Daily Archives

October 1, 2021

ପିପିଲିରେ କିଏ ମାରିବ ବାଜି? ସାଧାରଣ ନିର୍ବାଚନ ଅପେକ୍ଷା ଉପ ନିର୍ବାଚନରେ ବଢିଲା ଭୋଟ ଦାନ ହାର । 

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏଥର ପିପିଲି ଉପନିର୍ବାଚନରେ ମହିଳାଙ୍କ ଭୋଟ ଦାନ ହାର ୧.୬୯ ପ୍ରତିଶତ ବଢ଼ିଛି  । ଖାଲି ସେତିକି ନୁହେଁ, ମୋଟ ଭୋଟ ଦାନ ହାର ମଧ୍ୟ ୨% ପ୍ରତିଶତ ବଢ଼ି ୭୮.୨୫%ରେ ପହଁଚିଛି । ତେବେ ଅଧିକ ସଂଖ୍ୟାରେ ମହିଳାଙ୍କ ଭୋଟ ଦାନ ହାର କାହା ସପକ୍ଷରେ ଯିବ?…

ଅରିନ୍ଦମଙ୍କ ମୃତ୍ୟୁ ପରେ ସୋସିଆଲ୍ ମିଡିଆରେ ବୁଲୁଛି ମିଛ ଖବର । ପଢନ୍ତୁ, କଣ କହିଲେ ଅରିନ୍ଦମଙ୍କ ଭଉଣୀ…

କନକ ବ୍ୟୁରୋ: ଯୁବ ସାମ୍ବାଦିକ ଅରିନ୍ଦମ ଦାସ ମୃତ୍ୟୁ ଘଟଣାରେ ଆଜି ଅରିନ୍ଦମଙ୍କ ପରିବାର ଲୋକେ ଏକ ଟୁଇଟ କରି, ସୋସିଆଲ ମିଡିଆରେ ଚାଲିଥିବା ଅପପ୍ରଚାରକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ଫେସବୁକରେ ଜଣେ ଲୋକ ତାଙ୍କ ପରିବାରକୁ ଟଙ୍କା ଦରକାର କହି ଟଙ୍କା ସଂଗ୍ରହ ପାଇଁ ଭିଡିଓ ଜାରି…

ତାଲିବାନ ସମର୍ଥନରେ ବାହାରିଲେ ପୂର୍ବତନ ଷ୍ଟାର କ୍ରିକେଟର, ପ୍ରଂଶସାରେ ପୋତି ପକାଇଲେ । 

କନକ ବ୍ୟୁରୋ  :  ବିଶ୍ୱର ଅଧିକାଂଶ ଦେଶ ତାଲିବାନ ସରକାରକୁ ମାନ୍ୟତା ଦେଉନଥିବା ବେଳେ ଆଫଗାନିସ୍ତାନର ସ୍ଥିତି ଉପରେ ନଜର ରଖିଛନ୍ତି । ତାଲିବାନର କଠୋର ଶାସନ ଆଇନ ପାଇଁ ଅଧିକାଂଶ ଦେଶ ତାଲିବାନ ସରକାରକୁ ବିଶ୍ୱାସକୁ ନେଇପାରୁନାହାନ୍ତି । କିନ୍ତୁ ଏଭଳି ସ୍ଥିତିରେ ଆଫଗାନିସ୍ତାନ କ୍ରିକେଟ…

ପୋଷା କୁକୁରକୁ ହେଲା ଅଜଣା ରୋଗ: ରାସ୍ତାରେ ଫୋପାଡି ଚାଲିଗଲା ମାଲିକ

କନକ ବ୍ୟୁରୋ: ଆମେ ଅନେକ ସମୟରେ ଦେଖିଛେ କୁକୁର ଓ ମଣିଷଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଥାଏ । ମାଲିକ ତା କୁକୁରର ବହୁତ ଯତ୍ନ ନେଇଥାଏ, ସେହିପରି ପୋଷା କୁକୁରଟି ମଧ୍ୟ ତା ମାଲିକର ସବୁ କଥା ମାନିଥାଏ । ଆଉ ବହୁତ ବିଶ୍ୱସ୍ତ ମଧ୍ୟ ହୋଇଥାଏ । ହେଲେ ବର୍ତ୍ତମାନ ଏମିତି ଏକ ଖବର ଆସିଛି ଯାହା…

ଅଧା ଆଇପିଏଲରୁ କାହିଁକି ଦଳ ଛାଡିଲେ କ୍ରିସ୍ ଗେଲ? ଜାଣନ୍ତୁ, ଏହା ପଛର କାରଣ…

କନକ ବ୍ୟୁରୋ: ଅଧା ଆଇପିଏଲରୁ ପଞ୍ଜାବକୁ ଲାଗିଛି ବଡ ଝଟକା । ସିକ୍ସର କିଙ୍ଗ୍ କ୍ରିସ୍ ଗେଲ ଚଳିତ ଆଇପିଏଲରେ ଖେଳିବେନି ଆଉ କୌଣସି ମ୍ୟାଚ୍ । ବହୁ ଦିନ ଧରି ବାୟୋ ବବଲରେ ରହିବା ପରେ ହଠାତ୍ ଏପରି ନିଷ୍ପତ୍ତି ନେଇଛନ୍ତି ଏହି କାରବିଆନ୍ ଖେଳାଳି । ହେଲେ ଆଇପିଏଲ୍ ମଝିରେ ଏପରି କାହିଁକି…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ୪ ଜଣଙ୍କର ଚାଲିଗଲା ଜୀବନ, ୧୦ରୁ ଅଧିକ ଆହତ ।

କନକ ବ୍ୟୁରୋ : ଉତ୍ତରପ୍ରଦେଶର ସାମଲି ଜିଲ୍ଲାର ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଏହି ଭୟଙ୍କର ବିସ୍ଫୋରଣରେ ୪ ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଯେଉଁମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…