପିଟାଲରେ ଭର୍ତି ହୋଇଥିବା ଅଧିକାଂଶ ବ୍ୟକ୍ତି ନେଇ ନାହାନ୍ତି ଟିକା

କନକ ବ୍ୟୁରୋ: ଦ୍ୱିତୀୟ ଲହର ତୁଳନାରେ ଏବେ ସଂକ୍ରମଣ ଅଧିକ ରହିଛି । ସୋମବାର କେନ୍ଦ୍ର କହିଥିଲା ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୫-୧୦ ପ୍ରତିଶତ ଏବେ ହସ୍ପିଟାଲରେ ଭର୍ତି ହେଉଛନ୍ତି । କିନ୍ତୁ ଖୁବଶୀଘ୍ର ଏହି ସଂଖ୍ୟା ବଢିପାରେ । କରୋନାକୁ ମାତ୍ ଦେବାକୁ ଟିକା ଅନ୍ୟତମ ଅମୋଘ ଅସ୍ତ୍ର । ଟିକା…

ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣା: ୫ ଯାତ୍ରୀ ମୃତ, ୧୦୦ରୁ ଅଧିକ ଯାତ୍ରା ଆହତ । ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ…

କନକ ବ୍ୟୁରୋ: ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣା । ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାର ନ୍ୟୁ ଦୋମୋହାନି ରେଲୱେ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ୧-୫-୬-୩-୩ ରହିଛି ଏହି ଟ୍ରେନ ନମ୍ବର । ସଂଧ୍ୟା ୫ଟା ସମୟରେ ଏହି ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି । କୋଚ ଗୁଡିକ ଲାଇନଚ୍ୟୁତ…