Daily Archives

August 27, 2021

କରୋନାରେ ମୟୂରଭଞ୍ଜ ଓ କଟକରେ ଦୁଇ ଶିଶୁଙ୍କ ମୃତ୍ୟୁ । ସ୍ୱାସ୍ଥ୍ୟ ବିଭାଗ କହିଲା, କରୋନା ସହ ଥିଲା ଅନ୍ୟ ରୋଗ

କନକ ବ୍ୟୁରୋ: ତୃତୀୟ ଲହର ନେଇ ସତର୍କ କରାଇ ଦେଉଛନ୍ତି ବିଶେଷଜ୍ଞ । ତୃତୀୟ ଲହରର ଅଧିକ ଶିଶୁ ସଂକ୍ରମିତ ହେବା ନେଇ ଆକଳନ କରାଯାଉଥିବା ବେଳେ ଏପଟେ ରାଜ୍ୟରେ ଛୋଟ ଶିଶୁ ଆକ୍ରାନ୍ତ ହେବା ଚିନ୍ତା ବଢାଇ ଦେଇଛି । ରାଜ୍ୟରେ ଗତ ୨୪ ଘଂଟାରେ ୧୦୬ ଜଣ ଶିଶୁ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ୨ ଛୋଟ…

ଅଡୁଆରେ ଆଇନମନ୍ତ୍ରୀ ପ୍ରତାପ ଜେନା । ସାନି ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ବିଜେପିର ବିକ୍ଷୋଭ

କନକ ବ୍ୟୁରୋ: ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କର । ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ସରକାର ମନ୍ତ୍ରୀଙ୍କୁ ଘଂଟ ଘୋଡାଇ ରଖିଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛି ବିଜେପି । ରାଜଧାନୀରେ ହୋଇଥିବା ଏହି ଅନ୍ଦୋଳନ ସ୍ପଷ୍ଟ ବାର୍ତା ଦେଉଛି, ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା…

ଆମେରିକାର ଆଧୁନିକ ଅସ୍ତ୍ରରେ ବଳିୟାନ ହେଲା ତାଲିବାନ । ଆତଙ୍କୀ ହାତରେ ଏବେ ସାଢ଼େ ୬ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର…

କନକ ବ୍ୟୁରୋ: ୨୦ ବର୍ଷ ଧରି ତାଲିବାନ ସହ ଲଢ଼ିବା ପାଇଁ ଆଫଗାନ ସେନାକୁ ଶକ୍ତିଶାଳୀ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଆସିଥିଲା ଆମେରିକା । ଆଫଗାନିସ୍ତାନରୁ ସୈନ୍ୟ ଅପସାରଣ ପରେ ଏହିସବୁ ଅସ୍ତ୍ରଶସ୍ତ୍ର ଏବେ ତାଲିବାନ କବଜାରେ ।  ଫଳରେ ସାଢେ ୩ ଲକ୍ଷ ସୈନ୍ୟ କ୍ଷମତା ଥିବା ଆଫଗାନିସ୍ଥ୍ାନକୁ…

କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଘଟଣା । ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଲେ, ଖୋଜି ଖୋଜି ଆକ୍ରମଣକାରୀଙ୍କୁ ମାରିବ…

କନକ ବ୍ୟୁରୋ: ଆମେରିକା, ବ୍ରିଟେନ ପରି ଦେଶର ଗୁଇନ୍ଦା ବିଭାଗ ଯାହା ଅନୁମାନ କରିଥିଲେ ଶେଷରେ ତାହା ହିଁ ଘଟିଲା । ଗୋଟିଏ ଘଣ୍ଟା ଭିତରେ ଏକାଧିକ ବିସ୍ଫୋରଣ ସହ ଥରି ଉଠିଲା କାବୁଲ ବିମାନ ବନ୍ଦର । ଯେଉଁଥିରେ ଏବେ ସୁଦ୍ଧା ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତା ସହ ଦେଢ ଶହରୁ ଅଧିକ ଲୋକ…

ସୁନାପୁଅ ନୀରଜଙ୍କୁ ବଡ ସମ୍ମାନ, ନୀରଜଙ୍କ ନାମରେ ନାମିତ ହେବ ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଥିବା ଜାଭଲିନ ଥ୍ରୋ ଖେଳାଳୀ ନୀରଜ ଚୋପ୍ରାଙ୍କ ଉପରେ ଏବେ ଦେଶ ସୁନା ବର୍ଷା କରିବାରେ ଲାଗିଛି । କୋଟି କୋଟି ଟଙ୍କାର ପୁରସ୍କାର ରାଶି, ସରକାରୀ ଚାକିରି ପରେ ଏବେ ଦେଶର ସର୍ବବୃହତ ସ୍ପୋର୍ଟସ୍ ଇନଷ୍ଟିଚ୍ୟୁଟ ଆର୍ମି…

କୋଭିଡ୍ ନିୟମ ରକ୍ଷା କରିବାକୁ ଯାଇ ମାଡ ଖାଇଲା ପୋଲିସ୍ । ଘେରି ଗଲେ ବହୁ ସଂଖ୍ୟାରେ ଲୋକ । ମେଣ୍ଢା ଲଢ଼େଇ ପାଇଁ…

କନକ ବ୍ୟୁରୋ: ମେଣ୍ଢା ଲଢେଇ ଅଟକାଇବାକୁ ଯାଇ ମାଡ ଖାଇଲେ ପୁଲିସ ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ବଡବୁଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଉତ୍ୟକ୍ତ ଲୋକେ ପୁଲିସ କର୍ମଚାରୀଙ୍କୁ ଠେଲାପେଲା କରିବା ସହ ଆକ୍ରମଣ କରିଥିବା ସୂଚନା ମିଳିଛି । କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ…