Daily Archives

September 26, 2021

ଆଇପିଏଲ ଟକ୍କର: ଟସ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର ଦଳ

କନକ ବ୍ୟୁରୋ: ଆଜିର ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁ ମୁହିଁ ହେବେ ବାଙ୍ଗାଲୋର ଓ ମୁମ୍ବାଇ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ, ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିବ ବାଙ୍ଗାଲୋର ଦଳ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ଲେ ଅଫରେ…

ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ରାତି ସାଢେ ୯ଟା ଯାଏଁ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।

କନକ ବ୍ୟୁରୋ: ଆରମ୍ଭ ହୋଇଛି ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ତେବେ ଆକଳନ ସମୟର ୩ ଘଣ୍ଟା ପୂର୍ବରୁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ତାଜା ସୂଚନା ମୁତାବକ, ଗୋପାଳପୁର-କଳିଙ୍ଗପଟ୍ଟନମ ମଧ୍ୟରେ ହିଁ ଏହା ଲ୍ୟାଣ୍ଡଫଲ୍ କରିବ । ଏହି…

‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ: ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ ପ୍ରକ୍ରିୟା

କନକ ବ୍ୟୁରୋ: ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ । ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା । କଳିଙ୍ଗପାଟ୍ଟନମ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବାତ୍ୟା ପ୍ରଭାବରେ ବର୍ଷା ଓ ପବନ ଜାରି । ପବନର ବେଗ ୭୫ରୁ ୮୫ କିଲୋମିଟର ରହିଛି । ଲ୍ୟାଣ୍ଡଫଲ୍…

ବାତ୍ୟା ନେଇ ନବୀନଙ୍କ ସହ କଥା ହେଲେ ମୋଦୀ: କହିଲେ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ

କନକ ବ୍ୟୁରୋ: ବାତ୍ୟା ପରିସ୍ଥିତି ନେଇ ନବୀନଙ୍କ ସହ କଥା ହେଲେ ମୋଦୀ । ଟ୍ୱିଟ କରି କଥା ହୋଇଥିବା ନେଇ ଦେଲେ ସୂଚନା । ମୋଦୀ ଟ୍ୱିଟ କରି ଲେଖିଛନ୍ତି, ବିପତ୍ତି ସାମ୍ନା କରିବାକୁ ସମସ୍ତ ସହଯୋଗ କରିବାକୁ ଆଶ୍ୱସ୍ତ କରିଛି । ସମସ୍ତ କୁଶଳ ମଙ୍ଗଳ ଓ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି । ତେବେ…

ମହାନଦୀର ଅକାତକାତ ପାଣିରୁ… ମୁଁ ଡଙ୍ଗାକୁ ଆଣିଥିଲି ଅରିନ୍ଦମ ଭାଇଙ୍କୁ

କନକ ବ୍ୟୁରୋ: କେମିତି ମୃତ୍ୟୁର ମହାନଦୀରେ ମୁଣ୍ଡଳି ନେଇଗଲା ଦୁଇ ଦୁଇଟି ମୁଣ୍ଡ । ବ୍ରିଜତଳେ ପିଟି କେମିତି ପ୍ରାଣ ନେଇଗଲା ମହାନଦୀ ପାଣି । ଯେତେବେଳେ ହାତୀ ଉଦ୍ଧାର ପାଇଁ ଓଡ୍ରାଫ ଟିମ ପାଣିରେ ଫସିଗଲା ଆଉ ଜୀବନ ବଞ୍ଚାଇବାକୁ ହାତ ଠାରି ହାରିଗଲେ ସାହସୀ ସାମ୍ବାଦିକ ଅରିନ୍ଦମ । ସେତେବେଳେ…

ଡରାଉଛି ବାତ୍ୟା ଗୁଲାବ, ଆସନ୍ତା କାଲି କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି

କନକ ବ୍ୟୁରୋ : ମାଡି ଆସୁଛି ବାତ୍ୟା ଗୁଲାବ । ଏହାର ଭୟାବହତାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସନ୍ତାକାଲି ପାଇଁ ରାଜ୍ୟର ୧୧ ଟି ଜିଲ୍ଲାର କଲେଜ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି । ଏହି କ୍ରମରେ ପୁରୀ, ଖୋର୍ଦ୍ଦା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା,…