Daily Archives

October 4, 2021

ସମ୍ବାଦ ଓ କନକ ନ୍ୟୁଜର ସ୍ୱନକ୍ଷତ୍ର ଉତ୍ସବ । ସ୍ମୃତି ବଖାଣିଲେ ସୁନା ପୁଅ ପ୍ରମୋଦ ଭଗତ ।

କନକ ବ୍ୟୁରୋ: ଆଜି ନିଜର ଜନ୍ମଦିନ ପାଳନ କରୁଛି ରାଜ୍ୟର ଏକ ନମ୍ବର ଖବରକାଗଜ ସମ୍ବାଦ ଓ ଟେଲିଭିଜନ ଚ୍ୟାନେଲ କନକ ନ୍ୟୁଜ୍ । ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇଛନ୍ତି ଓଡିଆ ପୁଅ ତଥା ପାରା ଅଲିମ୍ପିୟାନ୍ ପ୍ରମୋଦ ଭଗତ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜର ପିଲାଦିନର…

ଆଇପିଏଲ ଟକ୍କର: ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ  

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ଦିଲ୍ଲୀ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଚେନ୍ନାଇ । ଉଭୟ ଦଳ ଏହି ମ୍ୟାଚ ଜିତି ପ୍ରଥମ ସ୍ଥାନରେ ରହିବାକୁ ଜୋରଦାର ପ୍ରୟାସ କରିବେ ।…

ସମ୍ବଲପୁରରେ ଅଘଟଣ: ମହାନଦୀରେ ଭାସିଗଲେ ବାପା, ପୁଅ, ଝିଅ

କନକ ବ୍ୟୁରୋ: ସମ୍ବଲପୁର ଦଳେଇପଡ଼ା ଘାଟରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଗୋଟିଏ ପରିବାରର ୩ ପିଲା ଓ ବାପା ମହାନଦୀରେ ଭାସିଯାଇଛନ୍ତି । ତେବେ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ପୁଅ (୧୫ ବର୍ଷ)କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ବାପା ଓ ଝିଅଙ୍କ ଉଦ୍ଧାର…

ଆରୟନଙ୍କୁ ମିଳିଲାନି ଜାମିନ: ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ନେଲା ଏନସିବି

କନକ ବ୍ୟୁରୋ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ମିଳିଲାନି ଜାମିନ । ୭ ଅକ୍ଟୋବର ଯାଏଁ ଆରୟନ ଖାନଙ୍କୁ ରିମାଣ୍ଡରେ ନେଲା ଏନସିବି । ଏବେ ଏନସିବି କଷ୍ଟଡିରେ ରହିବେ ଆରୟନ । ଆରୟନଙ୍କ ସହ ଅରବାଜ ଓ ମୁନମୁନ ମଧ୍ୟ ୭ ଅକ୍ଟୋବର ଯାଏଁ ରିମାଣ୍ଡରେ ରହିବେ । କ୍ରୁଜରେ ଡ୍ରଗ୍ସ…

ଗ୍ୟାଙ୍ଗଷ୍ଟର ହାଇଦରର ପୁଅକୁ ଆଜୀବନ କାରାଦଣ୍ଡ: ମୁନ୍ନାକୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ  

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନ୍ନାକୁ ଆଜୀବନ କାରାଦଣ୍ଡ । ଆଳିରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ । ୧୧ବର୍ଷ ଧରି ବିଚାରଧିନ କଏଦୀ ଭାବେ ଜେଲରେ ଥିଲା ମୁନ୍ନା । ଗ୍ୟାଙ୍ଗଷ୍ଟର ହାଇଦରର ବଡ ପୁଅ ସେକ କାଦିର ଓରଫ ମୁନ୍ନାକୁ ଆଜୀବନ…

ସମୁଦ୍ର ଭିତରେ ଚାଲିଥିଲା ଡ୍ରଗ୍ସ ପାର୍ଟି । ଅତର୍କିତ ଚଢାଉ କଲା ଏନସିବି । ଜାଣନ୍ତୁ, ଏହି ଅପରେସନରେ ସାମିଲ ଥିଲେ…

କନକ ବ୍ୟୁରୋ: ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ଉପରେ ଅତର୍କିତ ଚଢାଉ କରିଥିଲା ନାର୍କୋଟିକ୍ସ କ ଣ୍ଟ୍ରୋଲ ବ୍ୟୁରୋ । ଏହି କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ନେଇ ଏନସିବି ପାଖରେ ପକ୍କା ସୂଚନା ଥିଲା । ଯେଉଁଥିପାଇଁ ଯାତ୍ରୀଙ୍କ ବେଶରେ ଯାଇ ଏହି କ୍ରୁଜ୍ ଉପରେ ଚଢାଉ କରିଥିଲେ…