Daily Archives

September 27, 2021

ସେବା କାର୍ଯ୍ୟକାରୀ ହେଲା, ଏପଟେ ଲମ୍ବିଲା ଅବ୍ୟବସ୍ଥାର ତାଲିକା । କାମ ଦେଉନି ସ୍ମାର୍ଟ କାର୍ଡ, ପଦାକୁ ଆସୁଛି ହେଲଥ…

କନକ ବ୍ୟୁରୋ : ଯୋଜନା ଘୋଷଣା ହେଲା ଗୋଟିଏ ଗୋଟିଏ ଜିଲ୍ଲାରେ କାର୍ଡ ବାଣ୍ଟିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବି କରାଗଲା । ହେଲେ ଏହାର ସୁଫଳ ହିତାଧିକାରୀ ପାଉଛନ୍ତି କି ନାହିଁ ତା ଉପରେ ସତେ ଯେମିତି ସ୍ୱାସ୍ଥ୍ୟ ବିଭାଗର ନଜର ନାହିଁ । ଗୋଟିଏ ଗୋଟିଏ ଜିଲ୍ଲାରୁ କାର୍ଡର ଅବ୍ୟବସ୍ଥା ନେଇ…

ଚାଷୀଙ୍କ ପାଇଁ ‘ଭାରତ ବନ୍ଦ’ । ଓଡ଼ିଶାରେ ପଡ଼ିଲା ବନ୍ଦର ଆଂଶିକ ପ୍ରଭାବ ।

କନକ ବ୍ୟୁରୋ : ଚାଷୀଙ୍କ ହକ୍ ପାଇଁ ଆନ୍ଦୋଳନ ଓ ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ରାଜ୍ୟରେ ୭ ରାଜନୈତିକ ଦଳ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଥିଲେ । ସାରା ରାଜ୍ୟରେ ଚାଷୀଙ୍କ ପାଇଁ ସ୍ୱର ଉଠିଥିଲା । କିନ୍ତୁ ଦିଲ୍ଲୀ ଭଳି ସ୍ଥାନରେ ଆନ୍ଦୋଳନ ଯୋଗୁଁ ଘଣ୍ଟା ଘଣ୍ଟା…

ପ୍ରତିଶ୍ରୁତିର ବର୍ଷା ଓ ପ୍ରଚାର ସାରି ନେତା ଛାଡିଲେ ପିପିଲି । ଉପନିର୍ବାଚନ ପାଇଁ ୩୦ରେ ପଡ଼ିବ ଭୋଟ ।

କନକ ବ୍ୟୁରୋ : ପ୍ରତିଶ୍ରୁତି ଓ ପ୍ରଚାରର ପର୍ବ ସରିଲା । ଏବେ ଭୋଟର ସମୟ । ଗତ ସାତ ଦିନ ଧରି ସରଗରମ ହୋଇଥିବା ପିପିଲି ରାଜନୀତିର ଉଷ୍ମ ମଇଦାନ ଥଣ୍ଡା ପଡିଛି । ୫ଟା ପରଠାରୁ ପ୍ରଚାର ସାରି ନେତା ଅଞ୍ଚଳ ଛାଡିଛନ୍ତି । ଆସନ୍ତା ୩୦ ତାରିଖ ଉପରେ ସମସ୍ତଙ୍କ ନଜର ଅଛି । ଯେତେବେଳେ ପିପିଲିବାସୀ…

ସେପ୍ଟେମ୍ବରରେ ବଢ଼ିଲାନି କରୋନା । ତୃତୀୟ ଲହରର ପଡ଼ିନପାରେ ବଡ଼ ପ୍ରଭାବ ।

କନକ ବ୍ୟୁରୋ : ପାଣ୍ଡାମିକ ନୁହେଁ ଏଣ୍ଡେମିକ ଷ୍ଟେଜରେ ପହଂଚି ଯାଇଛି କରୋନା । ଦେଶର ବିଶିଷ୍ଟ ଭୂତାଣୁବିତ ଦେଇଥିବା ବୟାନ ସମସ୍ତଙ୍କ ମନରେ ଆଶ୍ୱସ୍ତି ଭରିଦେଇଛି । ସେପ୍ଟେମ୍ବରରେ ତୃତୀୟ ଲହରର ପ୍ରଭାବ ଅନୁଭୁତ ହେବ ବୋଲି ଯେତେ ସବୁ ମଡେଲ ଦ୍ୱାରା ଆକଳନ କରାଯାଇଥିଲା, ତାର ଭିନ୍ନ ଏକ ଚିତ୍ର…

ବାତ୍ୟା ଗୁଲାବ ଆଣିପାରେ ଆଉ ଏକ ସାମୁଦ୍ରିକ ଝଡ଼ । ଓଡ଼ିଶାରେ ଛାପ ଛାଡି ହେଲା ଆରବସାଗର ମୁହାଁ

କନକ ବ୍ୟୁରୋ: ବାତ୍ୟା ଗୁଲାବ ଶ୍ରୀକାକୁଲମ ନିକଟରେ ଲ୍ୟାଣ୍ଡଫଲ କରିବା ପରେ ଦକ୍ଷିଣ ଓଡିଶା ଓ ଦକ୍ଷିଣ ଛତିଶଗଡରେ ପ୍ରଭାବ ପକାଇଛି । ଖାଲି ସେତିକି ନୁହେଁ ତେଲେଙ୍ଗାନାରେ ବି ବର୍ଷା କରିବା ପରେ ଆରବ ମହାସାଗର ଆଡକୁ ମୁହାଁଇଛି ବାତ୍ୟା ଗୁଲାବ । ଏହି ବାତ୍ୟାକୁ ନେଇ ଯେଉଁ ନୂଆ କଥା ସାମ୍ନାକୁ…