Daily Archives

September 26, 2021

ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର । ଗଜପତିର ୪୮ଟି ଗାଁରୁ ୩୪୦୦ ଲୋକଙ୍କୁ…

କନକ ବ୍ୟୁରୋ : ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଛୁଇଁବା ଆଗରୁ ସଜାଗ ହୋଇଛି ପ୍ରଶାସନ । ବର୍ତ୍ତମାନ ସମୟରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ୩୪୦୦ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ୪୮ଟି ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପଞ୍ଚାୟତ ଗୃହ ଓ…

ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ସର୍ମିଷ୍ଠା ମୁଖାର୍ଜୀ, କିହିଲେ କଂଗ୍ରେସର ସଦସ୍ୟ ହୋଇ…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି । ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ଦିବଙ୍ଗତ ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ଝିଅ ସର୍ମିଷ୍ଠା ମୁଖାର୍ଜୀ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଛନ୍ତି । ଏନେଇ ସେ ଘୋଷଣା କରିବା ବେଳେ କହିଛନ୍ତି କି ସେ ସକ୍ରିୟ…

ସ୍ଥଳଭାଗ ମୁହାଁ ଗୁଲାବ: ଗୋପାଳପୁରଠାରୁ ୧୦୦ କିଲୋମିଟର ଦୂରରେ ବାତ୍ୟା

କନକ ବ୍ୟୁରୋ: ସମୁଦ୍ରରୁ ଧିରେ ଧିରେ ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ-ପୂର୍ବ ଦିଗକୁ ୧୦୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି କଳିଙ୍ଗପଟନମର ପୂର୍ବ ଉତର-ପୂର୍ବ ଦିଗକୁ ୧୦୫ କିଲୋମିଟର ଦୂରରେ ରହିଛି ଗୁଲାବ । ସମୁଦ୍ରରେ ଏବେ ୩ ଘଂଟା…

ସମୁଦ୍ର ଭିତରେ ୨୪ କିମି ବେଗରେ ଆସୁଛି ବାତ୍ୟା ଗୁଲାବ । ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ।

କନକ ବ୍ୟୁରୋ: ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । ସମୁଦ୍ର ଭିତରେ ଏବେ ଧୀରେ ଧୀରେ ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ-ପୂର୍ବ ଦିଗକୁ ୧୦୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି କଳିଙ୍ଗପଟନମର ପୂର୍ବ…

ରେଳବାଇରେ ୩ ହଜାରରୁ ଅଧିକ ପଦରେ ଚାକିରି ସୁଯୋଗ । ବିନା ପରୀକ୍ଷାରେ ହେବ ଭର୍ତ୍ତି ।

କନକ ବ୍ୟୁରୋ : ରେଳବାଇରେ ଚାକିରି ପାଇବାର ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ୩ହଜାରରୁ ଅଧିକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ନର୍ଦନ ରେଲୱେର ରେଲୱେ ରିକ୍ରୁଟମେଣ୍ଟ ସେଲ ପାଖାପାଖି ୩୦୯୩ଟି ଅପ୍ରେଣ୍ଟିସ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି । ଏହି ପଦବୀ ପାଇଁ ଇଚ୍ଛୁକ ଥିବା…

ଚିକିଟି-ଛତ୍ରପୁର ଦେଇ ଅତିକ୍ରମ କରିବ ବାତ୍ୟା: ପୂର୍ବାନୁମାନ କଲା ସୋଆ 

କନକ ବ୍ୟୁରୋ: ବାତ୍ୟା ଚିକିଟି-ଛତ୍ରପୁର ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଉଛି । ସେହିପରି ଗୁଲାବ ପ୍ରଭାବରେ ୧୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା । ସୋଆ ପକ୍ଷରୁ ବାତ୍ୟାର ଗତିପଥକୁ ନେଇ ପୂର୍ବାନୁମାନ…