Daily Archives

October 7, 2021

ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ: ୬ ୱିକେଟରେ ଚେନ୍ନାଇକୁ ହରାଇଲା ପଞ୍ଜାବ 

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଛି । ଏହି ମ୍ୟାଚରେ କେଏଲ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ କରିଛନ୍ତି । ଫଳରେ ପଞ୍ଜାବ ୬ ୱିକେଟରେ ଚେନ୍ନାଇକୁ ପରାସ୍ତ କରିଛି । ଏହି ମ୍ୟାଚ ବିଜୟ ସହ ପଞ୍ଜାବର ପ୍ଲେ ଅଫ ଖେଳିବା ଆଶା ବଢିଯାଇଛି । ଏହି ମ୍ୟାଚରେ ପଞ୍ଜାବ…

ଆରୟନଙ୍କୁ ସମର୍ଥନ କଲେ ବଲିଉଡ ଅଭିନେତା ହ୍ରିତିକ ରୋଶନ: କହିଲେ ଏମିତି କଥା…

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଜାହାଜରେ ରେଡ ପଡିବାବେଳେ ଧରାପଡିଥିଲେ ଶାହାରୁଖଙ୍କ ପୁଅ ଆର୍ୟ୍ୟନ । ତାଙ୍କୁ ହେଫାଜତରେ ନେଇ ଜେରା କରିଥିଲା ଏନସିବି । ଜେରା ସମୟରେ ରେଭ୍ ପାର୍ଟିରେ ଡ୍ରଗ୍ସ ନେଉଥିବା ଆର୍ୟ୍ୟନ ସ୍ୱୀକାର ବି କରିଥିଲେ। ଏହାସହ ଏନସିବି ଅନ୍ୟ ୧୨…

ସମୁଦ୍ର ଗାଧୋଉଥିବା ବେଳେ ଭାସିଗଲେ ୩ ପର୍ଯ୍ୟଟକ: ଜଣେ ନିଖୋଜ, ୨ ଜଣଙ୍କୁ ଉଦ୍ଧାର

କନକ ବ୍ୟୁରୋ: ପୁରୀ ବେଳାଭୂମିରେ ସମୁଦ୍ର ସ୍ନାନ ସମୟରେ ଭାସିଗଲେ ତିନି ପର୍ଯ୍ୟଟକ। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି । ନିଖୋଜ ପର୍ଯ୍ୟଟକ ହେଉଛନ୍ତି ସହିଦ ଅନୱର । ଉଦ୍ଧାର ହୋଇଥିବା ଦୁଇ ପର୍ଯ୍ୟଟକ ହେଉଛନ୍ତି ୨୨ବର୍ଷୀୟ ଭଦ୍ରକ ବିଟିପୁର ଅଞ୍ଚଳର ରହେଶ କୁମାର…

ଏହି ଦେଶମାନଙ୍କ ପାଖରେ ଅଛି ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ: ଜାଣନ୍ତୁ ଭାରତରେ ସ୍ଥାନ

କନକ ବ୍ୟୁରୋ: କରୋନା ମହାମାରୀରର ପ୍ରକୋପ ପରେ ଅନେକ ଦେଶ ନିଜର ପାସପୋର୍ଟରେ ପରିବର୍ତ୍ତନ କରିଛନ୍ତି । ଆଉ ଏହାରି ମଧ୍ୟରେ ହେନେଲ ପାସପୋର୍ଟ ଇନଡେକ୍ସରେ ଶକ୍ତିଶାଳୀ ପାସପୋର୍ଟ ଦେଶମାନଙ୍କର ଲିଷ୍ଟ ପ୍ରକାଶ ପାଇଛି । ଆଉ ଏଥିରେ ଲଗାତାର ତୃତୀୟ ଥର ପାଇଁ ଜାପାନ ଟପ ପୋଜିସନ ହାସଲ କରିଛି ।…

ବ୍ରହ୍ମଗିରିରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ: କହିଲେ, ଆପଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ମୋ ସରକାର…

କନକ ବ୍ୟୁରୋ: ଆଜି ପୁରୀ ଜିଲ୍ଲାବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମଗିରି କେରାଣ୍ଡିଆ ପଡିଆରେ ସ୍ୱତନ୍ତ୍ର କର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

କୋର୍ଟରେ ହାଜର ହେଲେ ଆରୟନ ଖାନ: ପୁଣି ୪ଦିନର ରିମାଣ୍ଡ ମାଗିଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ

କନକ ବ୍ୟୁରୋ: ଡ୍ରଗ୍ସ କେସ୍ ମାମଲାରେ ଆଜି ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ପୁଅ ଆରୟନ୍ ଖାନ୍ଙ୍କୁ କୋର୍ଟରେ ହାଜର କରାଯାଇଛି । ଆଜି ଆରୟନଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଆରୟନଙ୍କ ସମେତ ୮ ଜଣଙ୍କୁ କୋର୍ଟରେ ହାଜର କରିଛି ଏନ୍ସିବି । ଆରୟନ ଖାନଙ୍କୁ ପୁଣି ୪ ଦିନର ରିମାଣ୍ଡ ମାଗିଲା…