Daily Archives

January 8, 2022

କ୍ୟାନସର ହସ୍ପିଟାଲ ଉଦଘାଟନକୁ ନେଇ ତେଜିଲା ରାଜନୀତି । ପ୍ରଧାନମନ୍ତ୍ରୀଙ୍କୁ ମମତା କହିଲେ ଏହି ହସ୍ପିଟାଲକୁ ମୁଁ…

କନକ ବ୍ୟୁରୋ: ପଞ୍ଜାବ ପରେ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ବଡ ଅଡୁଆର ସାମ୍ନା କରିବାକୁ ପଡିଛି । କେନ୍ଦ୍ରର ଚିତ୍ତରଞ୍ଜନ ରାଷ୍ଟ୍ରୀୟ କ୍ୟାନସର ହସ୍ପିଟାଲକୁ ଉଦଘାଟନ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଆଶ୍ଚର୍ଯ୍ୟ କରିଛି । ମମତା କହିଛନ୍ତି ପ୍ରଧାନମନ୍ତ୍ରୀ ଯେଉଁ…

ଚଣ୍ଡିଗଡରେ ବିଜେପିର ବିଜୟ । ସରବଜିତ କୌର ହେଲେ ନୂଆ ମେୟର ।

କନକ ବ୍ୟୁରୋ: ଚଣ୍ଡିଗଡରେ ବିଜେପିର ବିଜୟ । ଆପକୁ ଚକମା ଦେଇ ବିଜେପି ମେୟର ନିର୍ବାଚନରେ ବାଜିମାତ କରିଛି । ସରବଜିତ କୌର ଚଣ୍ଡିଗଡର ନୂଆ ମେୟର ରୂପେ ନିର୍ବାଚିତ ହୋଇଛନ୍ତି । ସୂଚନା ଅନୁସାରେ, ଚଣ୍ଡିଗଡ ମେୟର ନିର୍ବାଚନରେ ଉଭୟ ଆମ ଆଦମୀ ପାର୍ଟି ଓ ବିଜେପି ୧୪ଟି ଲେଖାଏଁ ସିଟ ହାତେଇଥିଲେ ।…

ସିଜ୍ ଗାଡ଼ିକୁ ବ୍ୟବହାର କରୁଥିଲା ନୟାଗଡ଼ ବନ ବିଭାଗ । ଗାଡ଼ି ଚେକିଂ ବେଳେ ଖୋଲିଲା ଗୁମର

କନକ ବ୍ୟୁରୋ: ପ୍ରାୟ ବର୍ଷେ ତଳେ ସିଜ ହୋଇଥିବା ଏକ ଗାଡିକୁ ବେଧଡକ ନିଜ କାମରେ ବ୍ୟବହାର କରୁଥିଲା ନୟାଗଡ ବନ ବିଭାଗ । ଏମଭିଆଇ ଚେକିଂରେ ଧରାପଡିବା ପରେ ଏ ସବୁ ଗୁମର ଖୋଲିଯାଇଛି । ତେବେ ରାତି ଅଧିଆ ଫାଇନ ଦେଇ ଗାଡି ମୁକୁଳାଯାଇଥିବା ବେଳେ ତରବରିଆ ଭାବରେ ସେହି ଗାଡିକୁ ସିଜର ଷ୍ଟୋରକୁ…

ବାରହା ପାଇଁ ଫାସ ବସାଇଥିଲା ଭାଇ । ସେହି ଫାସରେ ଚାଲିଗଲା ଭଉଣୀର ଜୀବନ

କନକ ବ୍ୟୁରୋ: କୋରପୁଟ ଜିଲ୍ଲା ବୋରିଗୁମା ନିକଟ ଜଙ୍ଗଲକୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ପୂର୍ବରୁ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ହେଲେ ପୁଲିସ ତଦନ୍ତ କରି ଯୁବତୀଙ୍କ ମୃତ୍ୟୁ ପଛର ମର୍ମନ୍ତୁଦ ସତ ସାମ୍ନାକୁ ଆଣିଛି ।…

ବଢୁଛି ସଂକ୍ରମଣ, ଫେରୁଛି କଟକଣା । ଗଞ୍ଜାମରେ ଭକ୍ତଙ୍କୁ ମନ୍ଦିର ମନା । ସେପଟେ ଜାନୁଆରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର…

କନକ ବ୍ୟୁରୋ: କରୋନା ଦ୍ରୁତ ବେଗରେ ମାଡି ଚାଲିଛି । ତେଣୁ ସଂକ୍ରମଣର ଚେନ ଭାଙ୍ଗିବାକୁ କଟକଣା ମଧ୍ୟ ଜାରି କରାଯାଉଛି । ବିଶେଷକରି ଧାର୍ମିକସ୍ଥଳୀରେ ପ୍ରତିଦିନ ଭିଡ ଜମୁଥିବାରୁ ସେହି ସ୍ଥାନ ଉପରେ ପ୍ରଥମେ ପ୍ରଶାସନର ନଜର ଯାଇଛି । ଆସନ୍ତାକାଲିଠାରୁ ଗଞ୍ଜାମର ସମସ୍ତ ଧାର୍ମିକ ସ୍ଥଳରେ…

ଓମିକ୍ରନକୁ ନେଇ ଆଶ୍ୱସ୍ତିବାଣୀ…ଆମେରିକାର ହୃଦରୋଗ ବିଶେଷଜ୍ଞ କହିଲେ, ଏହା ସାଧାରଣ ଥଣ୍ଡା ଜ୍ୱର। ମହାମାରୀର…

କନକ ବ୍ୟୁରୋ: ଓମିକ୍ରନ ଭୂତାଣୁ ହେବ ପ୍ରାକୃତିକ ଟିକା । ଯେଉଁ ଓମିକ୍ରନ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି, ତାକୁ ନେଇ ଆମେରିକାର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହି ଦାବି କରିଛନ୍ତି । କହିଛନ୍ତି, ଆସନ୍ତା କିଛି ସପ୍ତାହରେ ପ୍ରାୟ ସମସ୍ତେ ଓମିକ୍ରନ ଭୂତାଣୁରେ ସଂକ୍ରମିତ ହେବେ । କିନ୍ତୁ…