Daily Archives

September 25, 2021

କମ୍ପୁଛି ପିପିଲି ମୈଦାନ । ପ୍ରଚାର ଜୋରଦାର, ଭୋଟ ହାତେଇବାକୁ ଚାଲିଛି କସରତ ।

କନକ ବ୍ୟୁରୋ : ପିପିଲିରେ ଜମିଛି ଜୋରଦାର ପ୍ରଚାର । ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ ଓ ସମର୍ଥକ । ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି ନେତା ଓ ମନ୍ତ୍ରୀ । ବିଜେଡିର ଗଡ଼ କୁହାଯାଉଥିବା ପିପିଲିରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା…

ହ୍ୱାଇଟହାଉସରେ ମୋଦୀ-ବାଇଡେନ ଭେଟ । ମଜବୁତ ହେବ ଭାରତ-ଆମେରିକା ସଂପର୍କ…

କନକ ବ୍ୟୁରୋ: ଆମେରିକାର ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କ୍ୱାଡ ଶିଖର ସମ୍ମିଳନୀ ଆଗରୁ ଭାରତୀୟ ସମୟ ଶୁକ୍ରବାର ରାତିରେ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ମୋଦୀ । ଶୁକ୍ରବାର ରାତିରେ…

ନା ହାତୀ ବଞ୍ଚିଲା, ନା ବଞ୍ଚିଲା ଓଡ୍ରାଫ୍ ଯବାନଙ୍କ ଜୀବନ । ମୁଣ୍ଡଳି ଗଜ ଅପରେସନରେ ମିଳିଲା କ’ଣ ?

କନକ ବ୍ୟୁରୋ : ମୁଣ୍ଡଳି ଗଜ ଅପରେସନରେ ମିଳିଲା କ’ଣ । ନା ହାତୀ ଉଦ୍ଧାର ହେଲା ନା ହାତୀ ଅପରେସନରେ ସାମିଲ ହୋଇଥିବା ଓଡ୍ରାଫ୍ ଯବାନଙ୍କ ଜୀବନ ବଞ୍ଚିଲା । ମୁଣ୍ଡଳିର ବୋଟ୍ ଦୁର୍ଘଟଣା ପରେ ପୂରା ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଅଭିଜ୍ଞତା ନଥାଇ ବନ୍ୟପ୍ରାଣୀ ଉଦ୍ଧାର କରିବାକୁ କାହିଁକି…

ସାହସୀ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ । ବୈତରଣୀ କୂଳରେ ଶୋକାକୂଳ ପରିବେଶରେ ପୈତୃକ ଗାଁରେ ଦିଆଗଲା…

କନକ ବ୍ୟୁରୋ : ଖବରଦାତାରୁ ଖବର ବନିଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗାଁ ମାଟିରେ ଶୋକାକୂଳ ପରିବେଶରେ ବୈତରଣୀ କୂଳରେ ଜଳିଛି ଜୁଇ । ଯେଉଁ ଜୀବିକା ତାଙ୍କୁ ପରିଚୟ ଦେଇଥିଲା, ସେହି ଜୀବିକା ହିଁ ତାଙ୍କ ଜୀବନ ନେବ, କେହି କେବେ ଭାବିନଥିଲେ । ଗାଁର ସାହସୀ ପୁଅ…

ମମତାଙ୍କ ରୋମ ଯାତ୍ରାକୁ ମିଳିଲା ନାହିଁ ଅନୁମତି, ଏମିତି ପ୍ରତିକ୍ରିୟା ରଖିଲେ ଦିଦି

କନକ ବ୍ୟୁରୋ : ଇଟାଲୀର ରୋମ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଶାନ୍ତି ସମ୍ମିଳନୀରେ ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇ ପାରିବେ ନାହିଁ । ବିଦେଶ ମନ୍ତ୍ରଣାଳୟ ତରଫରୁ ତାଙ୍କ ରୋମ ଯାତ୍ରାକୁ ଅନୁମତି ଦିଆଯାଇ ନାହିଁ । କହିରଖୁ କି ଇଟାଲୀ ପକ୍ଷରୁ ବିଶ୍ୱ ଶାନ୍ତି…