Daily Archives

October 19, 2021

ମମିତା ମେହେର ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ନେଇ ସାରା ରାଜ୍ୟରେ ଆଲୋଡନ । ଅପରାଧୀକୁ ଦେଇଥିଲେ କି…

କନକ ବ୍ୟୁରୋ : ମମିତା ମେହେର ନିଖୋଜ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତିକୁ ନେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ଏତେ ବଡ ଅପରାଧୀକୁ କେମିତି ମନ୍ତ୍ରୀ ସୁରକ୍ଷା ଦେଉଥିଲେ ସେ ନେଇ ପ୍ରଶ୍ନ ଉଠିଛି । ଖୋଦ୍ ଗୋବିନ୍ଦ ସାହୁର କଲେଜରେ ଭାଷଣ ଦେଇ ମନ୍ତ୍ରୀ…

ସ୍କୁଲ ଷ୍ଟାଡିୟମରୁ ମିଳିଲା ମମିତାଙ୍କ ଗଳିତ ମୃତଦେହ । ମିଳିଲା ସୁନା ଚେନ୍, ପାଉଁଜି ଓ ବ୍ୟାଗର କିଛି ଅଂଶ ।

କନକ ବ୍ୟୁରୋ : ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣା ରାଜ୍ୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ଆକ୍ସନ ମୋଡକୁ ଆସିଥିଲା ବଲାଙ୍ଗୀର ପୁଲିସ । ସନସାଇନ୍ ସ୍କୁଲ ନିକଟ ଷ୍ଟାଡିୟମର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଖୋଳାଯାଇଥିଲା, ଏବଂ ଯାହା ଆଶଙ୍କା କରାଯାଇଥିଲା ସେଇଆ ହେଲା…

ପାର୍ବଣ ନାଁରେ କଟକଣା କଡାକଡି । ଅଟକି ଯାଉଛି ଅର୍ଥନୈତିକ କାରବାର, ବିରୋଧୀ କହିଲେ ସରକାରଙ୍କୁ ଘାରିଛି ରେକର୍ଡ ନିଶା ।

କନକ ବ୍ୟୁରୋ : ପୂଜାରେ ଅତ୍ୟଧିକ କୋଭିଡ କଟକଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ସେମାନେ ଅଭିଯୋଗ କରିଛନ୍ତି, ରେକର୍ଡ ନିଶାରେ ସରକାର ଅତ୍ୟଧିକ କୋଭିଡ କଟକଣା ଲଗାଉଛନ୍ତି । ବିଜେପି ନେତା ଅଭିଯୋଗ କରିଛନ୍ତି, ରାଜ୍ୟର ଅର୍ଥନୈତିକ ଦିଗକୁ ଦୃଷ୍ଟି ନଦେଇ, କୋଭିଡ…

ଆଖୁକିଆରିରୁ ଗିରଫ ହେଲା ଗୋବିନ୍ଦ ସାହୁ । ସାମ୍ନାକୁ ଆସିବ ମମିତା ମେହେର ମୃତ୍ୟୁ ମାମଲାର ସବୁ ସତ ।

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିଛି ପୁଲିସ । କଳାହାଣ୍ଡି ଜିଲ୍ଲା ବଙ୍ଗମୁଣ୍ଡା ଥାନା ଅନ୍ତର୍ଗତ ବୁଢିପଦର ଗାଁରୁ ସାନଭଉଣୀ ଘର ଆଖୁକିଆରିରୁ ଗୋବିନ୍ଦଙ୍କୁ ଗିରଫ କରିଛି ପୁଲିସ । ଗତ ୧୭ ତାରିଖରୁ ପୁଲିସ ହେପାଜତରୁ ଖସି ଯାଇଥିଲା…

ଚାପରେ ଅଛି ଟିମ୍ ଇଣ୍ଡିଆ, ସେଥିପାଇଁ ମେଣ୍ଟର ଭାବେ ଧୋନୀଙ୍କୁ ସାଥୀରେ ଆଣିଲା । ଟି-୨୦ ମୁକାବିଲା ପୂର୍ବରୁ ପୂର୍ବତନ…

କନକ ବ୍ୟୁରୋ : ଆସନ୍ତା ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏହି ମ୍ୟାଚ୍ ଖେଳିବା ସହ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବେ । ଏହି ମହାମୁକାବିଲାକୁ ଦେଖିବାକୁ ପୂରା ବିଶ୍ୱ ଚାହିଁ ବସିଛି । ଆଉ ମ୍ୟାଚ୍…

ଭାରତୀୟ ବୁଡାଜାହାଜକୁ ରୋକିବା ନେଇ ଦାବି କଲା ପାକିସ୍ତାନ ନୌସେନା, ଭିଡିଓ କଲା ଜାରି…

କନକ ବ୍ୟୁରୋ: ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏବେ ଫ୍ୟାନ୍ସଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ହେଲେ ଏହାରି ଭିତରେ ପାକିସ୍ତାନୀ ନୌସେନା ଭାରତ ଉପରେ ଲଗାଇଛି ଏକ ଗମ୍ଭୀର ଆରୋପ ।  ପାକିସ୍ତାନ ନୌସେନା ଏକ ଭିଜିଓ ଜାରି କରି କହିଛି, ଭାରତର ଏକ ବୁଡା ଜାହାଜ…