Daily Archives

September 30, 2021

ଭୁବନେଶ୍ୱର କ୍ଲବ ନିର୍ବାଚନ ପରେ ମୁଣ୍ଡ ଟେକିଲା ବିବାଦ । ପ୍ରାଇଭେଟ୍ କମ୍ପାନୀ ଭାବେ ପଞ୍ଜିକୃତ ହୋଇଛି ଭୁବନେଶ୍ୱର…

କନକ ବ୍ୟୁରୋ: ଦୀଘ ର୍ବର୍ଷ ପରେ ନିର୍ବାଚନ ହୋଇଥିବାରୁ ଚର୍ଚ୍ଚାରେ ଥିବା ଭୁବନେଶ୍ୱର କ୍ଲବର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ନେଇ ଉଠିଛି ପ୍ରଶ୍ନ । ସରକାରୀ ଚାକିରିରେ ଥାଇ କିଭଳି ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ଭାବେ ପଞ୍ଜୀକରଣ ହୋଇଥିବା ଭୁବନେଶ୍ୱର କ୍ଲବର ଦାୟିତ୍ୱରେ ରହିବେ, ସେନେଇ…

ଝାଡଖଣ୍ଡରୁ ଓଡିଆ ଭାଷାର ମାନ୍ୟତା ହଟିବା ପ୍ରସଙ୍ଗ: ଗଣଶିକ୍ଷାମନ୍ତ୍ରୀ କହିଲେ ଝାଡଖଣ୍ଡ ସରକାରଙ୍କୁ ଲେଖିବେ ଚିଠି

କନକ ବ୍ୟୁରୋ: ଓଡିଆ ପିଲାଙ୍କ ଭବିଷ୍ୟତ କଣ ହେବ । ଝାଡଖଣ୍ଡରେ ଓଡିଆକୁ ଦ୍ୱିତୀୟ ଭାଷାର ମାନ୍ୟତାରୁ ବାଦ ଦିଆଯିବା ପରେ ଏଭଳି ପ୍ରଶ୍ନ ସାମ୍ନାକୁ ଆସିଛି । ନିଷ୍ପତିକୁ ନେଇ ବିରୋଧ ବଢିବା ପରେ ରାଜ୍ୟ ସରକାର ବି ତତ୍ପରତା ପ୍ରକାଶ କରିଛନ୍ତି । ଝାଡଖଣ୍ଡରେ ଓଡିଆ ସମେତ ୧୦ଟି ଭାଷାକୁ ଦ୍ୱିତୀୟ…

ଗାଦି ବଞ୍ଚାଇବା ପାଇଁ ଦିଦିଙ୍କ ଅଗ୍ନିପରୀକ୍ଷା । ଇଭିଏମରେ ସିଲ୍ ହେଲା ମମତା ବାନାର୍ଜୀଙ୍କ ଭାଗ୍ୟ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗର ତିନି ବିଧାନସଭା ଆସନ ପାଇଁ ଶେଷ ହୋଇଛି ମତଦାନ । ଭବାନୀପୁର, ସମସେରଗଞ୍ଜ ଓ ଜଙ୍ଗିପୁରରେ ନିଜ ନିଜ ପ୍ରିୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ଜନତା । ତିନି ଆସନ ମଧ୍ୟରୁ ଭବାନୀପୁର ବିଧାନସଭା ଆସନ ଉପରେ ସମସ୍ତଙ୍କର ନଜର ରହିଛି । ଏହି ଆସନରୁ ମୁଖ୍ୟମନ୍ତ୍ରୀ ମମତା…

ଅକ୍ଟୋବର ଗାଇଡଲାଇନରେ ବାଣ ଉପରେ ରୋକ୍ । ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା ।

କନକ ବ୍ୟୁରୋ: ପାର୍ବଣ ସମୟରେ ରାଜ୍ୟରେ ଫୁଟି ପାରିବନି ବାଣ । ଜନସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଅକ୍ଟୋବର ଗାଇଡଲାଇନରେ ଏଭଳି ନିୟମ ଆଣିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ପୂଜା ସମୟରେ ବାଣର ବିକ୍ରି ଓ ଫୁଟାଇବା ଉପରେ ସରକାର କଟକଣା ଜାରି ରଖିଛନ୍ତି ।  ଖାଲି ସେତିକି ନୁହେଁ, ପାର୍ବଣ ସମୟରେ…

କିଏ ହେବ ପିପିଲିର ବିଧାୟକ ? ଇଭିଏମରେ ସିଲ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ, ୩ରେ ଆସିବ ଫଳାଫଳ ।

କନକ ବ୍ୟୁରୋ: ପ୍ରଦୀପ ମହାରଥୀଙ୍କ ପରେ କିଏ ହେବ ପିପିଲିର ବିଧାୟକ? କିଏ ବିଧାନସଭାରେ ପିପିଲିକୁ ପ୍ରତିନିଧିତ୍ୱ କରିବ? ଏସବୁ ପ୍ରଶ୍ନ ଭିତରେ ଆଜି ଉପ ନିର୍ବାଚନ ଭୋଟ ଦେଇ ସେମାନଙ୍କ ନେତା ବାଛିଛନ୍ତି ପିପିଲିବାସୀ । ତେବେ କରୋନା ଭୟ ରହିଥିଲେ ବି ବହୁସଂଖ୍ୟାରେ ପିପିଲି ଭୋଟର ନିଜର…

ଘାତକ ସାଜିଲା ମୋବାଇଲ୍ ଗେମ୍ । ଫ୍ରି ଫାୟାର ଖେଳିବାକୁ ମା’ ମନା କରିବାରୁ ଆତ୍ମହତ୍ୟା କଲେ ନବମ ଶ୍ରେଣୀର ଛାତ୍ର ।

କନକ ବ୍ୟୁରୋ: ମୋବାଇଲ ଗେମ୍ ପାଇଁ ଚାଲିଗଲା ଜୀବନ । ପରିବାର ଲୋକ ଗେମ୍ ଖେଳିବାକୁ ମୋବାଇଲ ଦେଲେ ନାହିଁ ଆଉ ଏହାକୁ ନେଇ ଅସନ୍ତୁଷ୍ଟ ନାବାଳକ ଆତ୍ମହତ୍ୟା କରିଦେଇଥିବାର ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରୁ । ସୂଚନା ଅନୁସାରେ…