Monthly Archives

August 2021

ସମ୍ଭାବ୍ୟ ମରୁଡି ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ୭ ଦିନ ମଧ୍ୟରେ ସମସ୍ତ ଉଠା ଜଳସେଚନ ପ୍ରକଳ୍ପକୁ…

କନକ ବ୍ୟୁରୋ :ସମ୍ଭାବ୍ୟ ମରୁଡି ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା । ଭିଡ଼ିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରି ଏହାର ମୁକାବିଲା ନିମନ୍ତେ ଚାଷୀ ମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନବୀନ କହିଛନ୍ତି ବର୍ତ୍ତମାନ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା, ମଥୁରାରେ ବନ୍ଦ ହେବ ମଦ ଓ ମାଂସ ବିକ୍ରି ।

କନକ ବ୍ୟୁରୋ : ମଥୁରାରେ  ମାଂସ ଓ ମଦ ବିକ୍ରି ହେବ ବନ୍ଦ । ଏନେଇ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପବିତ୍ର ଜନ୍ମାଷ୍ଟମୀ ଅବସରରେ ଏଭଳି ଏକ ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ । ତେବେ ଏହି ଘୋଷଣା ପରେ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ମଧ୍ୟ ବିଭିନ୍ନ…

୨ ବର୍ଷର ବ୍ୟବଧାନ ପରେ ଖୋଲିଛି ଯାତ୍ରା ମଞ୍ଚ । ଏଥର ରାତିରେ ନୁହେଁ ଦିନରେ କମ୍ପୁଛି ଯାତ୍ରା ପେଣ୍ଡାଲ ।

କନକ ବ୍ୟୁରୋ : ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଖୋଲିଛି ଯାତ୍ରା ମଞ୍ଚ । କୋଭିଡ୍ ମହାମାରୀ ଯୋଗୁଁ ବନ୍ଦ ହୋଇପଡିଥିବା ଯାତ୍ରା ପୁଣି ଆରମ୍ଭ ହୋଇଛି । ଆଉ ମଞ୍ଚରେ କଳାକାରଙ୍କ ଅଭିନୟ ଦେଖି ଦର୍ଶକ ଖୁସି ଏବଂ ଦର୍ଶକଙ୍କ ମନୋରଞ୍ଜନ କରି କଳାକାର ବି ଖୁସି । କିନ୍ତୁ ଏଥର ଯାତ୍ରା ରାତିରେ ନୁହେଁ…

ପଶ୍ଚିମବଙ୍ଗରେ ବିଜେପିକୁ ଡବଲ ଝଟକା । ୨୪ ଘଣ୍ଟା ଭିତରେ ଦଳ ଛାଡି ଟିଏମସି ହାତ ଧରିଲେ ଦୁଇ ବିଧାୟକ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଜେପିକୁ ଲାଗିଛି ଜୋରଦାର ଝଟକା । ୨୪ ଘଣ୍ଟା ଭିତରେ ବିଜେପି ଛାଡିି ଟିଏମସିରେ ଯୋଗ ଦେଇଛନ୍ତି ଦଳର ଦୁଇ ବିଧାୟକ । ସୋମବାର ବିଧାୟକ ତନ୍ମୟ ଘୋଷଙ୍କ ପରେ ମଙ୍ଗଳବାର ବିଜେପି ବିଧାୟକ ବିଶ୍ୱଜିତ ଦାସ ମଧ୍ୟ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସରେ ସାମିଲ…

ଆସନ୍ତା ‘ମନ୍ କି ବାତ୍’ରେ ଓଡ଼ିଆ ପୁଅଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । କଟକର ଚିତ୍ତରଞ୍ଜନଙ୍କ ସଢେଇ କଳା ମୋହିନେଲା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କିଣିନେଲା କଟକର ସଢେଇକଳା । କଟକ କନ୍ଦରପୁରର ଚିତ୍ତରଞ୍ଜନଙ୍କ ସଢେଇ କଳା ଦେଖି ଖୁସି ହୋଇଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖାଲି ଏତିକି ନୁହେଁ, ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମଧ୍ୟ…

ମାତ୍ର ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଯଦି ଆମ ପୃଥିବୀ ଘୂରିବା ବନ୍ଦ କରିଦିଏ…ଜାଣନ୍ତୁ କେତେ ବଡ଼ ପ୍ରଳୟ ମାଡ଼ିଆସିବ…

କନକ ବ୍ୟୁରୋ : ଆମେ ସମସ୍ତେ ଜାଣିଛେ, ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରୁଛି । ପୃଥିବୀ ହେଉଛି ସୌରମଣ୍ଡଳର ତୃତୀୟ ଗ୍ରହ । ପୂରା ବ୍ରହ୍ମାଣ୍ଡରେ ପୃଥିବୀ ହେଉଛି ଏକମାତ୍ର ସ୍ଥାନ, ଯେଉଁଠି ଜୀବନ ଅଛି । ପୃଥିବୀର ଗୋଟିଏ ଆବର୍ତନକୁ ଗୋଟିଏ ଦିନ ଓ ସୂର୍ଯ୍ୟ ଚାରିପଟେ ଗୋଟିଏ ପରିକ୍ରମଣକୁ ବର୍ଷ…