Daily Archives

October 11, 2021

ଭାରତୀୟ ରେଳ ବିଭାଗର ଚମକାଇଦେବା ଭଳି ତଥ୍ୟ, ଗୁଟଖା ଦାଗ ସଫା କରିବାକୁ ବାର୍ଷିକ ଖର୍ଚ୍ଚ ହେଉଛି ଏତେ ଟଙ୍କା

କନକ ବ୍ୟୁରୋ : ସାରା ଦେଶରେ ସ୍ୱଚ୍ଛତା ଅଭିଯାନକୁ ନେଇ ଲୋକମାନଙ୍କୁ ବାରମ୍ବାର ସଚେତନ କରାଯାଉଛି । ସରକାର ଲୋକମାନଙ୍କୁ ନିଜର ଆଖ ପାଖ ଅଞ୍ଚଳ ପରସ୍କାର ରଖିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି । ହେଲେ ସହର ଠାରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଲୋକମାନେ ଅଳିଆ କରିବାରେ ଲାଗିଛନ୍ତି । ଏହା ଫଳରେ…

ଏଟିଏମ୍ ଗାଡିରୁ ଟଙ୍କା ଲୁଟ୍ ଘଟଣା । ୧ କୋଟିରୁ ଅଧିକ ଟଙ୍କା ଜବତ କଲା ପୋଲିସ, ୩ ଗିରଫ

କନକ ବ୍ୟୁରୋ: ଆଠଗଡ ଆଙ୍କୁଲା ଛକ ନିକଟରୁ ଏଟିଏମ ଗାଡି ଲୁଟ୍ ଘଟଣା । ଲୁଟେରାଙ୍କଠାରୁ ୧ କୋଟିରୁ ଅଧିକ ଟଙ୍କା ଜବତ କଲା ପୋଲିସ । ଏହି ଘଟଣାରେ ୩ ଲୁଟେରାଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଛି ପୋଲିସ । ତେବେ ଢେଙ୍କାନାଳ ଗେଙ୍ଗୁଟିଆ ଅଞ୍ଚଳରୁ ଲୁଟେରାଙ୍କୁ ଗିରଫ ସହ ଟଙ୍କା ଜବତ…

କଳାଧନ ବିରୋଧରେ ଆଉଏକ ସଫଳତା, ସ୍ୱିସ୍ ବ୍ୟାଙ୍କ ଜାରିକଲା ଭାରତୀୟ ଖାତା ଧାରକଙ୍କ ତୃତୀୟ ତାଲିକା

କନକ ବ୍ୟୁରୋ : କଳାଧନ ବିରୋଧରେ କେନ୍ଦ୍ର ସରକାରଙ୍କୁ ଆଉଏକ ସଫଳତା ମିଳିଛି । କଳାଧନକୁ ନେଇ ସ୍ୱିଜରଲାଣ୍ଡ ସହ ହୋଇଥିବା ଚୁକ୍ତି ମୁତାବକ ଏବେ ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟ ଖାତା ଧାରକଙ୍କ ତୃତୀୟ ତାଲିକା ପ୍ରକାଶ ପାଇଛି । ଏନେଇ ସ୍ୱିଜରଲାଣ୍ଡ ସରକାର କହିଛନ୍ତି କି ଏହି ତାଲିକାରେ ୯୬…

ମହିଳାଙ୍କୁ ସଶକ୍ତ କରିଛି ମିଶନ ଶକ୍ତି । ସିଲେଇ ମେସିନ୍ ପ୍ରଡକ୍ସନ ୟୁନିଟ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ୩୦ ଜଣ…

କନକ ବ୍ୟୁରୋ : ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ମିଶନ ଶକ୍ତି । ରାଜ୍ୟ ସରକାରଙ୍କ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଆନୂକୂଲ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଖଲ୍ଲିକୋଟ ଅଞ୍ଚଳରେ…

ଦଶହରା, ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର । ନଭେମ୍ବର ମାସରେ ସବୁ ରବିବାର…

କନକ ବ୍ୟୁରୋ: ଦଶହରା, ଦୀପାବଳି, ବଡ ଏକାଦଶୀ ଓ କାତ୍ତିର୍କ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର । ନଭେମ୍ବର ମାସରେ ମଧ୍ୟ ସବୁ ରବିବାର ବନ୍ଦ ରହିବ ଜଗା ଦର୍ଶନ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଚଳିତ ମାସ ଦଶହରା ପାଇଁ ୧୫ ତାରିଖ ଦିନ ବନ୍ଦ ରହିବ…

ଲଖିମପୁର ହିଂସାକାଣ୍ଡ ମାମଲା: ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ୩ଦିନିଆ ରିମାଣ୍ଡରେ ନେଲା ପୋଲିସ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଉତରପ୍ରଦେଶ ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ୩ ଦିନିଆ ପୁଲିସ ରିମାଣ୍ଡରେ ପଠାଇଲେ କୋର୍ଟ । ଆଶିଷ ମିଶ୍ରଙ୍କୁ ୧୪ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏସଆଇଟି । ତେବେ ଏସଆଇଟିକୁ ଜେରା ପାଇଁ କୋର୍ଟ କେବଳ ୩ଦିନ ସମୟ…