Daily Archives

September 23, 2021

ପିଓକେରେ ଡେରା ପକାଇଛନ୍ତି ୨୦୦ରୁ ୩୦୦ ଆତଙ୍କବାଦୀ, ଭାରତରେ ପଶିବାକୁ ଖୋଜୁଛନ୍ତି ସୁଯୋଗ । 

କନକ ବ୍ୟୁରୋ : ପଡୋଶୀ ପାକିସ୍ତାନରୁ ଆସିଲା ବଡ ଖବର । ଆତଙ୍କବାଦୀଙ୍କ ଆଡ୍ଡା କୁହାଯାଇଥିବା ପାକିସ୍ତାନରେ ଏବେ ପୁଣିଥରେ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଯାହା ଭାରତର ଚିନ୍ତା ବଢାଇଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାକ୍ ଅଧିକୃତ କାଶ୍ମୀର ବା ପିଓକେରେ…

ଆଇପିଏଲ ଟକ୍କର: ଟସ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

କନକ ବ୍ୟୁରୋ: ଆଜିର ଆଇପିଏଲ ହାଇଭୋଲଟେଜ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ମୁମ୍ବାଇ ଟିମ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ…

କିଏ ଏହି ହାଇଦ୍ରାବାଦର ମିଷ୍ଟ୍ରି ଗାର୍ଲ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

କନକ ବ୍ୟୁରୋ: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହୋଇ ସାରିଛି । ଏଥିରେ ସନରାଇଜର୍ସ ହାଇଦ୍ରାବାଦର ଖରାପ ପ୍ରଦର୍ଶନ ମଧ୍ୟ ଜାରି ରହିଛି । ହାଇଦ୍ରାବାଦ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ୮ଟି ମ୍ୟାଚରୁ ୭ଟିରେ ପରାଜୟ ହୋଇଛି । ଯେଉଁଥିପାଇଁ ଫ୍ୟାନମାନେ ନିରାଶ ହୋଇଛନ୍ତି ।…

ଏବେ ଏହି ଲୋକଙ୍କୁ ଘରେ ଦିଆଯିବ କରୋନା ଟିକା, ଜାଣନ୍ତୁ ପାର୍ବଣ ପାଇଁ ଗାଇଡ ଲାଇନ

କନକ ବ୍ୟୁରୋ : ଦେଶରେ କରୋନା ଟିକାକରଣ ଅଭିଯାନ ତୀବ୍ର ହୋଇଛି । ଏହା ମଧ୍ୟରେ ଆଜି ସରକାର କହିଛନ୍ତି ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସି ଟିକା ନେବାରେ ଅକ୍ଷମ ସେମାନଙ୍କୁ ସରକାରଙ୍କ ତରଫରୁ ଘରେ ଟିକା ଦେବାର ବ୍ୟବସ୍ଥା କରାଯିବ । ଏନେଇ ଏକ ସର୍ଭେ ଟିମ୍ କାମ କରିବ । ବିଶେଷ ଭାବେ ଯେଉଁମାନେ…

ନବୀନଙ୍କ ବଡ ଘୋଷଣା । ଓଡ଼ିଶାରେ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ, ଟ୍ରଫିର ଉନ୍ମୋଚନ କଲେ ନବୀନ ।

କନକ ବ୍ୟୁରୋ : ଓଡ଼ିଶାରେ ଖେଳାଯିବ ଜୁନିୟର ପୁରୁଷ ହକି ବିଶ୍ୱକପ । କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିୟର ପୁରୁଷ ହକି ବିଶ୍ୱକପ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ନବୀନ । ଏହାସହ…

ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କ ବାଦୀ ମୃତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ପୁଣି ଭାରତୀୟ ଯବାନଙ୍କୁ ବଡ ସଫଳତା ମିଳିଛି । ଓରି ନିକଟ ରାମପୁର ସେକ୍ଟର ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୩ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ଏଥିରେ ୩ ଜଣ ଯାକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କ ଠାରୁ ୫…