Daily Archives

August 24, 2021

ଆଫଗାନିସ୍ତରୁ ଆମେରିକୀୟଙ୍କୁ ଏୟାରଲିଫ୍ଟ କରିବା ନେଇ ତାଲିବାନକୁ ଅଧିକ ସମୟ ମାଗିଲା ଆମେରିକା । ଅଗଷ୍ଟ ୩୧ ସୁଦ୍ଧା…

କନକ ବ୍ୟୁରୋ: ଆଫଗାନିସ୍ତାନରୁ ଆମେରିକୀୟଙ୍କୁ ଏୟାରଲିଫ୍ଟ କରିବା ନେଇ ତାଲିବାନକୁ ଅଧିକ ସମୟ ମାଗିଲା ଆମେରିକା । ଏନେଇ ୟୁଏସ ଇଣ୍ଟେଲିଜେନ୍ସ ଏଜେନ୍ସି ବା ସିଆଇଏ ମୁଖ୍ୟ ୱିଲିଅମ୍ ବର୍ଣ୍ଣସ୍ ତାଲିବାନର ସହ ପ୍ରତିଷ୍ଠାତା ମୁଲାହ ବାରଦାରଙ୍କ ସହ ଏକ ଗୁପ୍ତ ସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି…

ବର୍ଷା ଅଭାବରୁ ରାଜ୍ୟରେ ମରୁଡି ସ୍ଥିତି । ୨୭ ଜିଲ୍ଲାରେ କମ ବର୍ଷା ଚାଷୀଙ୍କ ହଜାଇଛି ନିଦ । ନା କେନାଲରେ ଆସୁଛି ପାଣି,…

କନକ ବ୍ୟୁରୋ: ନିଅଣ୍ଟିଆ ବର୍ଷା ପରିସ୍ଥିତି ଉପୁଜିଲେ, ଚାଷ ଜମିକୁ ଜଳ ଯୋଗାଇବା ପାଇଁ ଜଳ ସେଚନର ବ୍ୟବସ୍ଥା ରହିଛି । ହେଲେ ରାଜ୍ୟରେ ସ୍ଥିତି ଏମିତି ଯେ ବର୍ଷା ହେଉନଥିବାରୁ ଉଠା ଜଳସେଚନ ପ୍ରକଳ୍ପର କେନାଲ ଗୁଡିକରେ ପାଣି ଆସୁନାହିଁ ଆଉ କେନାଲରେ ପାଣି ଆସୁନଥିବାରୁ ଜଳସେଚିତ ଭାବେ ଚିହ୍ନଟ…

ପଂଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଜାତି ରାଜନୀତି । ବିଜେଡି କହିଲା ଜାତି ଭିତିକ ଜନଗଣନା ପାଇଁ ନବୀନଙ୍କ ପଦକ୍ଷେପକୁ…

କନକ ବ୍ୟୁରୋ: ନିର୍ବାଚନ ପ୍ରକ୍ରିୟା ଭିତରେ ଯେଉଁ ଦିଗ ଆଜିଯାଏଁ ରାଜ୍ୟ ରାଜନୀତିକୁ ଛୁଇଁ ପାରିନଥିଲା, ତାର ମୁଳଦୁଆ ଧୀରେ ଧୀରେ ପଡୁଥିବା ଅନୁମାନ କରାଯାଉଛି, ଯେତେବେଳେ ଶାସକ ଦଳ ଜାତି ଆଧାରିତ ରାଜନୀତି ଉପରେ ଜୋର୍ ଦେଇଛି । ପଛୁଆ ବର୍ଗଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ କରିବାକୁ ଆହ୍ୱାନ…

କୋଡ଼ିଏ ବର୍ଷ ପରେ ଗିରଫ ହେଲେ ଜଣେ କେନ୍ଦ୍ରମନ୍ତ୍ରୀ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା ବୟାନ ଦେଇ…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନାରାୟଣ ରାଣେଙ୍କ ବୟାନକୁ ନେଇ ମୁମ୍ବାଇରେ ଝଡ ସୃଷ୍ଟି ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମାଲୋଚନା କରିବା ସହ ତାଙ୍କୁ ଚାପୁଡା ମାରିବା କଥା କହିଥିଲେ ନାରାୟଣ ରାଣେ । ଶିବସେନା କର୍ମୀ ଓ ସମର୍ଥକ…

ବାହାରିଲା ଅଫଲାଇନ ମାଟ୍ରିକ ପରୀକ୍ଷା ଫଳ । ମାଟ୍ରିକରେ ପାସ୍ ହୋଇ ପୁଣି ଫେଲ୍ ହୋଇଗଲେ ୬୧ ଜଣ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: କରୋନା ପାଇଁ ମାଟ୍ରିକ ପରୀକ୍ଷା ହୋଇପାରିନଥିଲା ଏବଂ ବିକଳ୍ପ ମୂଲ୍ୟାୟନର ବ୍ୟବସ୍ଥା କରାଯାଇ ରେଜଲ୍ଟ ପ୍ରକାଶ ପାଇଥିଲା । କିନ୍ତୁ ଯେଉଁମାନେ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ରହିଥିଲେ, ସେମାନଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଇଥିଲା । ଆଜି ତାର ଫଳାଫଳ ଆସିଛି । ଫର୍ମ…

ସୁପ୍ରିମକୋର୍ଟ ବାହାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ, ୟୁପିର ସାଂସଦ ଓ ପୋଲିସଙ୍କ…

କନକ ବ୍ୟୁରୋ : ସୁପ୍ରିମକୋର୍ଟ ବାହାରେ ଅଗଷ୍ଟ ୧୬ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା କଥିତ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ହୋଇଛି । ଦୁଷ୍କର୍ମ ପୀଡିତା ଓ ତାଙ୍କୁ ପୁରୁଷ ବନ୍ଧୁ ସୁପ୍ରିମକୋର୍ଟ ବାହାରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗମ୍ଭୀର ରୂପେ ପୋଡି ଯାଇଥିବା…