Daily Archives

October 7, 2021

ଶେଷ ହୋଇନି କରୋନାର ୨ୟ ଲହର: ଆଗାମୀ ୩ ମାସ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

କନକ ବ୍ୟୁରୋ: କରୋନା ପାଇଁ ଆଗକୁ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଲେ ଏବେ ୩ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ଆମରୁ ସତର୍କ ରହିବାକୁ…

ଲଖୀମପୁର ମାମଲାରେ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଆକ୍ସନ ମୋଡରେ ୟୁପି ସରକାର । ୨ ଜଣଙ୍କୁ ଗିରଫ କରିବା ସହ ମନ୍ତ୍ରୀଙ୍କ…

କନକ ବ୍ୟୁରୋ : ଲଖିମପୁର ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଆକ୍ସନମୋଡକୁ ଆସିଛନ୍ତି ୟୁପି ସରକାର । ସୁପ୍ରିମକୋର୍ଟ, ନିଜ ଆଡୁ ମାମଲାକୁ ଗ୍ରହଣ କରି ଆଜି ଶୁଣାଣି କରିଥିଲେ । ଏବଂ ୟୁପି ସରକାରଙ୍କୁ ପ୍ରଶ୍ନ କରିଥିଲେ, ଏହି ମାମଲାରେ କାହା ବିରୋଧରେ ଅଭିଯୋଗ ଅଛି, କେତେ…

ଉତ୍ତରାରେ ସଡକ ଦୁର୍ଘଟଣା: ସାଇକେଲରେ ଯାଉଥିବା ବେଳେ ୩ ଜଣଙ୍କୁ ପିଟିଲା କାର୍, ଘଟଣାସ୍ଥଳରେ ଉତ୍ତେଜନା

କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠ ଉତ୍ତରା ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ୩ ଜଣ ସାଇକେଲ ଆରୋହୀ ଛାତ୍ରଙ୍କୁ ଧକ୍କା ଦେଇଛି। ଫଳରେ କାର୍‌ ଧକ୍କାର ସମ୍ମୁଖୀନ ହୋଇଥବା ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍‌ପିଟାଲରେ…

ଖେଳ ମଝିରେ ହୃଦୟ ଦିଆନିଆ: ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କଲେ ଚେନ୍ନାଇ ବୋଲର ଦୀପକ ଚହର

କନକ ବ୍ୟୁରୋ: ପଡିଆ ଭିତରେ ପ୍ରେମ ନିବେଦନ । ଷ୍ଟାଡିୟମ ଭିତରେ ପ୍ରେମିକାଙ୍କୁ ପ୍ରପୋଜ କଲେ ଚେନ୍ନାଇର ପେସ ବୋଲର ଦୀପକ ଚହର । ଆଜିର ଚେନ୍ନାଇ ପଞ୍ଜାବ ମ୍ୟାଚରେ ଏମିତି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଜିର ମ୍ୟାଚ…

ମିଳିଲାନି ବେଲ୍, ଜେଲ ଗଲେ ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ

କନକ ବ୍ୟୁରୋ: ଆଜି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ବେଲ ନାମଞ୍ଜୁର ହୋଇଛି । ଫଳରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆରୟନ ଖାନଙ୍କ ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ହାଜତକୁ ପଠାଇ ଦିଆଯାଇଛି । ଆସନ୍ତାକାଲି ଆରୟନ ଖାନଙ୍କ ବେଲ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ ।…

‘କର ବା ମର’ ମ୍ୟାଚରେ ଟସ୍ ଜିତିଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରିବ କୋଲକାତା ।

କନକ ବ୍ୟୁରୋ : ଶାରଜାହା କ୍ରିକେଟ୍ ଷ୍ଟାଡିୟମରେ ଆଉ କିଛି ସମୟ ପରେ ହେବ ଦମଦାର ଟକ୍କର । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରିବ କୋଲକାତା ନାଇଟ୍ ରାଇଡର୍ସ ।