Daily Archives

September 22, 2021

ନାଳରେ ପଡ଼ି କୁନି ପୁଅର ଜୀବନ ଯିବାର ୩ଦିନ ପରେ ମୁହଁ ଖୋଲିଲା ବିଏମସି । ବର୍ଷାକୁ ଦେଲା ଦୋଷ ।

କନକ ବ୍ୟୁରୋ : ରାଜଧାନୀର ଡ୍ରେନରେ ଛାତ୍ର ଭାସିଯିବା ପ୍ରସଙ୍ଗରେ ଚୁପ୍ ରହିଥିବା ବିଏମସି ଶେଷରେ ମୁହଁ ଖୋଲିଛି । ନିଜ ଭୁଲକୁ ସ୍ୱୀକାର କରିବା ବଦଳରେ ରାଜଧାନୀ ବାସୀଙ୍କ ସାମ୍ନାରେ ଦୀର୍ଘ ମିଆଦି ଯୋଜନାର ରୋଡମ୍ୟାପ ରଖାଯାଇଛି । ହେଲେ ଯେଉଁ ପ୍ରସଙ୍ଗ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଥିଲା,…

ଲଗାଣ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା । ପଢନ୍ତୁ, କେଉଁଠି କେମିତି ରହିଛି ସ୍ଥିତି…

କନକ ବ୍ୟୁରୋ: ଉପର ମୁଣ୍ଡରେ ବର୍ଷା ଯୋଗୁଁ ଅଚାନକ ଜଳକା ନଦୀରେ ବନ୍ୟା ଆସି ବାଲେଶ୍ୱର ଓ ମୟୂରଭଞ୍ଜରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି  । ରାତିରେ ସମସ୍ତେ ଶୋଇଥିବାବେଳେ ମୟୂରଭଞ୍ଜରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଥିଲା । ବିପଦ ସଙ୍କେତଠାରୁ ଢ଼େର ଉପରେ…

ଉଛୁଳୁଛି ହୀରାକୁଦ ଜଳଭଣ୍ଡାର । ଉପରମୁଣ୍ଡରୁ ପାଣି ଆସିଲେ ଖୋଲିପାରେ ଅଧିକ ଗେଟ୍ ।

କନକ ବ୍ୟୁରୋ: ହୀରକୁଦ ଜଳଭଣ୍ଡାର ଏବେ ପ୍ରାୟତଃ ଭରି ରହିଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ, ବୁଧବାର ଦିନ ୩ଟା ସୁଦ୍ଧା ୬୨୯.୭୧ ଫୁଟ ଜଳ ରହିଛି । ଅର୍ଥାତ ଜଳଭଣ୍ଡାରରେ ଜଳଧାରଣ କ୍ଷମତାଠାରୁ ମାତ୍ର ଅଳ୍ପ କେତେ ଇଞ୍ଚ କମ୍ ରହିଛି । ଜଳଭଣ୍ଡାରକୁ ଯେତିକି ଜଳ ପ୍ରବେଶ…

ଚର୍ଚ୍ଚାରେ ‘ଜୁନିୟର ମୁଖ୍ୟମନ୍ତ୍ରୀ’ । ଯୋଗୀ ଆଦିତ୍ୟନାଥଙ୍କ ବେଶରେ ନଜର ଆସିଲେ ଏହି କୁନି ପୁଅ…

କନକ ବ୍ୟୁରୋ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଜିର ଦିନରେ ସମସ୍ତେ ଜାଣିଛନ୍ତି । ହେଲେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଜୁନିୟର ଯୋଗୀ । ଯାହାଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଥିବାବେଳେ, ଲୋକମାନେ ମଧ୍ୟ ତାଙ୍କ ଭିଡିଓକୁ ସେୟାର କରୁଥିବା ଦେଖିବାକୁ…

ଆକାଶପଥ ବ୍ୟବହାର ପାଇଁ ଅନୁମତି ଦେଲା ପାକିସ୍ତାନ, ଆମେରିକାକୁ ନନଷ୍ଟପ ଉଡିଲା ମୋଦିଙ୍କ ବିମାନ ।

କନକ ବ୍ୟୁରୋ : କରୋନା ନିୟନ୍ତ୍ରଣକୁ ଆସିବା ପରେ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଏହି ଗସ୍ତ ଉଭୟ ବାଣିଜ୍ୟିକ ଓ କୁଟନୈତିକ କ୍ଷେତ୍ର ପାଇଁ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଏବେ ଆଫଗାନିସ୍ତାନରେ ଯେଉଁ ସ୍ଥିତି ଦେଖାଦେଇଛି ସେହି ଦୃଷ୍ଟିରୁ ମୋଦିଙ୍କୁ ଆମେରିକା…

ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ଦିଲ୍ଲୀ ।

କନକ ବ୍ୟୁରୋ : ଦୁବାଇରେ ଆଉ କିଛି ସମୟ ପରେ ଖେଳାଯିବ ଆଇପିଏଲର ଦମଦାର ମୁକାବିଲା । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରିବ…