Daily Archives

October 10, 2021

ଲଖିମପୁର ହିଂସା ମାମଲାରେ ୟୁପି SIT ଦେଲା ଦ୍ୱିତୀୟ FIR । ଦର୍ଶାଇଲା, ବିଜେପି କର୍ମୀଙ୍କ ଉପରେ ହୋଇଛି ଆକ୍ରମଣ, ହେଲେ…

କନକ ବ୍ୟୁରୋ : ଲଖିମପୁର ହିଂସା ମାମଲାରେ ଦ୍ୱିତୀୟ ମାମଲା ରୁଜୁ କରିଛି ୟୁପି ପୁଲିସ । ତେବେ ଦ୍ୱିତୀୟ ଏତଲାରେ କେବଳ ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣାର ଉଲ୍ଲେଖ ଥିବାରୁ, ଯୋଗୀ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି । ସେପଟେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୧୪ ଦିନ…

ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ତତ୍ୱ । ଅଫିସରଙ୍କୁ ଗୋଲାମ କହି ତାଗିଦ କଲେ ବିଶ୍ୱେଶ୍ୱର ଟୁଡୁ, ଶାଳୀନତାର ସୀମା…

କନକ ବ୍ୟୁରୋ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ମନ୍ତ୍ରୀ ଅଫିସରଙ୍କୁ କଡା ଭାଷାରେ ତାଗିଦ୍ କରିଛନ୍ତି । ଅଫିସରଙ୍କୁ ମାଡ ଦରକାର ବୋଲି, କହିବାକୁ ପଛାଇ ନାହାନ୍ତି । କେନ୍ଦୁଝରର ଚମ୍ପୁଆରେ ଏକ ସମୀକ୍ଷା ବୈଠକ ଚାଲିଥିବା ବେଳେ…

ଓଡ଼ିଶାରେ ବି କୋଇଲା ଅଭାବ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମାଧାନ ପାଇଁ ଅନୁରୋଧ କଲା ୟୁସିସିଆଇ, ଶକ୍ତି…

କନକ ବ୍ୟୁରୋ : ଓଡିଶାରେ ବି କୋଇଲା ସଂକଟ । କୋଇଲାର ନିଅଂଟ ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି, ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ । ତୁରନ୍ତ ଏହାର ସମାଧାନ କରାନଗଲେ ରାଜ୍ୟର ବହୁ ଶିଳ୍ପ ପ୍ରଭାବିତ ହେବ ବୋଲି ଚିଠିରେ ଲେଖିଛି ୟୁସିସିଆଇ । ସେପଟେ…

ଘନୀଭୂତ ହେବାରେ ବିଳମ୍ବ କରୁଛି ଆଣ୍ଡାମାନ ସାଗରର ଘୂର୍ଣ୍ଣିବଳୟ । ଲଘୁଚାପରେ ପରିଣତ ହେବାକୁ ଲାଗିପାରେ ଆହୁରି ୩୬…

କନକ ବ୍ୟୁରୋ: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟକୁ ଘନୀଭୂତ ହେବାକୁ ଆହୁରି ୨୪ ରୁ ୩୬ ଘଣ୍ଟା ଲାଗିପାରେ । ଏମିତି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବରୁ ଏହା ରବିବାର ଅର୍ଥାତ ୧୦ ତାରିଖରେ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଥିଲା । ଲଘୁଚାପରେ ପରିଣତ…

ଶନିବାର ରାତି ୧୧ଟାରୁ ନିଖୋଜ । ୧୨ ଘଣ୍ଟା ପରେ ପୋଖରୀରୁ ମୃତଦେହ ଠାବ । ଚର୍ଚ୍ଚାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ…

କନକ ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ଶନିବାର ରାତି ପ୍ରାୟ ୧୧ଟାରୁ ନିଖୋଜ ଥିଲେ । ଚନ୍ଦ୍ରଶେଖରପୁର ଶ୍ରୀବିହାର ଅଞ୍ଚଳରୁ ମନିଷଙ୍କୁ କେହି ଅପହରଣ କରି ନେଇଥିବା ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକ । ତାଙ୍କୁ ଦୁଇ ଯୁବକ ଉଠାଇ ନେବା ସହ…

ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଖେଳାଯିବ ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାର ମୁକାବିଲା । ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ହେବ ଦମଦାର ଟକ୍କର । ସର୍ବାଧିକ ୨୦ ପଏଂଟ ହାସଲ କରି ଲିଗର ଶ୍ରେଷ୍ଠ ଦଳ ଭାବେ ଦିଲ୍ଲୀ ପ୍ଲେ-ଅଫକୁ ଯାଇଛି । ଆରସିବି ସହ ସମାନ ୧୮ ପଏଂଟ ପାଇଥିଲେ ମଧ୍ୟ ରନ୍ ରେଟ୍…