Daily Archives

August 21, 2021

ସୁପରଷ୍ଟାର ହେଲେ ବି ମାନିବାକୁ ପଡ଼ିବ ନିୟମ । ସଲମାନ ଖାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକାଇ ଦେଲେ ଓଡ଼ିଆ ସିଆଇଏସଏଫ୍…

କନକ ବ୍ୟୁରୋ: ଲୋକପ୍ରିୟତାର ଶୀର୍ଷରେ ଥିବା ସଲମାନ ଖାନଙ୍କୁ ସୁରକ୍ଷା ସଂପର୍କୀତ ଯାଂଚ ପାଇଁ ବିମାନ ବନ୍ଦରରେ ଅଟକାଇଲେ ଓଡିଆ ଯବାନ । ନୟାଗଡର ସିଆଇଏସଏଫ ଯବାନ ସୋମନାଥ ମହାନ୍ତିଙ୍କ ଏହି କର୍ତବ୍ୟ ନିଷ୍ଠାକୁ ଏବେ ପ୍ରଶଂସା କରାଯାଉଛି । ଟାଇଗର-ଥ୍ରୀର ସୁଟିଂ ପାଇଁ ସଲମାନ ଓ ତାଙ୍କ ଟିମ ରୁଷ…

ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ସହ ଯୋଡି ହେଉଛନ୍ତି କେନ୍ଦ୍ରମନ୍ତ୍ରୀ । ବିଶାଳ ରାଲି ଜରିଆରେ କେନ୍ଦ୍ର…

କନକ ବ୍ୟୁରୋ: କେନ୍ଦ୍ର ମନ୍ତ୍ରୀ ହେବା ପରେ ଜନ ଆର୍ଶୀବାଦ ଯାତ୍ରାରେ ବାହାରିଥିବା ଅଶ୍ୱିନୀ ବୈଷ୍ଣବ ଦକ୍ଷିଣ ଓ ପଶ୍ଚିମ ଓଡିଶା ଲୋକଙ୍କର ହୃହୟ ଜିଣିବାକୁ ଜାରି ରଖିଛନ୍ତି ଭରପୂର ଉଦ୍ୟମ । ବିଭିନ୍ନ ଜିଲ୍ଲାରେ ଶୋଭାଯାତ୍ରା କରିବା ସହ  ସାଧାରଣ ଲୋକଙ୍କ ସହ ମିଶୁଛନ୍ତି । ବିଭିନ୍ନ ସରକାରୀ…

ଡ୍ରାଇଭର ସାଜିଥିଲା ଲୁଟେରା । ଏଟିଏମ ଭ୍ୟାନ ଅପହରଣ କରି ଲୁଟ ଘଟଣାର ହେଲା ପର୍ଦ୍ଦାଫାସ । ଘରେ ମାଟିତଳେ ପୋତିଥିବା…

କନକ ବ୍ୟୁରୋ: ବ୍ରହ୍ମପୁର ବଡ ବଜାର ଥାନା ଅଂଚଳରୁ ଏଟିଏମ ଭ୍ୟାନ ଲୁଟ ଘଟଣାରେ ପୁଲିସକୁ ନୂଆ ସୁରାକ ମିଳିଛି । ଖୋଦ ଏଟିଏମ ଡ୍ରାଇଭରଙ୍କୁ ଘରୁ ବିଡା ବିଡା ନୋଟ ଜବତ କରିଛି ପୁଲିସ । ଘର ବାରିପଟେ ଗାତ ଖୋଳି ଏକ ଟିଣ ଡବାରେ ଟଙ୍କା ଲୁଚାଯାଇଥିଲା । ଲୁଟ ଘଟଣାରେ ସଂପୃକ୍ତି ସନ୍ଦେହରେ ପୁଲିସ…

କିଭଳି କାମ କରିବ ନୂଆ ସ୍ମାର୍ଟ ହେଲଥ କାର୍ଡ ? ପ୍ରତି ହସପିଟାଲରେ ରହିବେ ଜଣେ ଜଣେ ସ୍ୱାସ୍ଥ୍ୟ ମିତ୍ର ।

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଆଜି ଜିଲ୍ଲାରେ ଆନୁଷ୍ଠାନିକ ଭାବେ କାର୍ଡ ବଂଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଜିଲ୍ଲାରେ ଯଥେଷ୍ଟ ପରିମାଣରେ କାର୍ଡ ପହଁଚି ପାରି ନ ଥିବାରୁ ଅଳ୍ପ କେତେକ…

ଉଠାଉ ଉଠାଉ ଭାଙ୍ଗିଗଲା ମାଷ୍ଟରକ୍ୟାଣ୍ଟିନ ନର୍ତକୀ ମୂର୍ତ୍ତି । ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବେଳେ ଅଘଟଣ, ତରବରିଆ ଭାବେ…

କନକ ବ୍ୟୁରୋ : ମାଷ୍ଟରକ୍ୟାଣ୍ଟିନ ଗୋଲେଇକୁ ନୂଆ ରୂପ ଦେବା ପାଇଁ ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ କାର୍ଯ୍ୟ ଚାଲିଛି । ଘୋଡା ଓ ଯୋଦ୍ଧା ମୂର୍ତିକୁ କିଭଳି ନହଟାଇ କିଭଳି ସ୍ମାର୍ଟ ଜନପଥ ନିର୍ମାଣ କରାଯିବ ସେଥିପାଇଁ ପ୍ରୟାସ ଆରମ୍ଭ ହୋଇଛି । ହେଲେ, ଏହି ସମୟରେ ଘୋଡା ପାଶ୍ୱର୍ରେ ଥିବା…

କେତେଦୂର ଆଗେଇଲା କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ଷ୍ଟିଲ ପ୍ରକଳ୍ପର କାମ ? ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ଆର୍ସେଲର…

କନକ ବ୍ୟୁରୋ: ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ବନ୍ଦର କର୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଂଟ ସ୍ଥାନ ଦେଖିଲେ ଆର୍ସେଲର ମିତଲ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତଲ । ପାରାଦୀପରୁ ମୋଟର ବୋଟରେ ମହାନଦୀ ଦେଇ…