Daily Archives

October 1, 2021

କୋଭିଡ୍ କଟକଣା ନେଇ ୟୁକେକୁ ଭାରତର ପାଲଟା ଜବାବ । ୟୁକେରୁ ଭାରତ ଆସୁଥିବା ନାଗରିକଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିବ…

କନକ ବ୍ୟୁରୋ: ବ୍ରିଟେନ ସରକାରକୁ ପାଲଟା ଜବାବ ଦେଲା ଭାରତ । ବ୍ରିଟେନ ସରକାର ଭାରତୀୟ ଯାତ୍ରୀଙ୍କ ପାଇଁ ଲାଗୁ କରିଥିବା କୋଭିଡ୍ ଗାଇଡଲାଇନକୁ ଦେଖି ଭାରତ ମଧ୍ୟ ବ୍ରିଟେନ ଯାତ୍ରୀଙ୍କ ପାଇଁ ସେହିପରି ନିୟମ ଲାଗୁ କରିଛି । ବ୍ରିଟେନ ଯାତ୍ରୀଙ୍କ ପାଇଁ ଏଣିକି ଭାରତ ଆସିଲେ ମାନିବାକୁ ପଡିବ…

ଯଦି ଜେଏନୟୁ ନଥାନ୍ତା…ମୁଁ ଦିଲ୍ଲୀର କେଉଁ ହୋଟେଲରେ ପ୍ଲେଟ୍ ସଫା କରୁଥାନ୍ତି । ପଢନ୍ତୁ, ଏପରି କାହିଁକି କହିଲେ…

କନକ ବ୍ୟୁରୋ: “ଯଦି ଜେଏନୟୁ ନଥାନ୍ତା, ତେବେ ମୁଁ ଦିଲ୍ଲୀର କେଉଁ ହୋଟେଲରେ ପ୍ଲେଟ୍ ସଫା କରୁଥାନ୍ତି । ଏହା କେବଳ କଂଗ୍ରେସ କାରଣରୁ ସମ୍ଭବ ହୋଇଛି; କାହିଁକି ନାଁ କଂଗ୍ରେସ ପାର୍ଟି ସବୁବେଳେ ଜନମଙ୍ଗଳକୁ ଗୁରୁତ୍ୱ ଦେଇଆସିଛି । ଏହାକୁ ଦେଖି ହିଁ ମୁଁ କଂଗ୍ରେସରେ ସାମିଲ ହୋଇଛି । ବିଜେପି…

କରୋନା ଲକଡାଉନ୍ ବଢାଇଛି ମାନସିକ ରୋଗ । ଏମ୍ସରେ ନିଶା ଜନିତ ମାନସିକ ରୋଗୀ ୨୦% ବୃଦ୍ଧି ।

କନକ ବ୍ୟୁରୋ: କରୋନା ମହାମାରୀ କାଳରେ ଅତ୍ୟଧିକ ସତର୍କତା, ଲକଡାଉନ ସମୟର ଅବସର କିମ୍ବା ଚାକିରି ଚାଲିଯିବା ଭଳି ମାନସିକ ଚାପ ଯୋଗୁଁ ବିଶ୍ୱବ୍ୟାପୀ ମାନସିକ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ଚିକିତ୍ସା ବିଜ୍ଞାନର ଚିନ୍ତା ବଢିଯାଇଛି । ତେବେ ନଜର…

ମୁଣ୍ଡ ବିନା ଶରୀରର ଲାଭ କଣ? ସେନାପତି ନଥିଲେ ଲଢେଇ କିଭଳି ହେବ? କଂଗ୍ରେସକୁ ସାମନାରେ ବାଣ ମାରିଲା ଶିବସେନା ।

କନକ ବ୍ୟୁରୋ : କଂଗ୍ରେସକୁ ନେଇ ବଡ କଥା କହିଛି ଶିବସେନା । କଂଗ୍ରେସ ଦଳର ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଆବଶ୍ୟକ ବୋଲି ଶିବସେନା ପକ୍ଷରୁ କୁହାଯାଇଛି ଜ୍ଝ ଶିବସେନା ପକ୍ଷରୁ କୁହାଯାଇଛି ଯେ ପଞ୍ଜାବରେ ରାଜନୈତିକ ସଙ୍କଟ ପାଇଁ କଂଗ୍ରେସରେ ନେତୃତ୍ୱ ଦ୍ୱନ୍ଦ୍ୱ ସହ ବିଜେପି ମଧ୍ୟ ଦାୟୀ । ଯଦିଓ…

ଓଡିଆ ଭାଷାକୁ ଉପେକ୍ଷା ଅଭିଯୋଗ ଭିତରେ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଚିଠି । ପଢନ୍ତୁ, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ କ’ଣ…

କନକ ବ୍ୟୁରୋ: ପଡୋଶୀ ଝାଡଖଣ୍ଡରେ ଓଡିଆ ଭାଷାକୁ ଅବହେଳା ନେଇ ଅଭିଯୋଗ ଭିତରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ଶିକ୍ଷାନୀତି ୨୦୨୦ରେ ଥିବା ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ସହ ଝାଡଖଣ୍ଡରେ ଓଡିଆ ଭାଷାଭାଷୀ…

କରୋନା ପାଇଁ ଆସୁଛି ଟାବଲେଟ ‘ମୋଲୁନ-ପିରାଭିର’: ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଆମେରିକୀୟ କମ୍ପାନୀ

କନକ ବ୍ୟୁରୋ: ପ୍ରଥମଥର ପାଇଁ କରୋନା ଚିକିତ୍ସା ଲାଗି ଆସୁଛି ଟାବଲେଟ୍ । ଟାବଲେଟର ନାଁ ମୋଲୁନ-ପିରାଭିର । ଏହି ନାଁରେ ଟାବଲେଟ ଆଣୁଛି ଆମେରିକୀୟ କମ୍ପାନୀ । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ପ୍ରସ୍ତୁତକାରୀ କମ୍ପାନୀ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଟାବଲେଟ ବେଶ ପ୍ରଭାବୀ…