Daily Archives

August 26, 2021

ଜିନ୍ଦଲ ସିମେଣ୍ଟ କାରଖାନା ଜନଶୁଣାଣିକୁ ସୁନ୍ଦରଗଡ କୁତ୍ରାରେ ତୀବ୍ର ବିରୋଧ । ଶେଷ ଦିନରେ ଏକାଠି ହେଲେ ହଜାର ହଜାର…

କନକ ବ୍ୟୁରୋ : ୪ ଦିନ ହେଲା ସୁନ୍ଦରଗଡରେ ଚାଲିଛି ଆଦିବାସୀ ମାନଙ୍କ ଜୀବନ ପାଇଁ ଯୁଦ୍ଧ । ଗୋଟିଏ ପଟେ ଆଦିବାସୀ ମାନେ କମ୍ପାନୀକୁ ଜମି ଦେବା ପାଇଁ ଆଦୌ ରାଜିନଥିବା ବେଳେ ଯେକୌଣସି ମତେ ଜମି ହାତେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆଜି କୁତ୍ରାର ତେଲିଘଣାରେ ଥିବା ଜେଏସଡବଲ୍ୟୁ ସିମେଂଟ…

କମିପାରେ କୋଭିସିଲ୍ଡ ଟିକା ମଧ୍ୟରେ ସମୟ ବ୍ୟବଧାନ । କୋଭିସିଲ୍ଡ ଟିକା ମଧ୍ୟରେ ଗ୍ୟାପ କମାଇବା ନେଇ ବିଚାର କରୁଛନ୍ତି…

କନକ ବ୍ୟୁରୋ: କୋଭିସିଲ୍ଡର ଦୁଇଟି ଡୋଜ୍ ଟିକା ମଧ୍ୟରେ କମିବ ସମୟ ବ୍ୟବଧାନ । ପ୍ରଥମ ଡୋଜ୍ ପରେ ଦ୍ୱିତୀୟ ଡୋଜ୍ ପାଇଁ ଧାର୍ଯ୍ୟ ହୋଇଥିବା ୮୪ ଦିନର ସମୟ ବ୍ୟବଧାନ କମିବ ବୋଲି ସୂଚନା ମିଳିଛି । ଏଏନ୍ଆଇର ଏକ ରିପୋର୍ଟ ଅନୁସାରେ କୋଭିସିଲ୍ଡର ଦୁଇଟି ଟିକା ମଧ୍ୟରେ ବ୍ୟବଧାନ କମାଇବା ପାଇଁ…

କାବୁଲ ବିସ୍ଫୋରଣରେ ୧୩ ମୃତ, ୧୫ ଆହତ । ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଆଇଏସଆଇଏସ

କନକ ବ୍ୟୁରୋ : ତାଲିବାନୀମାନେ ଆଫଗାନ ଦଖଲ କରିବା ପରେ ଏବେ ସେଠାରେ ସ୍ଥିତି ଅସମ୍ଭାଳ ହୋଇଛି । କାବୁଲ ବିମାନ ବନ୍ଦରରେ ଆଫଗାନ ନାଗରିକଙ୍କ ସହ ବିଦେଶୀ ନାଗରିକମାନେ ଆଫଗାନ ଛାଡିବାକୁ ଭିଡ ଜମାଇଥିବା ବେଳେ ସେଠାରେ ଏବେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଆହତଙ୍କ ବାବଦରେ…

କାବୁଲ ଏୟାରପୋର୍ଟ ନିକଟରେ ପୁଣି ଏକ ବିସ୍ଫୋରଣ । ପ୍ରଥମ ବିସ୍ଫୋରଣର କିଛି ସମୟ ପରେ ଦ୍ୱିତୀୟ ବିସ୍ଫୋରଣ ।

କନକ ବ୍ୟୁରୋ: କାବୁଲ ଏୟାରପୋର୍ଟ ନିକଟରେ ପୁଣି ଏକ ବିସ୍ଫୋରଣ । ପ୍ରଥମ ବିସ୍ଫୋରଣର କିଛି ସମୟ ପରେ ହେଲା ଦ୍ୱିତୀୟ ବିସ୍ଫୋରଣ । ବିମାନବନ୍ଦର ନିକଟ ଏକ ହୋଟେଲରେ ବିସ୍ପୋରଣ ହୋଇଥିବା ସୂଚନା । ସେପଟେ ବିସ୍ଫୋରଣ ନେଇ ନିଜକୁ ଦାୟୀ କଲା ଆଇଏସଆଇଏସ । ଲଗାତାର ଦୁଇଥର ହୋଇଥିବା ବିସ୍ଫୋରଣରେ…

ରାଜ୍ୟରେ ଲୁଚାଯାଉଛି କି କୋଭିଡ୍ ମୃତ୍ୟୁର ସତ ? ସରକାରୀ ତଥ୍ୟ କହୁଛି, ସମ୍ବଲପୁର ଜିଲ୍ଲାରେ ହୋଇଛି ୨୪୦ ଜଣଙ୍କ…

କନକ ବ୍ୟୁରୋ : ରାଜ୍ୟରେ ଏବେ କୋଭିଡ୍ ମୃତ୍ୟୁର ଅଡିଟ୍ ଚାଲିଥିବା ସରକାର କହୁଛନ୍ତି । ପ୍ରତିଦିନ ୬୦ରୁ ଅଧିକ ମୃତ୍ୟୁ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଉଛି । ହେଲେ ଏହାରି ଭିତରେ ସମ୍ବଲପୁରରୁ ଆସିଥିବା କିଛି ତଥ୍ୟ ସରକାରଙ୍କ ସଂଖ୍ୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ବଲପୁର…

ମାହାଙ୍ଗା ଡବଲ ମର୍ଡର: ଅଡୁଆରେ ମନ୍ତ୍ରୀ ପ୍ରତାପ ଜେନା । କୋର୍ଟ କହିଲେ, ପ୍ରୋଟେଷ୍ଟ ପିଟିସନରେ ଆସିଥିବା ଅଭିଯୋଗ…

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ମାମଲା ବଢ଼ିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ । ମନ୍ତ୍ରୀଙ୍କୁ ସାମିଲ କରି ପୁଣିଥରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର କୋର୍ଟ । ଏହି ମାମଲାରେ ଚାର୍ଜସିଟରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ, ମାହାଙ୍ଗା ଆଇଆଇସି କାଟି ଦେଇଥିବା ନେଇ…