Daily Archives

November 2, 2021

ଖୁବଶୀଘ୍ର ଭାରତରେ ଟ୍ରାଏଲ ହେବ ଆମେରିକା ଶସ୍ତା କରୋନା ଟିକା, ସାଧାରଣ ତାପମାତ୍ରାରେ ବି କରିପାରିବେ ଷ୍ଟୋର

କନକ ବ୍ୟୁରୋ : ଭାରତରେ ଖୁବଶୀଘ୍ର ଆମେରିକାର ଏକ୍ସଟନ ବାୟୋସାଇନ୍ସର ସେକେଣ୍ଡ ଜେନେରେସନ କୋଭିଡ-୧୯ ଟିକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ । ଦାମ କମ ଥିବା ସହ ଏହି ଟିକାର ଉତ୍ପାଦନ ଶୀଘ୍ର ହୋଇପାରିବ । ଟିକା ନେଇଥିବା ଲୋକର ଯଦି ରୋଗ ପ୍ରତିରୋଧକ ଶକ୍ତି କମିଯାଏ ତେବେ ତୁରନ୍ତ ପୁଣି ଏହି…

ରହସ୍ୟଜନକ ଛୁରାମାଡ ଉପରୁ ହଟୁନି ପରଦା । କାହିଁକି ଝିଅ ବେଶରେ ଆସି ପଡୋଶୀଙ୍କୁ ଆକ୍ରମଣ କଲେ ଯୁବକ ?

କନକ ବ୍ୟୁରୋ : ଗତକାଲି ରାଜଧାନୀର ଶୈଳଶ୍ରୀ ବିହାର ଛୁରାମାଡ ଘଟଣା ଏବେବି ରହସ୍ୟ ଘେରରେ ରହିଛି । ଯୁବତୀ ଜଣକ ପୋଲିସ ଆଗରେ ଆଜି ବୟାନ ଦେଇଛନ୍ତି । ତେବେ ପୂରା ଘଟଣା ଉପରୁ ପରଦା ହଟିପାରୁନାହିଁ । ପୋଲିସ ସନ୍ଦେହ କରୁଛି, ଲୁଟ୍ ଉଦ୍ଦେଶ୍ୟରେ, ଯୁବକ ଜଣକ ଯୁବତୀ ବେଶରେ ପଡୋଶୀ ଘରେ ପ୍ରବେଶ…

ମହିଳାଙ୍କୁ ଏକଜୁଟ କରି ସମର୍ଥନ ଲୋଡୁଛନ୍ତି ମନ୍ତ୍ରୀ । ରାଜରାସ୍ତାରେ ପ୍ରଶ୍ନବାଣର ସାମ୍ନା କଲେ ଦିବ୍ୟଶଙ୍କର ।

କନକ ବ୍ୟୁରୋ : କଂଗ୍ରେସ ଆଜି ପୁଣି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି । ୨୦ତାରିଖରେ ମନ୍ତ୍ରୀ କେଉଁଠି ଥିଲେ ବୋଲି ନିର୍ଦ୍ଦିଷ୍ଟ ଭାବେ ପ୍ରଶ୍ନ କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ସେପଟେ ନିଜ ନିର୍ବାଚନ ମଣ୍ଡଳୀରେ ଛୋଟ ଛୋଟ ସମାବେଶ କରି ନିଜ…

ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀ-ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ, ମେସେଜରୁ ସାମ୍ନାକୁ ଆସିଲା ସତ

କନକ ବ୍ୟୁରୋ: ରାଜଧାନୀରେ ଚମକାଇଦେଲା ଭଳି ଆଉ ଏକ ଅପରାଧ ଘଟିଛି । ଭୁବନେଶ୍ୱରରେ କଳିଙ୍ଗ ବିହାର ଅଂଚଳରେ ସ୍ତ୍ରୀ ଓ ୯ ବର୍ଷର ପୁଅକୁ ତଂଟି ଚିପି ହତ୍ୟା କରିଛି ନୃଶଂସ ସ୍ୱାମୀ । ଆଉ ହତ୍ୟା କରିବା ପରେ ଏନେଇ ହାଇଦ୍ରାବାଦରେ ରହୁଥିବା ନିଜ ସମ୍ପର୍କୀୟଙ୍କୁ ଫୋନ କରି ସୂଚନା ଦେଇଥିଲା । ଏହି…

ଥମୁନି ମନ୍ତ୍ରୀଙ୍କ ଇସ୍ତଫା ଦାବି । କୁଚିଣ୍ଡାରେ ବିରୋଧ ବେଳେ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଲେ ବିଜେଡି…

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ପ୍ରତିବାଦ ଓ ବିକ୍ଷୋଭ ବଢିବାରେ ଲାଗିଛି । ଆଜି ମୁଖ୍ୟମନ୍ତ୍ରୀ କୁଚିଣ୍ଡା ଗସ୍ତରେ ଯାଇଥିବାବେଳେ ଏପଟେ କୁଚିଣ୍ଡା ଓ ସମ୍ବଲପୁରରେ ହଙ୍ଗାମା କରିଛନ୍ତି ବିରୋଧୀ । କୁଚିଣ୍ଡାରେ କଂଗ୍ରେସ ଓ ବିଜେପିର…

ରାମ-ଲକ୍ଷ୍ମଣ ଗିରଫ ।  ଦୁର୍ନୀତି ଟଙ୍କା କମାଉଥିଲେ ବଡଭାଇ ରାମ, ବ୍ୟାଙ୍କରେ ଜମା କରୁଥିଲେ ସାନ ଭାଇ ଲକ୍ଷ୍ମଣ । 

କନକ ବ୍ୟୁରୋ : ତହସିଲଦାରଙ୍କ ନାମ ରାମଚନ୍ଦ୍ର ଏବଂ ସାନଭାଇଙ୍କ ନାମ ଲକ୍ଷ୍ମଣ । କିନ୍ତୁ ଦୁର୍ନୀତିରେ ଏମାନେ ସମସ୍ତଙ୍କଠୁ ଆଗରେ । ସାନ ଭାଇ ଲକ୍ଷ୍ମଣଙ୍କ ସହ ମିଶି ଦୁର୍ନୀତି କରୁଥିଲେ ତହସିଲଦାର ରାମଚନ୍ଦ୍ର ଜେନା । ସାନଭାଇ ମାଧ୍ୟମରେ ଟଙ୍କା କାରବାର କରୁଥିଲେ ରାମ । ସାନ ଭାଇ ଲକ୍ଷ୍ମଣ…