Daily Archives

August 30, 2021

କାବୁଲରେ କାଲି ପରେ କ’ଣ ହେବ ? ଆମେରିକାର ଆଭିମୁଖ୍ୟ ଉପରେ ସାରା ବିଶ୍ୱର ନଜର । ସେପଟେ ଆତଙ୍କୀଙ୍କ ରକେଟ୍ ମାଡକୁ…

କନକ ବ୍ୟୁରୋ : ଦିନକ ପରେ ତାଲିବାନ ଆମେରିକାକୁ ଦେଇଥିବା ଡେଡ୍ ଲାଇନ ସରୁଛି । ଅଗଷ୍ଟ ୩୧ ପରେ କାବୁଲ ବିମାନ ବନ୍ଦର ଖାଲି କରିବାକୁ କଂଟ ଦେଇଥିଲା ଆଫଗାନର ନୂଆ ଶାସକ । ବିମାନ ବନ୍ଦରରେ ଛକାପଞ୍ଝା ଆରମ୍ଭ ହୋଇଛି ଓ କାବୁଲ ବିମାନ ବନ୍ଦରରେ ଆତଙ୍କବାଦୀ ଓ ଆମେରିକା ସୈନ୍ୟ ମୁହାଁମୁହିଁ…

ଚିନ୍ତା ବଢାଇଲା ଛୋଟ ପିଲାଙ୍କ ମୃତ୍ୟୁ । ଉତରପ୍ରଦେଶ ଫିରୋଜାବାଦରେ ଅଜଣା ଜ୍ୱରରେ ମୃତ୍ୟୁ ସଂଖ୍ୟା ୬୮ରେ ପହଁଚିଲା ।…

କନକ ବ୍ୟୁରୋ : ସାରା ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ଏବେ ଉତ୍ତରପ୍ରଦେଶରେ ଭାଇରାଲ ଜ୍ୱର ଓ ଜ୍ୱରରେ ଶିଶୁଙ୍କ ମୃତ୍ୟୁକୁ ନେଇ ଚିନ୍ତାରେ ଯୋଗୀ ସରକାର  । ରାଜ୍ୟରେ ଡେଙ୍ଗୁ, ମେଲେରିଆ କବଳକୁ ଆସିଛି ରାଜ୍ୟର ଫିରୋଜାବାଦ ସହର । ଏଠାରେ ଏଭଳି ଭାଇରାଲ ଜ୍ୱର ଫଳରେ ମୋଟ ୬୮…

ମାନବାଦ ସଂଗଠନ ମୁଖ୍ୟଙ୍କ ରାଜନୈତିକ ମହଲରେ ହେଉଥିଲା ଖାତିରଦାରୀ । ଅନେକ ନେତା ଆଶାର୍ବାଦ ନେଉଥିଲେ, ପ୍ରଶଂସା କରୁଥିଲେ

କନକ ବ୍ୟୁରୋ: ଯେଉଁ ବ୍ୟକ୍ତିର ଇଶାରାରେ ବୃଦ୍ଧ ବାପା ଓ ପୁଅକୁ ଏଭଳି ନିର୍ଯାତନା ଦିଆଯାଇପାରେ, ସେହି ବ୍ୟକ୍ତି ଆଗରେ ବଡ ବଡ ନେତା, ବିଧାୟକ, ସାଂସଦ ମୁଣ୍ଡ ନୁଆଁନ୍ତି ଏକଥା ବୋଧ ହୁଏ ସମସ୍ତେ ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ମାନବବାଦ ନାମକ ସଙ୍ଗଠନ ଚଳାଇ ଖୋର୍ଦ୍ଧା ବେଗୁନିଆ ଅଚଂଳରେ…

ଟ୍ୱିନ୍ ସିଟିର ଡବଲମର୍ଡର । ଭୁବନେଶ୍ୱରରେ ପୁରୁଣା ଗଣ୍ଡଗୋଳକୁ ନେଇ ଛାତିରେ ଛୁରୀ ଭୁଷି ହତ୍ୟା, କଟକରେ ଅବସରପ୍ରାପ୍ତ…

କନକ ବ୍ୟୁରୋ : ଟୁଇନ ସିଟିରେ ଦୁଇ ଦୁଇଟି ମର୍ଡର ଘଟଣା ଚାଂଚଲ୍ୟ ଖେଳାଇ ଦେଇଛି । ଭୁବନେଶ୍ୱର ଡୁମଡୁମା ଅଂଚଳରେ ପୂର୍ବ ଶତ୍ରୁତା ଓ ମଦ ବେପାରକୁ ନେଇ ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ତା ପରିବାର ୫ଜଣ ଲୋକଙ୍କୁ ଉଠାଇ ନେଇଛି…

ତାଗିଦ ପରେ ନରମି ଗଲା ତାରାଙ୍କ ସ୍ୱର । ଚେଲ୍ଲାକୁମାରଙ୍କ ଆଲୋଚନା ପରେ କଂଗ୍ରେସରେ ସବୁକିଛି ହେବ କି ସ୍ୱାଭାବିକ ?…

କନକ ବ୍ୟୁରୋ : ପ୍ରଦେଶ କଂଗ୍ରେସରେ ବିଦ୍ରୋହର ସ୍ୱର ଉଠାଇଥିବା ବିଧାୟକ ତାରାପ୍ରସାଦ ବାହିନୀପତି ନରମି ଯାଇଛନ୍ତି । ଗଣମାଧ୍ୟମ ଆଗରେ ନିଜ ମତ ବଦଳାଇ କହିଛନ୍ତି, ପିସିସି ସଭାପତି ବଡ ଭାଇ ଭଳି, ତାଙ୍କ ନେତୃତ୍ୱରେ ଦଳ ଆଗକୁ କାମ କରିବ । ତେବେ ପୂର୍ବରୁ ନୋ କମ୍ପ୍ରୋମାଇଜ୍ ମୁଡରେ ଥିବା…

ସାରଥୀ ଷ୍ଟାଇଲ ଆପଣାଇ ଥିଲା ଗୁରୁଜୀ । ପ୍ରବଚନ ଦେଇ ଜାରି କରୁଥିଲା ଫତୱା । ମହିଳାଙ୍କ ଶଂଖା ସିନ୍ଦୁର ପିନ୍ଧିବା ଉପରେ…

କନକ ବ୍ୟୁରୋ: ଠିକ୍ ଯେମିତି ସାରଥୀ ପ୍ରବଚନ ଦେଉଥିଲେ, ତାଙ୍କଠାରେ ବିଶେଷ ଶକ୍ତି ରହିଛି ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଚାହୁଁଥିଲେ, ଠିକ୍ ସେହିଭଳି ଫର୍ମୁଲା ଆପଣାଇଥିଲା ଗୁରୁଜୀ ଓରଫ ମାନସ ଦାସ । ଶହ ଶହ ଲୋକଙ୍କୁ ବସାଇ ପ୍ରବଚନ ଦେଉଥିଲା ବେଗୁନିଆରେ ଆତଙ୍କରାଜ ଚଳାଇଥିବା…