ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ସାମନ୍ଥା: ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଲେ ଏମିତି କଥା
କନକ ବ୍ୟୁରୋ: ଗୁଜବ ପ୍ରଚାର କୁ ନେଇ ମୁଁହ ଖୋଲିଲେ ତେଲୁଗୁ ଅଭିନେତ୍ରୀ ସାମନ୍ଥା ରୁଥପ୍ରଭୁ । କିଛିଦିନ ତଳେ ଅଭିନେତ୍ରୀ ଜ ନାଗାଚୈତନ୍ୟଙ୍କ ଠାରୁ ବିବାହ ବିଚ୍ଛେଦ କରିଥିଲେ । ଏହାପରେ ଉଭୟଙ୍କ ବିବାହ ବିଚ୍ଛେଦକୁ ନେଇ ନାନା ମତ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା । ଯାହାକୁ ନେଇ…