Daily Archives

January 2, 2022

ଜନ୍ମକଲା ମାଆର ଶବକୁ ଚାହିଁଲେନି ପୁଅ, କାଳିଆର ବଡ଼ଦାଣ୍ଡରେ କୋକେଇ ବୋହି ଚାଲିଲେ ୪ ଝିଅ । ସାକ୍ଷୀ ରହିଲା…

କନକ ବ୍ୟୁରୋ : ମା’ ଶବକୁ କାନ୍ଧ ଦେଲେ ୪ ଝିଅ । ମା’ର କୋକେଇ କାନେ୍ଧଇ ବଡଦାଣ୍ଡରେ ଚାଲିଲେ ୪ ଭଉଣୀ । ନୂଆବର୍ଷରେ ପୁରୀରେ ଏପରି ଦୃଶ୍ୟ ଦେଖି ହତବାକ ହୋଇଯାଇଥିଲେ ଲୋକେ । ଜନ୍ମକଲା ଦୁଇ ପୁଅ ମାଆକୁ ପଚାରିଲେ ନାହିଁ । ତେଣୁ ଝିଅମାନେ ମା’ର କୋକେଇ କାନେ୍ଧଇ ସ୍ୱର୍ଗଦ୍ୱାରକୁ ନେଲେ ଏବଂ…

କ୍ୟାନ୍ସର କବଳରେ ସ୍ୱାମୀ, ସିନ୍ଦୂର ପାଇଁ ନେହୁରା ହେଉଛି ସ୍ତ୍ରୀ

କନକ ବ୍ୟୁରୋ: ସ୍ୱାମୀ ଯେତେବେଳେ କ୍ୟାନ୍ସର ଭଳି ଦୂରାରୋଗ୍ୟ ରୋଗରେ ପୀଡିତ, ଆଖି ଆଗରେ ଯେତେବେଳେ ବଂଚିବା ପାଇଁ ଜୀବନ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି, ଚିିକିତ୍ସା ପାଇଁ ପାଖରେ ପଇସା ନାହିଁ ସେତେବେଳେ, ଅସହାୟ ପତ୍ନୀ କଣ ବା କରି ପାରିବ । କାନ୍ଦିବା ବ୍ୟତୀତ ପାଖରେ ଆଉ କିଛି ଚାରା ନାହିଁ ।…

ଉତ୍ତରପ୍ରଦେଶରେ ପ୍ରତିଷ୍ଠା ହେବ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ । ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ ।

କନକ ବ୍ୟୁରୋ : ଦେଶକୁ ମିଳିବ କ୍ରୀଡା ବିଶ୍ୱବିଦ୍ୟାଳୟ । ଉତ୍ତରପ୍ରଦେଶରେ ପ୍ରତିଷ୍ଠା ହେବ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ । ମିରଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିଛନ୍ତି । ଗୋଟିଏ କ୍ୟାମ୍ପସରେ ଏକାସାଙ୍ଗରେ ପ୍ରଶିକ୍ଷଣ ନେବେ ୧୦୮୦ କ୍ରୀଡାବିତ୍ ।…

ବ୍ଲାକମେଲିଂ ପାଇଁ ବାଛିନେଲେ ଚରମ ପନ୍ଥା: ନ୍ୟାୟ ମାଗି ଏକାଠି ଝୁଲିପଡ଼ିଲେ ପ୍ରେମୀଯୁଗଳ

କନକ ବ୍ୟୁରୋ: ଗାଁ ମୁଣ୍ଡ ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମରଶରୀର । ବିଳମ୍ବିତ ରାତିରେ ଘରୁ ଚାଲିଆସି କରିଛନ୍ତି ଆତ୍ମହତ୍ୟା । ଏହି ଘଟଣା ହେଉଛି ଯାଜପୁର ଜିଲା ଧୁଦୁରାନ୍ତା ପଂଚାୟତର ଗଣପତି ପାଟଣା ଗ୍ରାମର । ସୂଚନା ଅନୁସାରେ, ଏହି ଦୁଇ ପ୍ରେମୀଙ୍କ ସମ୍ପର୍କରେ କଂଟା ସାଜିଥିଲେ ସେହି…

ଓଡ଼ିଶାରେ କାୟା ମେଲାଉଛି ଓମିକ୍ରନ । ଗୋଟିଏ ଦିନରେ ୨୩ ଆକ୍ରାନ୍ତ ଚିହ୍ନଟ, ୩୭ରେ ପହଞ୍ଚିଲା ମୋଟ ସଂଖ୍ୟା ।

କନକ ବ୍ୟୁରୋ : ହଠାତ ରାଜ୍ୟରେ ବଢ଼ିଯାଇଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୨୩ ଜଣ । ସବୁଠୁ ଚିନ୍ତାଜନକ କଥା ହେଉଛି, ଅଧା ଓମିକ୍ରନ ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । କେନ୍ଦୁଝରରୁ ସର୍ବାଧିକ ୭ ଜଣ, ଖୋର୍ଦ୍ଧାରୁ ୪ ଜଣ, ସମ୍ବଲପୁର ଓ ପୁରୀରୁ ୩ ଜଣ…

ମିଡିଆ ସାମ୍ନାକୁ କାହିଁକି ଆସୁନାହାନ୍ତି କୋହଲି? ରାହୁଲ ଦ୍ରାବିଡ ଦେଲେ ଉତ୍ତର 

କନକ ବ୍ୟୁରୋ: ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତରେ କାଲି ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବ । ପ୍ରଥମ ଟେଷ୍ଟ ଜିତି ଭାରତ ୧-୦ରେ ଆଗୁଆ ରହିଛି । ହେଲେ ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ହୋଇଥିବା ଫ୍ରେସ କନଫରେନ୍ସରେ ରାହୁଲ ଦ୍ରାବିଡଙ୍କ ସହ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିନଥିଲା । ସେହିପରି…