Daily Archives

December 6, 2021

ନାଗାଲାଣ୍ଡ ଗୁଳିକାଣ୍ଡ ନେଇ ସଂସଦରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଲେ ଗୁଳିକାଣ୍ଡ…

କନକ ବ୍ୟୁରୋ : ନାଗାଲାଣ୍ଡ ମୋନ୍ ଜିଲ୍ଲାରେ ଅଭାବନୀୟ ଗୁଳିକାଣ୍ଡ ଘଟଣାରେ ୧୪ ଜଣ ସାଧାରଣ ଲୋକଙ୍କ ସମେତ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁକୁ ନେଇ ସଂସଦରେ ଉତର ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୁଳିକାଣ୍ଡ ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ଅମିତ ଶାହ । ନାଗାଲାଣ୍ଡରେ…

ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ । ଚାକିରିକୁ ସରକାରୀ ମାନ୍ୟତା , ୧୮ ହଜାର ଟଙ୍କା ଦରମା ସହ…

କନକ ବ୍ୟୁରୋ: ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନୱାଡି କର୍ମୀ । ପ୍ରି-ପ୍ରାଇମେରୀ ଶିକ୍ଷକ ଓ ସହକାରୀ ପ୍ରି-ପ୍ରାଇମେରୀ ଶିକ୍ଷକ ମାନ୍ୟତା ଦାବିରେ ହଜାର ହଜାର ଅଙ୍ଗନୱାଡି କର୍ମୀ ଓ ସହାୟିକା ରାଜଧାନୀର ଲୋୟର ପିଏମଜିରେ ଗର୍ଜନ କରିଛନ୍ତି । ବିଭିନ୍ନ ସମୟରେ ସରକାରଙ୍କ…

ଓମିକ୍ରନ ପାଇଁ ବଢ଼ୁଛି ଚିନ୍ତା । ୪୦ ପ୍ରତିଶତ ବିଦେଶ ଫେରାନ୍ତାଙ୍କ ମିଳୁନି ଠିକଣା  

କନକ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରୁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ବିଦେଶ ଫେରନ୍ତାଙ୍କୁ ନେଇ ଓଡିଶାରେ ବି ଚନ୍ତା ବଢ଼ିଯାଇଛି । ବିଶେଷ କରି ନଭେମ୍ବର ୨୪ ପରେ ଆକ୍ରାନ୍ତ ରାଷ୍ଟ୍ରରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଏହି ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି…

ମହାରାଷ୍ଟ୍ରରେ ବଢୁଛି କରୋନାର ଓମିକ୍ରନ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା, ପୁଣି ୨ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : ଦେଶରେ ଏବେ କରୋନାର ଓମିକ୍ରନ ଭାରିଆଣ୍ଟକୁ ନେଇ ଚିନ୍ତା ବଢିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ସରକାର ଏହା ଉପରେ ପୁଣି କଟକଣା ଲଗାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ କରୋନାର ପୂର୍ବ ଲହର ପରି ଚଳିତ ଲହରରେ ବି ମହାରାଷ୍ଟ୍ର ଦେଶରେ…

ଏକାଠି ହେଲେ କଂଗ୍ରେସ ନେତା, ମୁଖ୍ୟମନ୍ତ୍ରୀଙ୍କୁ କଲେ ଟାର୍ଗେଟ । ପ୍ରେସମିଟରେ କହିଲେ, ବିଧାନସଭା ଆସନ୍ତୁ ଗୃହର ନେତା

କନକ ବ୍ୟୁରୋ: ପାଞ୍ଚ ଦିନ ଧରି ବିଧାନସଭା ଅଚଳ ରହିବା ପରେ ଆଜି କଂଗ୍ରେସ ନେତୃବୃନ୍ଦ ଏକାଠି ହୋଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପିସିସି ସଭାପତି ଓ ଅନ୍ୟ ନେତାଙ୍କ ସହ ପ୍ରେସମିଟ୍ ଡାକି ବିଧାୟକ ଦଳ ନେତା କହିଛନ୍ତି, ବିଧାନସଭା ଅଚଳ ରହିବା ପଛରେ ବିରୋଧୀ ନୁହଁନ୍ତି, ଶାସକ ଦଳ ଦାୟୀ ।…

ପଞ୍ଚମ ଦିନରେ ବି ବିଧାନସଭା ଅଚଳ । ବାଚସ୍ପତିଙ୍କ ଆସନ ଘେରିଲା କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଲା ବିଜେପି

କନକ ବ୍ୟୁରୋ: ପାଞ୍ଚ ଦିନ ହେଲା ଆରମ୍ଭ ହେଲାଣି ବିଧାନସଭାର ଶୀତ ଅଧିବେଶନ । ହେଲେ ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ । ଆଜି ବି ବିଧାନସଭା କାର୍ଯ୍ୟ ଆରମ୍ଭ ହେବାମାତ୍ରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ । ବିଜେଡି ବିଧାୟକମାନେ ମଧ୍ୟ…