Daily Archives

October 16, 2021

ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ପ୍ରଦୀପ୍ତ ମହାପାତ୍ର ହେଲେ ଓଏଫଡିସିର ଅଧ୍ୟକ୍ଷ

କନକ ବ୍ୟୁରୋ: ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ବଦଳି କରିି ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ପ୍ରଦୀପ୍ତଙ୍କୁ ଓଡିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ଭାବେ ନୂଆ…

ବାଂଲାଦେଶରେ ମୌଳବାଦୀଙ୍କ ଉନ୍ମତ କାଣ୍ଡ । ଦୁର୍ଗାପୂଜା ପେଣ୍ଡାଲ ଓ ଇସ୍କନ ମନ୍ଦିରରେ ସଂଘବଦ୍ଧ ଆକ୍ରମଣ । 

କନକ ବ୍ୟୁରୋ : ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ଭାରତର ଚିନ୍ତା ବଢାଇ ଦେଇଛି । ପବିତ୍ର ଦଶହରା ଅବସରରେ ବାଂଲାଦେଶରେ ହିନ୍ଦୁ ଓ ହିନ୍ଦୁଙ୍କ ଧାର୍ମିକ ପୀଠ ଉପରେ ଆକ୍ରମଣ ହୋଇଛି । ଦୁର୍ଗାପୂଜା ପେଣ୍ଡାଲ ଓ ଇସ୍କନ ମନ୍ଦିରର ଭଙ୍ଗାରୁଜା କରିବା ସହ ସେଠାରେ ଥିବା ଶ୍ରଦ୍ଧାଳୁଙ୍କୁ ଆକ୍ରମଣ…

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଷଷ୍ଠ ଓ ସପ୍ତମ ପାଠ । ପ୍ରତିଦିନ ୧ ଘଣ୍ଟା କରିବେ ପୂର୍ବ ପାଠର ରିଭିଜନ୍ ।

କନକ ବ୍ୟୁରୋ : ୧୮ ମାସ ପରେ ଖୋଲିବାକୁ ଯାଉଛି ଅଷ୍ଟମ ଶ୍ରେଣୀ । କରୋନା ମହାମାରୀ ଭିତରେ ଦୀର୍ଘ ୧୮ ମାସ ହେଲା ସ୍କୁଲ ବନ୍ଦ ରହିବା ପରେ ଆସନ୍ତା ୨୫ ତାରିଖରେ ଖୋଲିବ ଅଷ୍ଟମ ଏବଂ ଏକାଦଶ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି ।…

ନିଆରା ରାଜନୀତିଜ୍ଞ ନବୀନ । ମହାବାତ୍ୟା ମୁକାବିଲାଠୁ ଆରମ୍ଭ କରି ମହିଳା ସଂରକ୍ଷଣ ସବୁଥିରେ ଆଗୁଆ ନବୀନ ।

କନକ ବ୍ୟୁରୋ: ଦେଶର ରାଜନୀତିରେ ନବୀନ ଏପରି ଜଣେ ରାଜନେତା, ଯିଏ କ୍ରମାଗତ ଭାବେ ୫-୫ ଥର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିଛନ୍ତି । ଓଡ଼ିଶାର ଲୋକପ୍ରିୟ ଜନନେତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଏକ ନାଟକୀୟ ଘଟଣାକ୍ରମରେ ରାଜନୀତିରେ ପ୍ରବେଶ କରିବା ପରେ ବିଜୁ ଲିଗାସିକୁ ବେଶ୍ ଆଗକୁ…

ରାଜନୀତିରେ କେମିତି ପ୍ରବେଶ କଲେ ନବୀନ? କେମିତି ହେଲେ ଓଡିଶାର ମୁଖ୍ୟମନ୍ତ୍ରୀ?

କନକ ବ୍ୟୁରୋ: ରାଜନୀତିରେ ନବୀନଙ୍କ ପ୍ରବେଶ ଯେମିତି ଆକସ୍କିକ ଥିଲା, ସେମିତି ଥିଲା ଅପ୍ରତ୍ୟାଶିତ । ସେତେବେଳର ରାଜନୈତିକ ଦୃଶ୍ୟପଟ୍ଟରେ ନବୀନ ଥିଲେ ଅଜଣା । ନା’ ନେତା, ନା’ ଜନତା, କେହି କେବେ କଳ୍ପନା କରି ନଥିଲେ ଯେ, ରାଜ୍ୟ ରାଜନୀତିରେ ଅପରିଚିତ ଥିବା ନବୀନ ପଟ୍ଟନାୟକ, ଦିନେ ଦେଶର…

ମହାମାରୀ ମୁକାବିଲାରେ ଓଡିଶା ଆଗରେ । ନବୀନଙ୍କ ଦୂରଦୃଷ୍ଟିକୁ ଦେଖିଲା ସାରା ବିଶ୍ୱ ।

କନକ ବ୍ୟୁରୋ: ୨୦୨୦ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ସେତେବେଳେକୁ ଦେଶରେ କାୟା ମେଳାଇ ସାରିଲାଣି ମହାମାରୀ । ଯେତେବେଳେ କରୋନା ମହାମାରୀକୁ ନେଇ ସାରା ଦେଶରେ ହଇଚଇ ଖେଳି ଯାଇଥିଲା, ସେତେବେଳେ କିପରି ମହାମାରୀକୁ ଅଟକାଯିବ, ସେନେଇ ଆଗୁଆ…