Daily Archives

September 2, 2021

ଓବିସି କୋଟାରୁ ସ୍ୱଚ୍ଛଳ ବର୍ଗଙ୍କୁ ହଟାଇବାକୁ ହେବ କି ନିଷ୍ପତି । ରାଜ୍ୟ ଓବିସି କମିଶନ ଅଧ୍ୟକ୍ଷଙ୍କ ବୟାନ ପରେ ବଢ଼ିଲା…

କନକ ବ୍ୟୁରୋ: ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ରାଜ୍ୟ ଓବିସି କମିଶନ କହିଛନ୍ତି ଯେ, ପଛୁଆ ବର୍ଗରେ ସାମିଲ ଥାଇ ସ୍ୱଚ୍ଛଳ ହୋଇଥିବା ଜାତିକୁ ଏଥିରୁ ବାଦ ଦେବା ଦରକାର ।ଏହା ସହିତ ଶିକ୍ଷାନୁଷ୍ଠାନ ଗୁଡିକରେ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ମିଳିବା ଦରକାର । ଓବିସିଙ୍କ ପାଇଁ ଦାବୀ ହେଉଥିବା…

ୱେବ୍ ପୋର୍ଟାଲ ବିରୋଧରେ ଏଫଆଇଆର ଦେଲେ ଦୂତୀ ଚାନ୍ଦ । ପ୍ରେସ୍ କନଫେରେନ୍ସ ଡାକି ଜଣାଇଲେ ଅଭିଯୋଗ । ୱେବ ପୋର୍ଟାଲ…

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକରେ ଯେତେବେଳେ ଟ୍ରାକରେ ଦୌଡିବା ପାଇଁ ଦୂତୀ ପ୍ରସ୍ତୁତ ହେଉଥିଲେ, ସେତେବେଳେ ତାଙ୍କ ସମ୍ପର୍କରେ ଏକ ୱେବ୍ ପୋର୍ଟାଲ ପ୍ରକାଶ କରୁଥିବା ଖବର ବାରମ୍ବାର ତାଙ୍କୁ ବିଚଳିତ କରୁଥିଲା । ଏକ ପ୍ରେସ୍ କନଫରେନ୍ସ ଡାକି ଏଭଳି ଅଭିଯୋଗ ଆଣିଛନ୍ତି ଦୂତୀ ଚାନ୍ଦ ।…

ହତ୍ୟା ଅଭିଯୁକ୍ତ ହେଲେ ‘ଗୁରୁଜୀ’ । ଘର ଭିତରୁ ଘୋଷାଡି ଘୋଷାଡି ନେଲା ପୋଲିସ । 

କନକ ବ୍ୟୁରୋ: କୁହାଯାଏ ଅପରାଧୀ ଯେତେ କ୍ଷମତାଶାଳୀ ଓ ଚାଲାକ ହେଲେ ବି ଆଇନର ପଞ୍ଜା ଭିତରୁ ଖସିପାରି ନଥାଏ । ଠିକ୍ ସେହିଭଳି  ମାନସ ଦାସଙ୍କ କ୍ଷେତ୍ରରେ ରାଜନୈତିକ ପ୍ରଭାବ, ଆଇନଜୀବିର କ୍ଷମତା କିଛି ବି କାମ କରିନି । ଶେଷରେ ତାଙ୍କ ବିରୋଧରେ ଆସିଥିବା ହତ୍ୟା , ଗୁଣ୍ଡାଗିରି , ନିର୍ଯାତନା…

ମାନସ ଦାସ ଗିରଫ ନେଇ ସୂଚନା ଦେଲେ କେନ୍ଦ୍ରାଞ୍ଚଳ ଆଇଜି । ପ୍ରମାଣ ମିଳିବା ପରେ ଗୁରୁଜୀ ହାତରେ ପଡିଲା ହାତକଡି ।…

କନକ ବ୍ୟୁରୋ : ଗୁରୁଜୀ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ କାହିଁକି ଗିରଫ ହେଲେ ସେନେଇ ସାମ୍ବାଦିକ ସମ୍ମିଳନୀରେ ବିଷଦ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଅଗଷ୍ଟ ୩ରେ ସଙ୍ଗଠିତ ହୋଇଥିବା ଏକ ହତ୍ୟା ଘଟଣାର ପ୍ରଚ୍ଛଦ ପଟର ଚେହେରା ହେଉଛନ୍ତି ମାନସ ଦାସ । ହତ୍ୟା ମାମଲାରେ…

ଗୁରୁଜୀ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ । ଉଭୟଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ ।

କନକ ବ୍ୟୁରୋ: ଗୁରୁଜୀ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ । ଉଭୟଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ । ମାନବବାଦୀ ସଂଗଠନ ନାଁରେ ଚଲାଇଥିଲେ ଆତଙ୍କରାଜ । ମାନସ ଦାସଙ୍କ ନାଁରେ ୩୦୨ (ହତ୍ୟା) ଦଫା ଲାଗିଛି । ପୁଅ ମନୋରଞ୍ଜନ ନାଁରେ ଲାଗିଛି ୩୦୭ (ହତ୍ୟା ଉଦ୍ୟମ) ଦଫା । ମାନସ ଦାସଙ୍କ ନାଁରେ…

କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନ, ଚୀନ, ଆମେରିକା ସମେତ ୧୦ ଟି ଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ…

କନକ ବ୍ୟୁରୋ : ଭାରତ ଆସୁଥିବା ୧୦ ଟି ଦେଶର ଯାତ୍ରୀମାନଙ୍କ ପାଇଁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ଏହି ଦେଶମାନଙ୍କ ତାଲିକାରେ ରହିଛି ଚୀନ, ବ୍ରିଟେନ ଓ ଦକ୍ଷିଣ ଆଫ୍ରିକା । ଦେଶରେ ଜାରି ରହିଥିବା କରୋନା ମହାମାରୀକୁ ନେଇ ଅର୍ନ୍ତରାଷ୍ଟ୍ରୀୟ ଗାଇଡ…