Daily Archives

October 29, 2021

ଫେସବୁକର ନୂଆ ଅବତାର ମେଟା । କାହିଁକି ବଦଳିଲା ଫେସବୁକର ନାଁ ? ପଡିବ କି ୟୁଜର୍ସଙ୍କ ଉପରେ ପ୍ରଭାବ?

କନକ ବ୍ୟୁରୋ: କାହିଁକି ବଦଳିଲା ‘ଫେସବୁକ୍’ କମ୍ପାନୀର ନାଁ? ମେଟାଭର୍ସ ୱାର୍ଲ୍ଡ ପାଇଁ ଜୁକରବର୍ଗଙ୍କ ଯୋଜନା । ବିଶ୍ୱରେ ସର୍ବାଧିକ ବ୍ୟବହାର ହେଉଥିବା ସୋସିଆଲ ମିଡିଆ ଫେସବୁକ ତାର କମ୍ପାନିର ନାଁ ପରିବର୍ତ୍ତନ କରିଛି । ଏନେଇ ଘୋଷଣା କରିଛନ୍ତି କମ୍ପାନି ସିଇଓ ମାର୍କ ଜୁକରବର୍ଗ । କମ୍ପାନିର…

ମନ୍ତ୍ରୀଙ୍କ ବିବୃତ୍ତି ପ୍ରସଙ୍ଗରେ ବିଜେପିର ଅଭିଯୋଗ: କହିଲା, ଦୋଷ କରି ନାଲି ଆଖି ଦେଖାଉଛନ୍ତି ମନ୍ତ୍ରୀ 

କନକ ବ୍ୟୁରୋ: ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତ୍ତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେପି । ପ୍ରେସମିଟ କରି ମନ୍ତ୍ରୀଙ୍କ ବିବୃତ୍ତି ବିରୋଧରେ ଅଭିଯୋଗ ଆଣିଛନ୍ତି । ଏନେଇ ବିଜେପି କହିଛି, ଏତେ ଦିନ ପରେ ମନ୍ତ୍ରୀ କହୁଛନ୍ତି ସେ ମର୍ମାହତ ଅଛନ୍ତି । ଏତେ ଦିନ ପରେ ବି ସେ ମୃତକଙ୍କ ପରିବାରକୁ…

ଭାଙ୍ଗିଲା ବରୀର ବିଜେପି ଗଡ । ବିଜେଡିରେ ମିଶିଲେ ବିଶ୍ୱରଞ୍ଜନ ମଲ୍ଲିକ । ଦଳ ଡିଆଁ ପର୍ବ ଆରମ୍ଭ…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆୟା ରାମ ଗୟା ରାମ୍ ରାଜନୀତି । ପଦ୍ମ ଛାଡିଲେ, ଶଙ୍ଖ ଧରିଲେ ବିଶ୍ୱ ରଞ୍ଜନ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ଦଳ ଡିଆଁ ପର୍ବ । ଏଇ ମାସେ ଭିତରେ ଅନେକ ହେଭିୱେଟଙ୍କୁ ସାମିଲ୍ କରି ଦଳର ଶକ୍ତି ବୃଦ୍ଧି କରିଛି ବିଜେଡି । ପୂର୍ବରୁ…

ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି: ମମିତା ହତ୍ୟା ମାମଲାରେ ଆଜି ବି ମନ୍ତ୍ରୀଙ୍କ ବହିଷ୍କାର ଦାବିରେ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଅକଳରେ ପକାଇଲା ଭଲି ଅନେକ ପ୍ରସଙ୍ଗ ବିଜେପି ହାତରେ ଲାଗିଛି, ହେଲେ ଏଭଲି ପ୍ରତିବାଦ ପୂର୍ବରୁ କ୍ୱଚିତ ଦେଖିବାକୁ ମିଳୁଥିଲା । ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିଜେପିର କାର୍ଯ୍ୟଶୈଳୀକୁ ଦେଖିଲେ ଲାଗୁଛି, ଯେମିତି ସରକାରଙ୍କ ଉପରେ ବେଶ ଆକ୍ରମଣାତ୍ମକ…

ଅର୍ଥ ସଂକଟରେ ଆଫଗାନରେ ତାଲିବାନ ସରକାର , ଶ୍ରମ ବଦଳରେ ଶ୍ରମିକଙ୍କୁ ଦେଉଛି କେବଳ ଗହମ

କନକ ବ୍ୟୁରୋ : ଆଫଗାନିସ୍ତାନରେ ଲୋକମାନେ ଜୀବନ ଓ ମୃତ୍ୟୁ ସହିତ ଲଢୁଛନ୍ତି । ଅକାଳରେ କରୋନା ମହାମାରୀ ସହିତ ତାଲିବାନୀ ରାଜ ସେଠାକାର ଲୋକଙ୍କ ଜୀବନକୁ ନର୍କ କରିଦେଇଛି । ଏବେ ଆଫଗାନିସ୍ତାନରେ ସବୁଠୁ ଅଧିକ ଲୋକଙ୍କର ଚିନ୍ତା କେମିତି ବଞ୍ଚିବା । ଅନ୍ୟପଟେ ଆଫଗାନରେ ତାଲିବାନ ସରକାର ଗଠନ…

ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି: କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିବା ବେଳେ…

କନକ ବ୍ୟୁରୋ: ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ନିକଟରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ  । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିବା ବେଳେ ଏହି ଦାବି ରଖିଛନ୍ତି ନବୀନ  । ଏହାସହ ଅନୁଗୁଳରେ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ସେ…