Daily Archives

November 25, 2021

ଭୁବନେଶ୍ୱରରୁ ଦୁବାଇକୁ ପ୍ରତିଦିନ ବିମାନ ସେବା ଆରମ୍ଭ ପାଇଁ ଚିଠି । କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀଙ୍କୁ ଚିଠି…

କନକ ବ୍ୟୁରୋ : ପ୍ରତିଦିନ ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଆର୍କିଟିକ ସାଗରରେ ଲାଗିଛି ଲମ୍ବା ଜାମ । ୩୦ ସେମି ବରଫ ଭିତରେ ଫଶିଛି ୨୪ ଜାହଜ, ହୋଇପାରେ କୋଟି କୋଟି ଟଙ୍କାର କ୍ଷତି

କନକ ବ୍ୟୁରୋ : ଆର୍କିଟିକ୍ ସମୁଦ୍ର ମାଧ୍ୟମରେ ୟୁରୋପ ଓ ଏସିଆ ପର୍ଯ୍ୟନ୍ତ ପହଂଚିବାକୁ ସ୍ୱପ୍ନ ଦେଖୁଥିବା ଋଷର ପ୍ରଚେଷ୍ଠାକୁ ଝଟକା ଲାଗିଛି । ‘ମସ୍କୋ ଟାଇମ୍ସ’ରେ ପ୍ରକାଶ ପାଇଥିବା ଖବର ମୁତାବକ ଋଷର ସମୁଦ୍ରତଟ ନିକଟରେ ପାଗ ଖରାପ ରହିବାରୁ ୨୪ ଟି ଜଳ ଜାହଜ ବରଫ ମଧ୍ୟରେ ଫଶି ରହିଛି ।…

ଚିହ୍ନଟ ହେଲା କରୋନା ଭୂତାଣୁର ନୂଆ ରୂପ । ବାରମ୍ବାର ମ୍ୟୁଟେସନ ପରେ ଆସିଛି କରୋନାର ନୂଆ ଭ୍ୟାରିଆଣ୍ଟ ।

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପୁଣିଥରେ ଚିନ୍ତା ବଢ଼ାଇଛି । ସବୁଠୁ ଉଦବେଗ ଜନକ କଥା ହେଉଛି ଭୂତାଣୁ ବହୁସଂଖ୍ୟାରେ ମ୍ୟୁଟେସନ କରିବା ପରେ ଏହି ନୂଆ ଭ୍ୟାରିଆଣ୍ଟ ସୃଷ୍ଟି ହୋଇଛି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ନୂଆ ଭ୍ୟାରିଆଣ୍ଟର…

ବିଧାନସଭା ଶୀତ ଅଧିବେଶନ ପାଇଁ ରାଜନୈତିକ ଦଳଙ୍କ ପ୍ରସଙ୍ଗ ପ୍ରସ୍ତୁତ । ଜାଣନ୍ତୁ କେଉଁ ପ୍ରସଙ୍ଗରେ କିଏ କାହାକୁ କରିବ…

କନକ ବ୍ୟୁରୋ : ବିଧାନସଭାର ଶୀତକାଳୀନ ଅଧିବେଶନକୁ ଆଖି ଆଗରେ ରଖି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ସଜବାଜ । ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପୁଣି ତାର ଆଭିମୁଖ୍ୟକୁ ଶାଣିତ କରିଛି । ନଭେମ୍ବର ୩୦ ସୁଦ୍ଧା ଦର ହ୍ରାସ କରିବାକୁ ଡେଡଲାଇନ୍ ଦେଇଛି ଦଳ । ଅବଧି ଭିତରେ ଦର ନକମିଲେ…

ବ୍ୟାଙ୍କକୁ ଠକିଲା କଟକ କମ୍ପାନୀ । ୧୪୦ କୋଟି ଟଙ୍କାର ଠକେଇ ଅଭିଯୋଗ, ସିବିଆଇ କରୁଛି ଖୋଳତାଡ ।

କନକ ବ୍ୟୁରୋ : ୧୪୦ କୋଟିର ଠକେଇ । ଜଗତପୁରର ଏକ କମ୍ପାନୀ ଉପରେ ସିବିଆଇ ରେଡ । ୨୦୧୩ରେ ବ୍ୟବସାୟ ପାଇଁ ଟଙ୍କା ନେଇ ପରବର୍ତ୍ତୀ ସମୟରେ ପରିଶୋଧ କରିନଥିବା କମ୍ପାନୀ ଏବେ ଆସିଛି ସ୍କାନରକୁ । ସୁଧମୂଳ ମିଶାଇ ୧୪୦ କୋଟି କେମିତି ଆଦାୟ ହେବ, ତାହା ବ୍ୟାଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।…

ଉଡିବା ସହ ବିମାନ କଲା ବିଶ୍ୱରେକର୍ଡ, ଘଣ୍ଟାପ୍ରତି ଉଡିବ ୬୨୩ କିଲୋମିଟର ।

କନକ ବ୍ୟୁରୋ : ବିଶ୍ୱର ପ୍ରସିଦ୍ଧ କମ୍ପାନି ରୋଲ୍ସ ରୟସ ଦୁନିଆର ସବୁଠୁ ଦ୍ରୁତ ଉଡୁଥିବା ଇଲେକଟ୍ରିକ ଉଡାଜାହାଜ ନିର୍ମାଣ କରିଛି । ଏହି ଇଲେକଟ୍ରିକ ବିମାନଟି ଘଣ୍ଟାପ୍ରତି ୬୨୩ କିଲୋମିଟର ବେଗରେ ଉଡିପାରିବ । ଆଉ ଏହାସହ ଏହି ବିମାନଟି ଆକାଶରେ ଉଡିବା ସହ ଅନେକ ରେକର୍ଡ ଭାଙ୍ଗିବା ସହ ନୂଆ…