Daily Archives

September 24, 2021

ଆରପାରିରେ ଜଣାଶୁଣା ଟିଭି ସାମ୍ବାଦିକ ଅରିନ୍ଦମ ଦାସ । ପଢନ୍ତୁ, ପାଣିର ସୁଅ ଭିତରେ କେମିତି ଗଲା ସାମ୍ବାଦିକଙ୍କ…

କନକ ବ୍ୟୁରୋ: ଓଡିଶା ସାମ୍ବାଦିକତା ଜଗତର ବେଶ ଜଣାଶୁଣା ଚେହେରା ଅରିନ୍ଦମ ଦାସ ଆଉ ନାହାନ୍ତି । ବାତ୍ୟା ହେଉ କି ବନ୍ୟା ସବୁବେଳେ ବିପଦସଙ୍କୂଳ ସ୍ଥାନରେ ରହି ଲୋକଙ୍କ ପାଖରେ ଆଗୁଆ ଖବର ପହଞ୍ଚାଇବାକୁ ସେ ଥିଲେ ତତ୍ପର । ହେଲେ ଆଜି ଖୁବ କମ ବୟସରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ…

ଆଇପିଏଲ ଟକ୍କର: ଟସ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ତେଣୁ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦଳ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ…

ପ୍ରକାଶ ପାଇଲା ଆଇଏଏସ ଫଳାଫଳ । ଶୁଭମ କୁମାର ଟପ୍ପର ।

କନକ ବ୍ୟୁରୋ : ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳାଫଳ ।  ଶୁଭମ କୁମାର ଆଇଏଏସ ଟପ୍ପର ହୋଇଥିବା ବେଳେ ଜାଗୃତି ଅୱସ୍ତି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅଙ୍କିତା ଜୈନ ତୃତୀୟ ସ୍ଥାନରେ ରହିଛନ୍ତି ।  ଶୁଭମ ଆଇଆଇଟି ବମ୍ବେରୁ ସିଭିଲି ଇଞ୍ଜିନିୟରିଂରେ ପାଠ୍ୟକ୍ରମ ଶେଷ କରିଥିବା ବେଳେ…

ଲଘୁଚାପ ନେଇପାରେ ବାତ୍ୟାର ରୂପ: ୨୬ରେ ସ୍ଥଳଭାଗ ଛୁଇଁବାର ଆଶଙ୍କା  

କନକ ବ୍ୟୁରୋ: ପୁଣି ଆସିପାରେ ବାତ୍ୟା । ଲଘୁଚାପ ୱେଲମାର୍କରେ ପରିଣତ ହୋଇଥିବା ବେଳେ ବାତ୍ୟା ନେଇ ଆଶଙ୍କା କରାଯାଉଛି । ୧୨ଘଂଟା ଭିତରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ୨୬ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି । ପୁରୀ ଓ ଗୋପାଳପୁର ମଧ୍ୟରେ ବାତ୍ୟା ଅତିକ୍ରମ…

୧୪ ବର୍ଷ ପୂର୍ବ ଆଜିର ଦିନରେ… । ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଚିତପଟାଙ୍ଗ ମାରିଥିଲା, ଭାରତ ବିଶ୍ୱବିଜୟୀ…

କନକ ବ୍ୟୁରୋ : ୨୪ ସେପ୍ଟେମ୍ବର ୨୦୦୭ । ଆଜିକୁ ଠିକ୍ ୧୪ ବର୍ଷ ତଳେ । ବିଶ୍ୱ କ୍ରିକେଟ ଅଧ୍ୟାୟରେ ନୂଆ ଇତିହାସ ରଚିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଟି-୨୦ ବିଶ୍ୱକପ, ଆଉ ସେଥିରେ ଟିମ୍ ଇଣ୍ଡିଆ ଚାମ୍ପିୟନ । ଯେଉଁ ଟିମ୍ ୨୦୦୭ ଦିନିକିଆ ବିଶ୍ୱକପର ଲିଗ୍ ପର୍ଯ୍ୟାୟରୁ ଆଉଟ ହୋଇଥିଲା ସେହି ଟିମ ଯେ…

ରାଗିଯାଇ ଗାର୍ଲଫ୍ରେଣ୍ଡ ଫୋପାଡିଲେ ଫୋନ, ଚାଲିଗଲା ବୟଫ୍ରେଣ୍ଡର ଜୀବନ…

କନକ ବ୍ୟୁରୋ: ସାଧାରଣ ଝଗଡା ଯେ ଏତେ ବଡ ଘଟଣା ଘଟାଇ ପାରେ ତାହା କେବେ ଆପଣ ବିଶ୍ୱାସ କରିପାରିବେନି । ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡଙ୍କ ମଧ୍ୟରେ କଳି ଝଗଡା ସାଧାରଣ କଥା । ଆଉ ଏହି ଝଗଡାରୁ ଯେ ଜଣକ ଜୀବନ ଚାଲିଯିବ ତାହା ଆପଣଙ୍କୁ ନିଶ୍ଚେ ଆଶ୍ଚର୍ଯ୍ୟ କରିବ । କାରଣ ଏହି ଝଗଡା ସମୟରେ…