Daily Archives

September 23, 2021

ଭାରତରେ ପଶିଛନ୍ତି ଆଫଗାନିସ୍ତାନ ଆତଙ୍କବାଦୀ! ସେନା କ୍ୟାମ୍ପରେ କରିପାରନ୍ତି ଆକ୍ରମଣ, ସତର୍କ କଲା ଗୁଇନ୍ଦା ବିଭାଗ ।

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ କବଜା କରିବା ଭାରତର ଚିନ୍ତା ବଢାଇଥିଲା । ଆଉ ଏବେ ଏହି ଚିନ୍ତା ଦ୍ୱିଗୁଣିତ ହୋଇଛି ଯେତେବେଳେ ଆଫଗାନୀ ଆତଙ୍କବାଦୀ ଭାରତରେ ପଶିଥିବା ନେଇ ଖବର ସାମ୍ନାକୁ ଆସିଛି । ଏନେଇ ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଛି ।ଏପରିକି ଏହି ଆତଙ୍କବାଦୀଙ୍କ…

ମାଲକାନଗିରିର ପିଶାଚ…ଜଙ୍ଗଲରେ ପ୍ରେମୀଯୁଗଳଙ୍କୁ ଏକୁଟିଆ ପାଇଁ ଛଡାଇନେଲେ ଝିଅର ଡ୍ରେସ, କାକୁତିମିନତି ପରେ ବି…

କନକ ବ୍ୟୁରୋ : ନିକାଞ୍ଚନ ଜାଗାରେ ମଣିଷପଣିଆ ଭୁଲିଲେ, ସଇତାନ ବନିଲେ । ଯୁବକ-ଯୁବତୀ ଏକୁଟିଆ ଥିବା ବେଳେ ଘେରିଲେ ସଇତାନ । ଯୁବତୀଙ୍କୁ ଅସଦାଚରଣ କଲେ, ଅସହାୟର ଭିଡିଓ ବି ବନାଇଲେ । ମାଲକାନଗିରିରୁ ଏମିତି ଏକ ଲଜ୍ଜ୍ୟାଜନକ ଖବର ସାମ୍ନାକୁ ଆସିଛି, ଯାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେବ…

ଶୁଶ୍ରୁଷା : ପଶୁପକ୍ଷୀଙ୍କୁ ଦେଉଛି ନୂଆ ଜୀବନ

କନକ ବ୍ୟୁରୋ  : ଶୁଶ୍ରୁଷା । ଏହି ନାଁକୁ ଅନୁଧ୍ୟାନ କଲେ ଜାଣିପାରିବେ ଯେ, ଏହା ସେବା ଓ ତ୍ୟାଗର ପ୍ରତୀକ । ଆଉ ଏହି ନାଁ ଆଧାରରେ କଟକ ବିଡ଼ାନାସୀରେ ଗଢି ଉଠିଛି ଶୁଶ୍ରୁଷା : ଫର୍ ଫରି ଫ୍ରେଣ୍ଡସ୍ । ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଣ ଲାଭଜନକ ସଂସ୍ଥା ହେଉଛି ଶୁଶ୍ରୁଷା । ଆଉ…

ପିପିଲି ମୈଦାନରେ ଚାଲିଛି ଜୋରଦାର ଟକ୍କର । ବିଜୟ ନେଇ ଦମ୍ଭୋକ୍ତି ବାଢିଲେ ୩ ରାଜନୈତିକ ଦଳ ।

କନକ ବ୍ୟୁରୋ : ଚତୁର୍ଥ ଦିନରେ ଜୋରଦାର ହୋଇଛି ପିପିଲି ପ୍ରଚାର । ନିର୍ବାଚନ ଆୟୋଗ ଦେଇଥିବା ୭ଦିନର ସମୟକୁ କେହି ହାତଛଡା କରିବାକୁ ଚାହୁଁନାହାନ୍ତି । ଗଡ ରକ୍ଷା ସହ ବଡ ବ୍ୟବଧାନରେ ଜିତିବ ବୋଲି ବିଜେଡି ଦମ୍ଭୋକ୍ତି କରୁଛି । ହେଲେ ପୁଅ ରୁଦ୍ର ମହାରଥୀଙ୍କ ପାଇଁ ମା’ ପ୍ରତିଭା ପ୍ରଚାର…

ଆମେରିକାରେ ମୋଦୀ ମୋଦୀ । ବର୍ଷାରେ ଭିଜି ଭିଜି ଏୟାରପୋର୍ଟରେ ସ୍ୱାଗତ କଲେ ପ୍ରବାସୀ ଭାରତୀୟ ।

କନକ ବ୍ୟୁରୋ : ବିଦେଶ ମାଟିରେ ମୋଦୀ ମୋଦୀ ନାରା ଦେଉଛନ୍ତି ଭାରତୀୟ । ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ନେତୃତ୍ୱ ନେବା ପରେ ପ୍ରଥମ ଥର ପାଇଁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ମହାମାରୀ ଓ ଆଫଗାନିସ୍ତାନରେ ତାଲିବାନର କବଜା ପରେ ମୋଦୀଙ୍କ ଗସ୍ତର ଗୁରୁତ୍ୱ…

ସାପ କାମୁଡାରେ ଗୁରୁତର ହୋଇଥିଲା ସ୍ୱାସ୍ଥ୍ୟବସ୍ଥା । ଖବର ବାଜିବା ପରେ କୁନି ଝିଅକୁ ମିଳିଲା ଚିକିତ୍ସା ।

କନକ ବ୍ୟୁରୋ : ଖବର ବାଜିଲା, କୁନି ଝିଅକୁ ଚିକିତ୍ସା ମିଳିଲା । ଯନ୍ତ୍ରଣାରୁ ମଞ୍ଜୁଳାକୁ ମୁକ୍ତି ମିଳିଲା । ସାପ କାମୁଡିବାରୁ ମଞ୍ଜୁଳା ଆନ୍ତିଙ୍କ ଗୋଟିଏ ହାତ ପଚି ଯାଇଥିଲା । ନବରଙ୍ଗପୁର ରାଇଘର ବ୍ଲକର ୯ ବର୍ଷିୟ ଝିଅ ଅହସ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଜୁଲାଇ ୧୩ ତାରିଖରେ ତାଙ୍କ…