Daily Archives

January 10, 2022

ଜାତୀୟସ୍ତରରେ ପୁଣି ଚମକିଲେ ଓଡିଆ ଝିଅ: ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସ-୨ର ସେକେଣ୍ଡ ରର୍ନସ ଅଫ ହେଲେ ରାଉରକେଲାର ରୋଜା ରଣା

କନକ ବ୍ୟୁରୋ: ସୋନି ଏଣ୍ଟରଟେନମେଂଟ୍ ଟେଲିଭିଜନରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ସୋ ଇଣ୍ଡିଆଜ ବେଷ୍ଟ ଡାନ୍ସର ରେ ଓଡିଶାର ନା ରଖିଛନ୍ତି ରାଉଲକେଲାର ଝିଅ ରୋଜା ରାଣା । ରବିବାର ଦିନ ଅନୁଷ୍ଠିତ ହେଇଥିଲା ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସ ସୋ’ର ଅଲଟି ମେଟ ଫାଇନାଲ ପ୍ରତିଯୋଗିତା । ଏହି ଡାନ୍ସ ସୋର…

ମୁମ୍ବାଇ ବିମାନବନ୍ଦରେ ବଡ ଦୁର୍ଘଟଣା: ରନୱେରେ ଜଳିଗଲା ବିମାନକୁ ପୁସବ୍ୟାକ ଦେଉଥିବା ଗାଡି

କନକ ବ୍ୟୁରୋ: ମୁମ୍ବାଇ ବମାନବନ୍ଦରରେ ଏକ ବଡ ଅଘଟଣ । ବିମାନ ବନ୍ଦରରେ ଭିତରେ ଏକ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ବିମାନ ସାମ୍ନାରେ ଥିବା ଏକ ଗାଡିରେ ନିଆଁ ଲାଗିଯାଇଛି । ଫଳରେ ଗାଡିଟି ହୁ ହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ଘଟଣାର ସୁଚନା ପାଇ ଘଟଣା ସ୍ଥଳରେ ପହଂଚି ନିଆ କୁ ଆୟତ୍ତ…

କ୍ୟାବିନେଟ୍ ବୈଠକରେ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର । ଚାକିରି ନିଯୁକ୍ତିରେ ବୟସ ସୀମାକୁ ବଢାଇଲେ ରାଜ୍ୟ…

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ମୋଟ ୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହି ପ୍ରସ୍ତାବ ଭିତରେ ସରକାରୀ ଚାକିରି କ୍ଷେତ୍ରରେ ବୟସ ସୀମାକୁ କୋହଳ କରିବା ସହିତ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ…

ପୁଣି ଫେରିବ କି ଲକଡାଉନ୍ ? ବିଶେଷଜ୍ଞ ଡାକ୍ତରଙ୍କ ମତ, ଲକଡାଉନ ନୁହେଁ ସମାଧାନ ।

କନକ ବ୍ୟୁରୋ : ବଢୁଥିବା ସଂକ୍ରମଣକୁ ଦେଖି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ତେଣୁ ଆଗାମୀ ଦିନରେ ଲକଡାଉନ୍ ଏବଂ ସଟଡାଉନ୍ ଲାଗୁ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ବିଶେଷଜ୍ଞ କହିଛନ୍ତି, ଲକଡାଉନ ଲାଗୁ ହେଲେ ସଂକ୍ରମଣକୁ ରୋକିହେବନି । ତେଣୁ ଲକଡାଉନ୍ ନହେବା ଦରକାର ।…

ମୋଦୀ ରାଷ୍ଟ୍ରପତି ହୋଇଯାଆନ୍ତୁ, ଯୋଗୀ ପ୍ରଧାନମନ୍ତ୍ରୀ ହୋଇଯାଆନ୍ତୁ : ଚାଷୀନେତା ରାକେଶ ଟିକାୟତ

କନକ ବ୍ୟୁରୋ:  କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନର ସବୁଠାରୁ ବଡ଼ ଚେହେରା ରହିଆସିଥିବା ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତଙ୍କ ଭୂମିକା ୟୁପି ନିର୍ବାଚନରେ ​​କ’ଣ? ସେ ବିଜେପିକୁ ବିରୋଧ କରୁଥିବାବେଳେ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରିବେ କି? ୟୁପି ନିର୍ବାଚନ…