Daily Archives

September 29, 2021

ଭାରତ ସହ ସମ୍ପର୍କ ସୁଧାରିବାକୁ ପ୍ରୟାସ କରୁଛି ତାଲିବାନ: ଚିଠିରେ ଏମିତି କଥା ଲେଖିଲେ ତାଲିବାନ ମୁଖପାତ୍ର

କନକ ବ୍ୟୁରୋ: ଆଫଗାନିସ୍ତାନକୁ ବିମାନ ଚଳାଚଳ କରିବା ପାଇଁ ଭାରତକୁ ଚିଠି ଲେଖିଲା ତାଲିବାନ । କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସମସ୍ତ ପ୍ରକାରର ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ତାଲିବାନ ଭାରତକୁ ଚିଠି ଲେଖି ଯୋଗାଯୋଗ କରିଛି । ତାଲିବାନ ଭାରତ ସହ ଅନ୍ୟ ରାଷ୍ଟ୍ର ଗୁଡିକୁ ମଧ୍ୟ ଚିଠି…

ଆତଙ୍କୀ ଖୋଲିଲା ପାକର ପୋଲ୍: କହିଲା, ପ୍ରଶିକ୍ଷଣ ଦେଇଥିଲା ପାକିସ୍ତାନର ଆଇଏସଆଇ 

କନକ ବ୍ୟୁରୋ: ଭାରତରେ ଆତ୍ମଘାତି ଆକ୍ରମଣ କରିବା ପାଇଁ ଅନେକ ପ୍ରକାରର ଉଦ୍ୟମ କରୁଛି ପାକିସ୍ତାନ । ଯୁବକଙ୍କୁ ଟ୍ରେନିଙ୍ଗ ସହ ମୋଟା ଅଙ୍କର ଟଙ୍କା ଦେଉଛି ପାକିସ୍ତାନି ଆତଙ୍କି ସଂଗଠନ  । ଆଉ ଏହି ସବୁ ସତ ଉପରୁ ଏବେ ପରଦା ଉଠିଛି । ମଙ୍ଗଳବାର ସେନା ହାତରେ ଧରା ପଡିଥିବା ୧୯ ବର୍ଷିୟ ଆତଙ୍କୀ…

ଚୀନରେ ଭୟଙ୍କର ବିଦ୍ୟୁତ ସଂକଟ: ବଡ ବଡ ସହରରେ ହେଉଛି ପାୱାର କଟ୍, ଅନ୍ଧାରରେ ଦିନ କାଟୁଛନ୍ତି ଲୋକେ

କନକ ବ୍ୟୁରୋ: ଚୀନର ଉତର-ପୂର୍ବ ଅଂଚଳରେ ଆରମ୍ଭ ହୋଇଥିବା ବିଦ୍ୟୁତ ସଂକଟ ଏବେ ଉକ୍ରଟ ରୂପ ନେବାରେ ଲାଗିଲାଣି । ଘରେ ଘରେ ବିଜୁଳି କାଟ ହେବା ସହ ବଡ ବଡ କାରଖାନା ଗୁଡିକରେ ମଧ୍ୟ ଉତ୍ପାଦନ ଠପ୍ ହୋଇଛି । ବଡ ବଡ ସହର ଗୁଡିକରେ ବିଜୁଳି ଅପଚୟ ରୋକିବାକୁ ପାୱାର କଟ୍ ସହ ଦୋକାନ, ବଜାର ମଲ ଗୁଡିକୁ…

ବିପର୍ଯ୍ୟୟ ମୁକାବିଲାର ମାଷ୍ଟର ବନିଲା ଓଡ଼ିଶା । ଅନ୍ୟ ରାଜ୍ୟଙ୍କୁ ପଢାଉଛି ପାଠ ।

କନକ ବ୍ୟୁରୋ : ଓଡ଼ିଶା ଶିଖାଇବ ବିପର୍ଯ୍ୟୟ ପରିଚାଳନା ପାଠ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ ମଡ଼େଲ ପାଲଟିଛି । ଓଡ଼଼ିଶାର ମଡ଼େଲକୁ ଆପଣେଇଲେ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହ ଜିରୋ କାଜୁଆଲିଟି ପାଇଁ ପ୍ରଶଂସା ସାଉଁଟିଥିବା…

ପରଦାକୁ ଫେରିଲେ ଜେମ୍ସ ବଣ୍ଡ: ଗୁରୁବାର ଭାରତରେ ରିଲିଜ୍ ହେବ ହଲିଉଡ୍ ଫିଲ୍ମ ‘ନୋ ଟାଇମ୍ ଟୁ ଡାଏ’

କନକ ବ୍ୟୁରୋ: ଗୁରୁବାର ବଡ ପରଦାକୁ ଆସିବାକୁ ଯାଉଛି ଜେମ୍ସ ବଣ୍ଡ ସିରିଜର ବହୁ ପ୍ରତିକ୍ଷିତ ଫିଲ୍ମ ନୋ ଟାଇମ ଟୁ ଡାଏ । ତେବେ ଲଣ୍ଡନ ଆର୍ଲବର୍ଟ ସିନେମା ହଲରେ ଏହାର ପ୍ରିମିୟର ଅନୁଷ୍ଠିତ ହୋଇ ସାରିଛି । ଏହି ଫିଲ୍ମ ରେ ଜେମସ ବଣ୍ଡଙ୍କ ଭୁମିକାରେ ଡାନିଆଲ କ୍ରାଗ୍ ନଜର ଆସିବେ । ଫିଲ୍ମରେ…

ଦେଶରେ ରହିଛି ଏମିତି ଷ୍ଟେସନ: ଯାହାର ନାହିଁ କୌଣସି ନାଁ, ଜାଣନ୍ତୁ ଏହାର ପଛର କାରଣ

କନକ ବ୍ୟୁରୋ: ପ୍ରତିଦିନ ଅନେକ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ସେଥିପାଇଁ ଟ୍ରେନକୁ ଭାରତର ଜୀବନ ରେଖା ବୋଲି କୁହାଯାଏ । ଆଉ ଟ୍ରେନରେ ଯିବା ପାଇଁ ଆମେ ଟିକେଟ କରିଥାଉ । ଯେଉଁଥିରେ ଆମ ଯାତ୍ରା ଆରମ୍ଭ ଆଉ ଗନ୍ତବ୍ୟ ସ୍ଥଳର ଠିକଣା ଲେଖାଥାଏ । ଯାହାକୁ ଆମେ ଷ୍ଟେସନ କହିଥାଉ । ହେଲେ ଆପଣ…