Daily Archives

November 10, 2021

ରାଜ୍ୟ ଚଳଚିତ୍ର ପୁରସ୍କାରକୁ ନେଇ ତେଜୁଛି ବିବାଦ । ମୌଳିକ କାହାଣୀକୁ ବାଛିବା ବଦଳରେ କପି କରାଯାଇଥିବା ଫିଲ୍ମକୁ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଚଳଚ୍ଚିତ୍ର ଓ ଟେଲି ଫିଲ୍ମ ପୁରସ୍କାରରେ ପାତର ଅନ୍ତର ଅଭିଯୋଗ । ମୌଳିକ କାହାଣୀକୁ ଅଣଦେଖା କରି କପି ଫିଲ୍ମକୁ ପୁରସ୍କାର ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଉଭୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ଟେଲି ଫିଲ୍ମ ଆସୋସିଏସନ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି…

ସୋସିଆଲ ମିଡିଆରେ ରାଜନୈତିକ ଲଢେଇ । ପଞ୍ଚାୟତ  ନିର୍ବାଚନ ପୂର୍ବରୁ ବିଜେଡିର ପ୍ରସ୍ତୁୂତି

କନକ ବ୍ୟୁରୋ: ଫେସବୁକ୍, ଟୁଇଟର, ହ୍ୱାଟସଆପ୍ , ଇନଷ୍ଟା, ଟେଲିଗ୍ରାମ ଏହି ସବୁ ପ୍ଲାଟଫର୍ମ ଗୁଡିକ ରାଜନୀତି ଲଢ଼େଇର ହଟସ୍ପଟ ପାଲଟିଛି । ଏସବୁ ସୋସିଆଲ ମିଡିଆ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚିବା ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ପରୀ, ମମିତା ଭଳି ଇସ୍ୟୁରେ…

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଥମୁନି ଅଣ୍ଡାମାଡ଼ ଓ ପ୍ରତିବାଦ । କଳାହାଣ୍ଡି କାର୍ଯ୍ୟକ୍ରମରେ…

କନକ ବ୍ୟୁରୋ: ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଜୋର ଧରିଛି । ଓଡିଶାର ପୁର ପଲ୍ଲୀରୁ ଦିଲ୍ଲୀ ଯାଏଁ ମମିତାଙ୍କ ନ୍ୟାୟ ଦାବିରେ ବିରୋଧୀ ବିକ୍ଷୋଭ କରୁଛନ୍ତି । କଳାହାଣ୍ଡି ଗସ୍ତରେ ଯାଇଥିବା ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ…

କୋଟିଆରେ ସ୍ଥିତାବସ୍ଥା ବଜାୟ ରହୁ, ପରେ ହେଉ ଆଲୋଚନା । ଦ୍ୱିପାକ୍ଷିକ ଆଲୋଚନା ବେଳେ ଆନ୍ଧ୍ର ନିକଟରେ ସର୍ତ୍ତ ରଖିବାକୁ…

କନକ ବ୍ୟୁରୋ: ଗତକାଲି ବିବାଦୀୟ କୋଟିଆ ଅଞ୍ଚଳକୁ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର୍ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଳେ ଏପଟେ କୋଟିଆରେ ଆନ୍ଧ୍ର ଅଧିକାରୀମାନେ ପ୍ରବେଶ କରି ଗ୍ରାମସଭା କରୁଥିଲେ । ଏହାକୁ ନେଇ ଆଜି କୋରାପୁଟରେ ସବୁଦଳର ନେତାମାନେ ଏକାଠି ହୋଇ ଏହାର ମୁକାବିଲା ପାଇଁ ରଣନୀତି…

ପୋଲିସ ହାଉସିଂ ବୋର୍ଡ ଡେପୁଟି ମ୍ୟାନେଜର ଚାକିରିରେ ୧୫ କୋଟିର ଟଙ୍କାର ଅଚଳାଚଳ ସମ୍ପତ୍ତି । ବାବୁଙ୍କ ସମ୍ପତ୍ତି ଦେଖି…

କନକ ବ୍ୟୁରୋ: ପୋଲିସ ହାଉସିଂ ବୋର୍ଡ଼ ଡ଼େପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ସମ୍ପତ୍ତି ଦେଖି ଖୋଦ ଭିଜିଲାନ୍ସ ଅଧିକାରୀମାନେ କାବା ହୋଇ ଯାଇଛନ୍ତି । ଜଣେ ଡେପୁଟି ମ୍ୟାନେଜର ଏତେ ପରିମାଣର ସମ୍ପତ୍ତିି ଠୁଳ କରିଥିବେ ବୋଲି କେହି କେବେ ଅନୁମାନ କରିପାରିନଥିଲେ । ଭିଜିଲାନ୍ସର ଅଧିକାରୀମାନେ…

ସଡକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଉଦ୍‌ଘାଟିତ । ୩୦ ହଜାର ପ୍ରଥମ ଜୀବନ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନଭେନସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ…