Daily Archives

September 20, 2021

ପଞ୍ଜାବକୁ ମିଳିଲା ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆରମ୍ଭ ହେଲା ଚରଣଜିତଙ୍କ ଶାସନ।

କନକ ବ୍ୟୁରୋ: ଚରଣଜିତ୍ ସିଂହ ଚନ୍ନିଙ୍କ ହାତରେ ପଞ୍ଜାବ ଶାସନ । କ୍ୟାପଟେନ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ପ୍ରମୁଖ ଦଳିତ ନେତା ଚରଣଜିତ୍ ଚନ୍ନି ହୋଇଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ଚଣ୍ଡିଗଡରେ ଆୟୋଜିତ ସ୍ୱତନ୍ତ୍ର ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନୱାରୀଲାଲ ପୁରୋହିତ…

ସ୍ୱାମୀଙ୍କ ମୃତ୍ୟୁ ନେଇ ସ୍ତ୍ରୀ ସତ କହିଥିଲେ ନା ମିଛ ? ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କ ଲାଏ…

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ପ୍ରାୟ ୩ଘଣ୍ଟା ଧରି ଭୁବନେଶ୍ୱରରେ ମିଛଧରା ପରୀକ୍ଷା କରାଯାଇଛି । ଘଟଣା ଦିନ କ’ଣ ଘଟିଥିଲା ଏହା କହିବା ବେଳେ କାନ୍ଦି ପକାଇଥିଲେ ବିଦ୍ୟାଭାରତୀ । ମୃତ…

ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନରେ କେମିତି କରିବେ ଆବେଦନ? ଜାଣନ୍ତୁ…

କନକ ବ୍ୟୁରୋ: ଆରଟିଓ ଅଫିସ ଯାଇ ଲମ୍ବା ଲାଇନରେ ଛିଡା ହୋଇ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ଅନେକ ଲୋକଙ୍କ ପାଇଁ କଷ୍ଟର କାମ । ହେଲେ ଏହାକୁ ଏବେ ସହଜ କରିଦେଇଛନ୍ତି ସରକାର । ଆପଣ ଚାହିଁଲେ ଅନଲାଇନ ପୋର୍ଟାଲ ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । ଅନଲାଇନ ମାଧ୍ୟମରେ…

ରାଜଧାନୀ ନାଳରେ ୪ କିଲୋମିଟର ଭାସିଲା ମୃତଦେହ । ପଦାରେ ପଡିଲା ବିଏମସିର ଅପାରଗତା ।

କନକ ବ୍ୟୁରୋ : ମୁକୁଳା ଡ୍ରେନ ପାଲଟିଛି ମରଣାଯନ୍ତା । ପାଖାପାଖି ୧୯ ଘଂଟାର ଅପରେସନ ପରେ ଜ୍ୟୋତି ପ୍ରକାଶଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଭୁବନେଶ୍ୱର ସୌଭାଗ୍ୟ ନଗରରୁ ନିଖୋଜ ହୋଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ୪କିଲୋମିଟର ଦୂର ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ…

ପାନର ନାଁ ଫାଷ୍ଟ ନାଇଟ୍ । ଦାମ୍ ୨୫୦୦ ଟଙ୍କା… କିଣିବାକୁ ଲାଗୁଛି ଲୋକଙ୍କ ଭିଡ…

କନକ ବ୍ୟୁରୋ: ଗଳି ଗଳିରେ, ଛକ ଛକରେ, ଗାଁ ଗଣ୍ଡାରୁ ସହର ବଜାର, କଲେଜ ଛକରୁ କଚେରୀ, ରେଳଷ୍ଟେସନରୁ ବସଷ୍ଟାଣ୍ଡ... ସବୁଠି ସବୁସ୍ଥାନରେ , ଲାଗି ଲାଗି ହେଉ କି କିଛି ଦୂରତା ଭିତରେ ଆପଣ ଗୋଟେ କି ଦୁଇଟି ପାନ ଦୋକାନ ପାଇବେ । କିଏ ଖାଲି ପାନ ଦୋକାନ କରି ବସିଥାଏ ତ କିଏ ପାନ ସହ ଭେରାଇଟ ଷ୍ଟୋର…

ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ଘରୁ ମିଳିଲା ମୃତଦେହ ।

କନକ ବ୍ୟୁରୋ: ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ । ସୋମବାର ପ୍ରୟାଗରାଜଠାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଗୋଟିଏ ବନ୍ଦ କୋଠରୀ ଭିତରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ତେବେ ପ୍ରାଥମିକ ତଦନ୍ତକୁ ଦେଖି ଏହାକୁ ଏକ ଆତ୍ମହତ୍ୟା…