Daily Archives

November 5, 2021

ସ୍କଟଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ । ପଏଣ୍ଟ ଟେବୁଲର ୩ୟ ସ୍ଥାନକୁ ଉଠିଲା ବିରାଟ ବାହିନୀ ।

କନକ ବ୍ୟୁରୋ: ସ୍କଟଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ । ଶୁକ୍ରବାର ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରେ ବିରାଟ ବାହିନୀ ରୋମାଞ୍ଚକର ବିଜୟ ହାସଲ କରିବା ସହିତ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି । ଆଜି ପ୍ରଥମେ ଟସ୍ ଜିତି…

୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ସୀମା ବିବାଦ ଉପରେ ନବୀନଙ୍କ ସହ ଆଲୋଚନା କରିବେ ଜଗନ ରେଡ୍ଡୀ

କନକ ବ୍ୟୁରୋ: ଆସନ୍ତା ୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଆଲୋଚନା କରିବେ । ବିଶେଷ କରି ସୀମା ବିବାଦ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । କୋରାପୁଟର କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ଧରି…

ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚକୁ ୭.୧ ଓଭରରେ ଜିତିଲେ…ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ଟପିବ ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ଭାରତ ବିପକ୍ଷରେ ପ୍ରଥମ ଇଂନିସରେ ସ୍କଟଲ୍ୟାଣ୍ଡ ୮୫ ରନ୍ । ଆଉ ବିଜୟ ପାଇଁ ଭାରତ ପାଖରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ୮୬ ରନ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ ଯଦି ଏହି ମ୍ୟାଚକୁ କେବଳ ୭.୧ ଓଭରରେ ଜିତିନିଏ ତେବେ ପଏଣ୍ଟ ଟେବୁଲରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ…

ଟିମ୍ ଇଣ୍ଡିଆର ଘାତକ ବୋଲିଂ । ୮୫ ରନରେ ଅଲଆଉଟ ହେଲା ସ୍କଟଲାଣ୍ଡ, ସେମିଫାଇନାଲ ରାସ୍ତା ସହଜ କରିବାକୁ ବିରାଟ ବାହିନୀ…

କନକ ବ୍ୟୁରୋ : ସ୍କଟଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଘାତକ ବୋଲିଂ । ମାତ୍ର ୮୫ ରନ ଭିତରେ ସ୍କଟଲାଣ୍ଡକୁ ଅଲଆଉଟ କରିଛି ବିରାଟ ବାହିନୀ । ଆଉ ଏହାସହ ଭାରତର ସେମିଫାଇନାଲ ଆଶା ଆହୁରି ଉଜ୍ଜୀବିତ ହୋଇଛି । ୮୬ ରନର ବିଜୟ ଲକ୍ଷ୍ୟ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଏହି ବିଜୟଲକ୍ଷ୍ୟକୁ…

କେଦାରନାଥରେ ପହଞ୍ଚି ବାବାଙ୍କ ରୁଦ୍ରାଭିଷେକ କଲେ ପ୍ରଧାନମନ୍ତ୍ରୀ । ବିଶ୍ୱ ଶାନ୍ତି ପାଇଁ କଲେ ପ୍ରାର୍ଥନା । ଆଦି…

କନକ ବ୍ୟୁରୋ: କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦୀ । ଶୀତ ଆସିବା ଆଗରୁ ପ୍ରତ୍ୟେକ ବର୍ଷ ୬ ମାସ ପାଇଁ ବନ୍ଦ ହୋଇଥାଏ ବାବା କେଦାରନାଥଙ୍କ ମନ୍ଦିର କବାଟ । ପାହାଡ ଉପରୁ ତଳକୁ ଆସିଥାଏ ବାବାଙ୍କ ମୁଖ୍ୟ ଶକ୍ତି , ଏହାକୁ ପୂଜା କରାଯାଇଥାଏ । ତେଣୁ ଶନିବାର ମନ୍ଦିର କବାଟ ବନ୍ଦ ହେବା ଆଗରୁ…