Daily Archives

October 20, 2021

ମମିତା ହତ୍ୟାକାଣ୍ଡକୁ ନେଇ ଉଠୁଛୁ ପଡୁଛି ସାରା ରାଜ୍ୟ । ପୁରୀରୁ ପଶ୍ଚିମ ଓଡିଶା ସବୁଠି ପ୍ରତିବାଦ ।

କନକ ବ୍ୟୁରୋ: ମମିତାଙ୍କ ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ ଦାବି ଜୋର ଧରିଛି । କଳାହାଣ୍ଡିରୁ ଭୁବନେଶ୍ୱର ଓ ବଲାଙ୍ଗିରରୁ ପୁରୀ ଯାଏଁ ବିକ୍ଷୋଭ ହୋଇଛି ଆଉ ରାସ୍ତାରେ ଦେଖିବାକୁ ମିଳିଛି ଲୋକଙ୍କ ଆକ୍ରୋଶ । ବିଜେପି ଦିନିକିଆ କଳାହାଣ୍ଡି ବନ୍ଦ…

ମମିତାଙ୍କୁ କାହିଁକି ହତ୍ୟା କଲେ ଗୋବିନ୍ଦ ? ପୋଲିସ ଥିଓରୀକୁ ନେଇ ଉଠିଲା ପ୍ରଶ୍ନ, ସେକ୍ସ ସ୍କାଣ୍ଡାଲ ଲୁଚାଇବା ପାଇଁ…

କନକ ବ୍ୟୁରୋ : ପୁଲିସର ପରକୀୟା ପ୍ରୀତି ଥିଓରୀ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏମିତି କଣ ହେଲା ଯେ, ପରକୀୟା ପ୍ରୀତି ପାଇଁ ଗୋବିନ୍ଦ ସାହୁ ହତ୍ୟା କରିବାକୁ ପଛାଇଲେ ନାହିଁ, ତାର କୌଣସି ସଙ୍କେତ ମିଳିନାହିଁ । ତେଣୁ ପୁଲିସର ଏହି ଥିଓରିକୁ ନେଇ ପ୍ରଶ୍ନ ଉଠିିଛି । ମମିତାଙ୍କୁ…

ଗୋବିନ୍ଦଙ୍କ ପରକିୟା ପ୍ରୀତି ଜାଣିଥିବାରୁ ମମିତାଙ୍କୁ କରାଯାଇଛି ହତ୍ୟା । ତଣ୍ଟିଚିପି ମାରି ଦେଇଥିଲେ ନିଜେ ଗୋବିନ୍ଦ ।

କନକ ବ୍ୟୁରୋ : ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କର କେମିତି ଓ କାହିଁକି ହେଲା ମୃତ୍ୟୁ, ତା’ର କାରଣ ଜାଣିବା ପାଇଁ ସାରା ରାଜ୍ୟ ଚାହିଁ ରହିଥିବା ବେଳେ ଆଜି ବଲାଙ୍ଗୀର ପୋଲିସ ମମିତାଙ୍କ ମୃତ୍ୟୁ ପଛର କାରଣ କହିଛି । ପୋଲିସ କହିଛି ସନସାଇନ ପବ୍ଲିକ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ପରକୀୟା…

ପୁରୀରେ ଏନକାଉଣ୍ଟର । ପୋଲିସ ସହ ଧସ୍ତାଧସ୍ତି କରି ଖସି ପଳାଉଥିବା ବେଳେ ଗୋଡରେ ବାଜିଲା ଗୁଳି ।

କନକ ବ୍ୟୁରୋ : ପୁରୀରେ ଏନକାଉଣ୍ଟର । ବଟି ଆଦାୟକୁ କେନ୍ଦ୍ର କରି ଗୁଳିକାଣ୍ଡ ମାମଲାରେ ଅପରାଧୀ ବିଜୁ ବେହେରାକୁ ପୋଲିସର ଏନକାଉଣ୍ଟର । ଅପରାଧୀର ବାମ ଗୋଡ଼ରେ ବାଜିଛି ଗୁଳି । ତେବେ ଅପରାଧୀଠାରୁ ପିସ୍ତଲ ସମେତ ୩ ରାଉଣ୍ଡ ଗୁଳି ଓ ମୋଟରସାଇକେଲ୍ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ,…

ବିଦେଶୀ ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡ ଲାଇନ, ବିମାନ ବନ୍ଦରରେ ଦେଖାଇବାକୁ ହେବ ଏହି ସବୁ କାଗଜ

କନକ ବ୍ୟୁରୋ : ଦେଶରେ କିଛିଦିନ ହେବ କ୍ରମାଗତ ଭାବେ କରୋନା ସଂକ୍ରମଣ କମିବାରେ ଲାଗିଛି । ହେଲେ ଅନ୍ୟ କିଛି ଦେଶମାନଙ୍କରେ ପୁଣି କରୋନାର କରାଳ ରୂପ ଦେଖିବାକୁ ମିଳିଛି । ଏହି କ୍ରମରେ ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଗାଇଡ ଲାଇନ ଜାରି କରିଛି । ନୂଆ…

ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ହେବା ଦରକାର । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲା NCW ।

କନକ ବ୍ୟୁରୋ: କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ ଦୁଇ ମନ୍ତ୍ରୀଙ୍କ ବହିଷ୍କାର ହେବା ଦରକାର । ଜାତୀୟ ମହିଳା କମିଶନର ରେଖା ଶର୍ମା ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସେହି ଚିଠିରେ ଲେଖାଯାଇଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର…