Daily Archives

September 21, 2021

ଭୁବନେଶ୍ୱର କ୍ଲବ ନିର୍ବାଚନ । ଜୋରଦାର ପ୍ରଚାର କରୁଛନ୍ତି ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ।

କନକ ବ୍ୟୁରୋ : ଆସନ୍ତା ୨୫ ଓ ୨୬ ତାରିଖରେ ହେବାକୁ ଥିବା ଭୁବନେଶ୍ୱର କ୍ଳବ ନିର୍ବାଚନ ପାଇଁ ଏବେ ମୁଖ୍ୟ ମୁଦ୍ଦା ପାଲଟିଛି ଦ୍ୱିତୀୟ କ୍ୟାମ୍ପସର ଉନ୍ନତିକରଣ । ସଭାପତି ପାଇଁ ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ପ୍ରଚାରପତ୍ରରେ କହିଛନ୍ତି, ତାଙ୍କ ସମୟରେ ଏହି…

ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ଘଟଣା: ଶିଷ୍ୟ ଆନନ୍ଦ ଗିରିଙ୍କ ସମେତ ୩ ଗିରଫ

କନକ ବ୍ୟୁରୋ: ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ୭୧ ବର୍ଷୀୟ ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଉ ଏହି ଘଟଣାରେ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରିଛି…

ଗୋଟିଏ ପଞ୍ଚାୟତରେ ହେବେ ଦୁଇ ସରପଞ୍ଚ । ଆନ୍ଧ୍ରର ନିର୍ବାଚନ ପରେ କୋଟିଆରେ ବିଜ୍ଞପ୍ତି ପ୍ରକାଶ କରିଛି ଓଡ଼ିଶା ।

କନକ ବ୍ୟୁରୋ : ଗୋଟିଏ ପଞ୍ଚାୟତ, ଦୁଇ ସରପଞ୍ଚ । ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଓଡ଼ିଶା ଆନ୍ଧ୍ର ସୀମା କୋଟିଆ ପଞ୍ଚାୟତରେ । କିଛି ଦିନ ତଳେ କୋଟିଆରେ ଆନ୍ଧ୍ର ନିର୍ବାଚନ କରାଇ ଫଳ ପ୍ରକାଶ କରିସାରିଛି । ଆଉ ଏପଟେ ଓଡ଼ିଶା ଆସନ୍ତା ବର୍ଷ ନିର୍ବାଚନ କରାଇବାକୁ ପ୍ରସ୍ତୁତ ହେଉଛି ।…

ସେପ୍ଟେମ୍ବର ୨୪ରେ ବାଇଡେନଙ୍କୁ ଭେଟିବେ ମୋଦି: ଆଲୋଚନାରେ ରହିପାରେ ଆଫଗାନିସ୍ତାନ ଓ ବିଶ୍ୱ ଆତଙ୍କବାଦ ପ୍ରସଙ୍ଗ

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି ଭେଟିବେ ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା ଜୋ ବାଇଡେନଙ୍କୁ । ହେଲେ ଆଫଗାନିସ୍ତାନ ସ୍ଥିତି ପରେ ବାଇଡେନଙ୍କ କ୍ଷମତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ଆଉ ତାଲିବାନ ସଂପର୍କରେ ଆସିଛି ବିସ୍ତାରବାଦୀ ଚୀନ । ଅନ୍ୟପଟେ ଚାଇନା…

କୋଭିସିଲ୍ଡ ଟିକାକୁ ବ୍ରିଟେନର କଟକଣା: ଭାରତୀୟ ବୈଦେଶିକ ସଚିବ କହିଲେ, ଭେଦଭାବ ନୀତି ଦର୍ଶାଉଛି ବ୍ରିଟେନ୍

କନକ ବ୍ୟୁରୋ: କୋଭିସିଲ୍ଡ ଟିକାକୁ ସୀକୃତି ନଦେବା ବ୍ରିଟେନର ଭେଦଭାବ ନିତୀକୁ ଦର୍ଶାଇଛି । ଏହାଦ୍ୱାରା ଭାରତୀୟଙ୍କୁ ବ୍ରିଟେନ ଯାତ୍ରା କରିବା ପାଇଁ ଅସୁବିଧା ସାମ୍ନା କରିବାକୁ ପଡିବ । ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବୈଦେଶିକ ସଚିବ ହର୍ଶବର୍ଧନ ଶ୍ରୀଙ୍ଘଲ୍…