Daily Archives

August 28, 2021

କାଲିର ରେକର୍ଡକୁ ଫୁ କରି ଉଡ଼ାଇଦେଲା ସୋରର ଦୃଶ୍ୟ । କୋଭିଡ୍ ଟିକା ପାଇଁ ଲାଗିଲା ଲମ୍ବା ଲାଇନ୍, ବର୍ଷାରେ ଭିଜି ଛତା…

କନକ ବ୍ୟୁରୋ : ଗୋଟିଏ ଦିନରେ କୋଟିଏ ଟିକାର ରେକର୍ଡ କରୁଛି ଦେଶ । ଅନ୍ୟପଟେ ଟିକା ପାଇଁ ଲୋକେ ବର୍ଷାରେ ଭିଜି ଭିଜି ଘଣ୍ଟା ଘଣ୍ଟା ଅପେକ୍ଷା କରିରହିଛନ୍ତି । ବାଲେଶ୍ୱର ସୋରରୁ ଟିକାକରଣକୁ ନେଇ ଆସିଛି ଏଭଳି ଅଭାବନୀୟ ଚିତ୍ର । କୋଭିଡ ଟିକା ପାଇଁ ଲାଗିଛି ଲମ୍ବା ଲାଇନ । ବର୍ଷାରେ ଭିଜି ଭିଜି…

ଆଗକୁ ଆସୁଛି ପାର୍ବଣ ଋତୁ, ସାଙ୍ଗରେ ଆଣିପାରେ ତୃତୀୟ ଲହର । ରାଜ୍ୟଗୁଡିକୁ ସତର୍କ କଲା କେନ୍ଦ୍ର, ରାଜ୍ୟ ସରକାରଙ୍କ ନୂଆ…

କନକ ବ୍ୟୁରୋ : ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର । ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ସାଙ୍ଗରେ ତୃତୀୟ ଲହର ଆଣିବା ନେଇ ଆଶଙ୍କା ଥିବାରୁ ରାଜ୍ୟ ଗୁଡିକୁ ସତର୍କ କରାଇଛି କେନ୍ଦ୍ର । କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି ଲେଖି ଟେଷ୍ଟିଂ, ଟ୍ରାକିଂ ଓ…

ପରିଚୟ ସାମ୍ବାଦିକର, ହେଲେ ଅସଲ କାମ ଦାଦାବଟି ଆଦାୟ । ଖଣି ବ୍ୟବସାୟୀଙ୍କୁ ଅପରହଣ କରି ନିସ୍ତୁକ ମାଡ

କନକ ବ୍ୟୁରୋ: ନାରାବାଜି ଦେଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଥିବା ଏବଂ ସାମ୍ବାଦିକ ବୋଲି ଦାବି କରୁଥିବା ଏହି ଯୁବତୀଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଗଧାଡିର ସାମ୍ବାଦିକ ଭାବେ ପରିଚୟ ଦେବା ସହ ୨ଜଣ ଖଣି…

କାହା ବଳରେ ବଳୀୟାନ ହୋଇଥିଲେ ଗୁରୁଜି ମାନସ ଦାସ । ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ଦର୍ଶାଇ କରୁଥିଲେ କି…

କନକ ବ୍ୟୁରୋ: ସଂଗଠନ ନାଁରେ ରାଜନୈତିକ ଅଭିସନ୍ଧି ପୂରଣ କରିବାକୁ ଚେଷ୍ଟା କରିଥିଲେ ତଥାକଥିତ ଗୁରୁଜୀ । ସରକାରୀ ଦଳର ଆଢୁଆଳରେ ରହି ବେଆଇନ ଭାବେ ସଂଗଠନ ଚଲାଇବା ଏବଂ ଆତଙ୍କ ସୃଷ୍ଟି କରି ଗରୀବଙ୍କୁ ନିର୍ଯାତନା ଦେବା ହୁଏତ ଉଦ୍ଦେଶ୍ୟ ଥାଇପାରେ ଏହି ବ୍ୟକ୍ତିଙ୍କର । ମାନସ ଦାସ ନାଁରେ…

ଖୋଲୁଛି ବଲିଉଡର ଡ୍ରଗ୍ସ କାରବାର ମାମଲାର ପେଡି, ଅଭିନେତା ଅରମାନ କୋହଲିଙ୍କ ଘରେ ଏନସିବିର ଚଢାଉ

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ବଲିଉଡରେ ଡ୍ରଗ୍ସ କାରବାରର ପର୍ଦ୍ଦାଫାସ କରିବାକୁ ଅଣ୍ଟା ଭିଡିଛି ଏନସିବି । ଅବଶ୍ୟ ଆରମ୍ଭରୁ ଯେଭଳି ଭାବେ ଆକ୍ସନମୋଡରେ ଏନସିବି ତଦନ୍ତ କରୁଥିଲା ଏବେ ତଦନ୍ତରେ ଟିକେ ଶିଥଳତା ଆସିଛି । ହେଲେ ଏନସିବି ତାର କାର୍ଯ୍ୟ ଜାରି ରଖିଛି । ଏହି…

ଖୋର୍ଦ୍ଧା ବେଗୁନିଆ ଭାଇରାଲ ଭିଡିଓ ଘଟଣାରେ ପୋଲିସର ତନାଘନା । ମାଡ ଖାଇଥିବା ବାପା ଓ ପୁଅଙ୍କୁ ଥାନାକୁ ଆଣି କରାଗଲା…

କନକ ବ୍ୟୁରୋ : ଆପଣ ୱେବସିରିଜ ପାତାଲ ଲୋକ ଯଦି ଦେଖିଥିବେ, ଗୁରୁଜୀର ନାଁ ଶୁଣିଥିବେ । ଯିଏ ଜଙ୍ଗଲ ଭିତରେ ପରଦା ପଛରେ ରହି ଏକ କ୍ରାଇମ ସିଣ୍ଡିକେଟକୁ ଅପରେଟ୍ କରୁଥିଲା । ଆଉ ଆଜିର ଦିନରେ ସମାନ ଷ୍ଟାଇଲ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବୋଲଗଡରେ । ଯେଉଁଠି ମାନସ ଦାସ ନାମକ ଜଣେ…