Daily Archives

September 28, 2021

ପିଅନ ପଦବୀ ପାଇଁ ଆବେଦନ କଲେ ୧୫ ଲକ୍ଷ ଯୁବକ । ପାକିସ୍ତାନରେ ଏମିତି ଚାଲିଛି ନିଯୁକ୍ତି ସଙ୍କଟ ।

କନକ ବ୍ୟୁରୋ : ଗୋଟିଏ ପଦବୀ ପାଇଁ ଆବେଦନ କଲେ ୧୫ ଲକ୍ଷ ଆଶାୟୀ । ତେବେ ଏହା କୌଣସି ଏକ ବଡ଼ ପଦବୀ ନୁହେଁ, ବରଂ ପିଅନ ପଦବୀ ପାଇଁ ୧୫ ଲକ୍ଷରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ପାକିସ୍ତାନରୁ କିଛି ଏଭଳି ଚିତ୍ର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ହାଇକୋର୍ଟରେ ଏକ ପିଅନ ପଦ ପାଇଁ ଅତି…

ଭାରତୀୟ କ୍ରିକେଟରୁ ନେଲେ ସନ୍ୟାସ, ଆମେରିକାରେ କଲେ ଧୂଆଁଧାର ବ୍ୟାଟିଂ । ୧୩୨ ରନର ଦମଦାର ଇଂନିସ ଖେଳିଲେ ଉନ୍ମୁକ୍ତ…

କନକ ବ୍ୟୁରୋ: ୨୦୧୨ ମସିହା ଅଣ୍ଡର-୧୯ ବିଶ୍ୱକପ୍ ବିଜୟୀ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ନିକଟରେ ଭାରତୀୟ କ୍ରିକେଟରୁ ନିଜର ସନ୍ନ୍ୟାସ ଘୋଷଣା କରିଥିଲେ । ହେଲେ ଏବେ ସେ ଆମେରିକା କ୍ରିକେଟରେ ନିଜର ଜଲୱା ଦେଖାଇଛନ୍ତି । ଏକ ମ୍ୟାଚରେ ସେ ଧୂଆଁଧାର ୧୩୨ ରନର ଇଂନିସ ଖେଳିବା ସହିତ, ନିଜ ଟିମକୁ…

ମହିଳା ସଶକ୍ତିକରଣ ନେଇ ଆଗକୁ ବଢିଲା ସାଉଦି ଆରବ, ୨ ଟି ମସଜିଦରେ ୬୦୦ ମହିଳାଙ୍କୁ ମିଳିବ ଚାକିରୀ

କନକ ବ୍ୟୁରୋ : ମହିଳା ସଶକ୍ତିକରଣ ନେଇ ସାଉଦି ଆରବ ଗୁରୁତ୍ୱପ୍ରୂ୍ଣ୍ଣ ପଦକ୍ଷେପ ନେଇଛି । ହରମ ପ୍ରେସିଡେନ୍ସିରେ ୬୦୦ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ମହିଳାମାନଙ୍କୁ ୨ ଟି ବଡ ବଡ ମସଜିଦରେ ଭିନ୍ନ ଭିନ୍ନ କାମରେ ନିୟୋଜିତ କରାଯିବ ବୋଲି କୁହାଯାଇଛି । ଗଣମାଧ୍ୟମର ରିପୋର୍ଟ ମୁତାବକ…

ବିସ୍ଥାପିତଙ୍କୁ ମିଳୁନି ଘରଡିହ କି ଜମିପଟ୍ଟା । ଦୟନୀୟ ସ୍ଥିତିରେ ପାଲ ତଳେ ଜିଉଁଛନ୍ତି ଜୀବନ ।

କନକ ବ୍ୟୁରୋ : ଜୀବନର ସବୁଠାରୁ ବଡ ଦୁଃଖ ଭିଟାମାଟି ଛାଡିବାର ଦୁଃଖ । ଘର ଭାଙ୍ଗିଯିବା ପରେ ଖରା-ବର୍ଷାରେ ପାଲ ତଳେ ରାତି କାଟିବା ଯେ କେତେ କଷ୍ଟ ତାହା ଯିଏ ଅଙ୍ଗେ ନିଭାଇଛି ସେ ହିଁ ଜାଣିଛି । କେନ୍ଦୁଝର ଯୋଡାର କାନପୁର ବୃହତ ଜଳସେଚନ ପ୍ରକଳ୍ପ ପାଇଁ ଘର ଭାଙ୍ଗିବା ପରେ ଭଙ୍ଗା ଘରେ…

କୋଲକାତା ବୋଲିଂରେ ଘାଇଲା ହେଲା ଦିଲ୍ଲୀ । ଧାର୍ଯ୍ୟ କଲା ୧୨୮ ରନର ବିଜୟଲକ୍ଷ୍ୟ ।

କନକ ବ୍ୟୁରୋ : କୋଲକାତା ନାଇଟ୍ ରାଇଡର୍ସର ଘାତକ ବୋଲିଂ ଆଗରେ ଘାଇଲା ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ନିର୍ଦ୍ଧାରିତ ଓଭରରେ ଦିଲ୍ଲୀ ୯ଟି ୱିକେଟ୍ ହରାଇ ମାତ୍ର ୧୨୭ ରନ୍ କରିବାକୁ ସକ୍ଷମ ହୋଇଛି । ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ଦିଲ୍ଲୀ ଆଜି ବ୍ୟାଟିଂରେ ଫିକା ପ୍ରଦର୍ଶନ କରିଛି…

କଂଗ୍ରେସରେ ଯୋଗ ଦେଲେ କହ୍ନେୟା ଓ ଜିଗ୍ନେଶ । ରାହୁଲ ଉପସ୍ଥିତିରେ ଧରିଲେ କଂଗ୍ରେସ ‘ହାତ’ ।

କନକ ବ୍ୟୁରୋ : କଂଗ୍ରେସର ହାତ ଧରିଲେ କହ୍ନେୟା ଓ ଜିଗ୍ନେଶ । ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଗୁଜୁରାଟରୁ ସ୍ୱାଧୀନ ବିଧାୟକ ଥିବା ଜିଗ୍ନେଶ ମେୱାନି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ…