Daily Archives

September 25, 2021

ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ । ସମୁଦ୍ର ଭିତରେ ଘଣ୍ଟାପ୍ରତି ୭ କିମି ବେଗରେ ଗତି କରୁଛି ବାତ୍ୟା ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ବାତ୍ୟାର ରୂପ ନେଇସାରିଛି । ବାତ୍ୟାର ରୂପ ନେଇସାରିବା ପରେ ସମୁଦ୍ର ଭିତରେ ବାତ୍ୟାଟି ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି । ଏନେଇ ଏବେ ତାଜା ଅପଡେଟ୍ ଦେଇଛି ପାଣିପାଗ ବିଭାଗ । ତେବେ ବଙ୍ଗୋପ ସାଗରର ପଶ୍ଚିମ ଦିଗ…

‘ଭାରତ ଆସନ୍ତୁ, ଭ୍ୟାକ୍ସିନ୍ ତିଆରି କରନ୍ତୁ’ । ମିଳିତ ଜାତିସଂଘରେ ଭ୍ୟାକ୍ସିନ୍ ନିର୍ମାତାମାନଙ୍କୁ ଏପରି ଆହ୍ୱାନ କଲେ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଏହି ଅବସରରେ ମୋଦୀ ଆଜି ମିଳିତ ଜାତିସଂଘରେ ନିଜର ଅଭିଭାଷଣ ରଖିଛନ୍ତି । ମୋଦୀ ନିଜର ଅଭିଭାଷଣରେ ଆଜି ଗଣତନ୍ତ୍ରଠୁ ଆରମ୍ଭ କରି ଭ୍ୟାକ୍ସିନ୍ ଓ ଆତଙ୍କବାଦ ଉପରେ ନିଜର ମତ ରଖିଛନ୍ତି । ତେବେ…

ଆସୁଛି ବାତ୍ୟା ‘ଗୁଲାବ୍’ । ରବିବାର ସନ୍ଧ୍ୟାରେ ସ୍ଥଳଭାଗରେ ହେବ ମାଡ଼, ଜାଣନ୍ତୁ କେଉଁ କେଉଁ ଜିଲ୍ଲାକୁ ରହିଛି ଅଧିକ…

କନକ ବ୍ୟୁରୋ : ବଙ୍ଗୋପସାଗରରେ ବାତ୍ୟା ଆସୁଛି । ପ୍ରଭାବରେ ରାଜ୍ୟରେ ବଡ଼ ବର୍ଷାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ ୬ ଘଣ୍ଟା ଭିତରେ ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଗଭୀର ଅବପାତ । ଏହା ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି । ଏହା…

ଜାତିସଂଘରେ ମୋଦିଙ୍କ ଅଭିଭାଷଣ । ନାଁ ନନେଇ ପାକିସ୍ତାନ ଉପରେ ବର୍ଷିଲେ, ଆତଙ୍କବାଦୀଙ୍କୁ ଅସ୍ତ୍ର ଭଳି ବ୍ୟବହାର…

କନକ ବ୍ୟୁରୋ : ଜାତିସଂଘ ମହାସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ । ଆତଙ୍କବାଦ ପ୍ରସଙ୍ଗରେ ବଡ ବୟାନ ରଖିଛନ୍ତି ମୋଦି । ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ କରିବା ସହ ମୋଦି କହିଛନ୍ତି, ବିଶ୍ୱରେ ଚରମପନ୍ଥୀଙ୍କ ସଂଖ୍ୟା ବଢୁଛି । ଆଫଗାନିସ୍ତାନରେ କଣ ସ୍ଥିତି ଅଛି ତାହା ପୂରା ବିଶ୍ୱ…

ହ୍ୱାଇଟ ହାଉସରୁ ୟୁଏନ ସମ୍ମିଳନୀ ପର୍ଯ୍ୟନ୍ତ ଭାରତ ଏମିତି ଜିତିଲା ବାଜି, ତାଲିବାନ ପକ୍ଷ ନେବାରୁ ପାକକୁ କଡା ଜବାବ୍

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଯଦି ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯିବ ତେବେ ଏହି ଗସ୍ତ ସଫଳ ହୋଇଥିବା ଜଣାପଡିଛି । ଆମେରିକାର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା…

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦବୋଧନ । ପଢନ୍ତୁ, କଣ କହିଲେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘରେ ଉଦବୋଧନ ଦେଇଛନ୍ତି । ନଜର ପକାନ୍ତୁ, ନିଜ ଅଭିଭାଷଣରେ କଣ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମିଳିତ ଜାତିସଂଘରେ ଅଭିଭାଷଣ ରଖି…