Daily Archives

September 28, 2021

ପଞ୍ଜାବ ପଲିଟିକ୍ସରେ କମ୍ପନ । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସିଦ୍ଧୁ, ବିଜେପି ଆଡକୁ ଢଳୁଛନ୍ତି କି…

କନକ ବ୍ୟୁରୋ : ନିର୍ବାଚନ ଆଗରୁ ଘର ସଜାଡିବା ପାଇଁ କଂଗ୍ରେସ କରୁଥିବା ରଣନୀତିକୁ ଝଟକା ଲାଗିଛି । ଯେତେବେଳେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ । ଅମରିନ୍ଦର ଓ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ଲଢେଇରେ ସିଦ୍ଧୁ ଆଗରେ ରହୁଥିବା ବେଳେ ଏବେ ଏକ ରୋଚକ ଦିଗ…

ସିଦ୍ଧୁଙ୍କ ପରେ ପଞ୍ଜାବ କଂଗ୍ରେସର ବିଦ୍ରୋହ, ଚନ୍ନୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ରାଜିଆ ସୁଲତାନା

କନକ ବ୍ୟୁରୋ : ଚନ୍ନୀ ମନ୍ତ୍ରୀମଣ୍ଡଳରେ ୨ ଦିନ ତଳେ ଶପଥ ନେଇଥିବା କ୍ୟାବିନେଟ ମନ୍ତ୍ରୀ ରାଜିଆ ସୁଲତାନା ଇସ୍ତଫା ଦେଇଛନ୍ତି । ନୂଆ ମନ୍ତ୍ରୀମଣ୍ଡଳରେ ତାଙ୍କ ପାନୀୟଜଳ, ସ୍ୱଚ୍ଛତା ଓ ମହିଳା ବାଳବିକାଶ ବିଭାଗର କ୍ୟାବିନେଟ ପାହ୍ୟା ମନ୍ତ୍ରୀପଦ ମିଳିଥିଲା । ସେ ଇସ୍ôତଫା ଦେବା ପରେ କହିଛନ୍ତି…

ଝାଡ଼ଖଣ୍ଡରେ କେହି ପଢିପାରିବେନି ଓଡିଆ । ଝାଡ଼ଖଣ୍ଡ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ । ସେପଟେ କୋଟିଆରେ ଲାଗିଛି ତେଲୁଗୁ…

କନକ ବ୍ୟୁରୋ : ଓଡ଼ିଶା ପାଇଁ ଚିନ୍ତା ବଢାଇଛନ୍ତି ପଡୋଶୀ ରାଜ୍ୟ । ୨୦୧୧ରେ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାର ଦେଇଥିବା ମାନ୍ୟତା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତିି । ଯାହାକୁ ନେଇ ଝାଡ଼ଖଣ୍ଡରେ ବିରୋଧ ଆରମ୍ଭ ହୋଇଯାଇଛି । ସେପଟେ ଓଡ଼ିଶା-ଆନ୍ଧ୍ର ସୀମା କୋଟିଆରେ ତେଲୁଗୁ ନାମଫଳକ…

କଂଗ୍ରେସରେ କାହିଁକି ସାମିଲ ହେଲେ କହ୍ନେୟା କୁମାର? ପଢନ୍ତୁ, ସାମ୍ବାଦିକ ସମ୍ମିଳନୀରେ କଣ କହିଲେ…

କନକ ବ୍ୟୁରୋ: ମଙ୍ଗଳବାର ଦେଶର ଚର୍ଚ୍ଚିତ ଯୁବ ନେତା ତଥା ଜେଏନୟୁର ପୂର୍ବତନ ଛାତ୍ର ସଭାପତି କହ୍ନେୟା କୁମାର କଂଗ୍ରେସରେ ସାମିଲ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କହ୍ନେୟା ଓ ଗୁଜରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମୱାନୀ ହାତ ଧରିଛନ୍ତି । ଆଉ ଦଳରେ ସାମିଲ ହେବା ପରେ କହ୍ନେୟା…

ଏମାନେ ପୃଥିବୀର ସବୁଠାରୁ ଭୟଙ୍କର ଜନଜାତି । ମଣିଷକୁ ହତ୍ୟା କରିବା ହେଉଛି ଏମାନଙ୍କର ମୁଖ୍ୟ ସଉକ

କନକ ବ୍ୟୁରୋ : ଦୁନିଆରେ ଅନେକ ରହସ୍ୟମୟ ଜନଜାତି ରହିଛନ୍ତି । ଏହି ଜନଜାତିଗୁଡିକ ନିଜର ପରମ୍ପରା, ଖାଦ୍ୟପେୟ ଓ ଚାଲି ଚଳଣୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଦୁନିଆରେ ରହୁଥିବା ଆଦିବାସୀ ପ୍ରଜାତିର ଜନଜାତି ଆଜି ବି ସେମାନେ ହଜରେ ବର୍ଷ ତଳର ପରମ୍ପରା ନିଭାଉଛନ୍ତି । ଏହି ଜନଜାତି…